ସୋସିଆଲ୍ ମିଡିଆରେ ଏବେ ଏକ ଭିଡିଓ ବେଶ୍ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି। ସୂଚନାଥାଉ କି, ଭିଡିଓଟି AI ସହ ଜଡ଼ିତ।
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ..ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ୱାମୀ । ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଏ ଦୋସ୍ତି ହମ୍ ନେହିଁ ଛୋଡେଙ୍ଗେ । ସାଥ୍ ସାଥ୍ ଜିଏଁଙ୍ଗେ...ଅଧ ରାତିରେ ସାଇକେଲ୍ ଚଳାଇ ଖାଇବା ଡେଲିଭରି କରୁଛନ୍ତି ସ୍ତ୍ରୀ। ପିଲାକୁ କାଖେଇ କାଖେଇ ରାସ୍ତାରେ ଯାଉଛନ୍ତି ସ୍ୱାମୀ । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ।
ଆଜି ଶ୍ରାବଣ ପ୍ରଥମ ସୋମବାର । ଶୈବ ପୀଠରେ ଲାଗିଲାଣି ଭକ୍ତଙ୍କ ଭିଡ଼...କାଉଡିଆଙ୍କ ଲାଗି ଖୋଦ୍ କଲେକ୍ଟର ତିଆରି କଲେ ରୁଟି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ
ଅକ୍ଷୟ କୁମାର ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ତାଙ୍କୁ ଭଗବାନ ଶିବ ରୂପେ ଦେଖିବାକୁ ମିଳେ। ତାଙ୍କର ଲୁକ୍ ଏତେ ଜବରଦସ୍ତ ହୋଇଛି ଯେ ଲୋକେ ତାଙ୍କୁ ପ୍ରଶଂସା କରିବାରେ ଲାଗିଛନ୍ତି।
ଆଜିକାଲି ସେଲଫି ନେବାରେ ଯୁବପିଢି ପାଗଳ । ଯିଏ ଯେଉଁଠି ପାଇଲା ସିଏ ସେଇଠି ସେଲଫି ନେଲା । ଫଟୋ ନିଶାରେ ଯୁବକମାନେ ଏମିତି ପାଗଳ ହେଲେଣି ଯେ ସ୍ଥାନକାଳ ପାତ୍ର କିଛି ମାନୁନାହାନ୍ତି । ହେଲେ ଏଇ ସେଲଫି ଯେ ସେମାନଙ୍କ ଜୀବନ ନେଇପାରେ କେବେ ସେମାନେ ଭାବିନାହାନ୍ତି । ସୋସିଆଲ ମିଡିଆରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ନେଇ ଭାରି ଚର୍ଚ୍ଚା ।
ମହଙ୍ଗା ପଡିଲା ହାତୀ ସହ ସେଲଫି ନେବା । ରାଗିଗଲେ ହାତୀ ପଲ...ବିଚ୍ ରାସ୍ତାରେ ଦଉଡାଇଲେ...ଜୀବନ ବଞ୍ଚାଇବାକୁ ଦଉଡୁଥିବା ବେଳେ ରାସ୍ତାରେ ପଡିଲେ ଯୁବକ । ଦେଖନ୍ତୁ ଏହି ଭିଡିଓ
ଭିଡିଓଟି ଯେତିକି ଦୁଃଖଭରା । ସେତିକି ହୃଦୟସ୍ପର୍ଶୀ । ଭିଡିଓରେ ଜଣେ ମା’ଙ୍କ ସାହସ ଓ ଧୈର୍ଯ୍ୟକୁ ସମସ୍ତେ ଭୁରିଭୁରି ପ୍ରଶଂସା କରିଥିବାବେଳେ ତାଙ୍କୁ ତାଙ୍କର କର୍ତ୍ତବ୍ୟକୁ ସାଲ୍ୟୁଟ୍ କରିଛନ୍ତି ।
କ୍ରୋଧ ଆମ ମସ୍ତିଷ୍କର ଆମିକଡାଲା ଅଂଶରେ ଉତ୍ପନ୍ନ ହୋଇଥାଏ । ଆମିକଡାଲା ମସ୍ତିଷ୍କର ମଧ୍ୟଭାଗରେ ଥିବା ଅଙ୍ଗପ୍ରତ୍ୟଙ୍ଗର ଏକ ଅଂଶ । ମଣିଷର ଯେକୌଣସି ଭାବନାକୁ ଆମିକଡାଲା ନିୟନ୍ତ୍ରଣ କରିଥାଏ ।
ଏମିତିକି ଏତେ ଖୁସି ହୋଇଛନ୍ତି ଯେ, ତଳେ ଗଡ଼ି ଯାଉଛନ୍ତି ।
ଆପଣମାନେ ୧୯୯୯ ର ବ୍ଲକବଷ୍ଟର ଫିଲ୍ମ ‘ହମ ଦିଲ୍ ଦେ ଚୁକେ ସନମ’ ଦେଖିଥିବେ । ବିହାରରେ ଠିକ ସମାନ ଘଟଣା ଘଟିଛି, ଯାହା ଫିଲ୍ମର ସିନ୍ ରିକ୍ରିଏସନ୍ ଭଳି ଲାଗିବ ।
ଯୁବକ ଜଣକ ଯୁବତୀଙ୍କୁ ରୋକିବାକୁ ବି ଚେଷ୍ଟା କରିନାହାନ୍ତି କିମ୍ବା ତାଙ୍କ ଉପରକୁ ହାତ ଉଠାଇ ନାହାନ୍ତି ।
ଭାଇରାଲ ହେଉଛି ଶିକ୍ଷୟିତ୍ରୀଙ୍କ ଅବସରର ଭିଡିଓ। ଛାତ୍ରୀମାନେ ତାଙ୍କ ପ୍ରିୟ ଶିକ୍ଷୟିତ୍ରୀଙ୍କୁ ଧରି କାନ୍ଦୁଛନ୍ତି। ଏହି ଭିଡିଓ ସମସ୍ତଙ୍କୁ କରୁଛି ଭାବପ୍ରବଣ।
ଏକ ଆନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପଲ୍ ଲିଟିଲ୍ ନାମକ ଜଣେ ବ୍ୟକ୍ତି ଜାନୁଆରୀରେ ଲଟେରୀ ଟିକଟ କିଣିଥିଲେ । କିନ୍ତୁ ପର ମୁହୁର୍ତ୍ତରେ ସେ ମଦ ଦୋକାନରେ ଲଟେରୀ ଟିକଟ ଛାଡ଼ି ଚାଲି ଆସିଥିଲେ ।
ଭିଡିଓରେ ଅନେକ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରୁଥିବା ଦେଖିବାକୁ ମିଳୁଛି । ଜଣେ ଯୁବକ ଓ ଜଣେ ଯୁବତୀ ମଧ୍ୟ ବାବାଙ୍କୁ ପ୍ରଣାମ କରୁଥିବା ଭିଡିଓରେ ନଜର ଆସିଛନ୍ତି ।
ନିଆଁ ସହ ଖେଳି ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି । ଆଉ ମନୋରଞ୍ଜନ ଯୋଗାଇଥାନ୍ତି ।
ଡାଟା ସ୍କ୍ରାପିଂ ଓ ଜାଲିଆତି ରୋକିବାକୁ ଏପରି ଅସ୍ଥାୟୀ କଟକଣା ଲଗାଯାଇଥିବା ନେଇ ଟ୍ୱିଟର ମୁଖ୍ୟ ଏଲନ ମସ୍କ ସୂଚନା ଦେଇଛନ୍ତି ।
ବର୍ତ୍ତମାନ ଏକ ଭିଡିଓ ସୋସିଆଲ୍ ମିଡିଆରେ ଟ୍ରେଣ୍ଡ୍ ହେଉଛି। ଭାଇରାଲ ହେଉଥିବା ଏହି ଭିଡିଓ କୋଲକାତାର ଜଣେ ଷ୍ଟ୍ରିଟ୍ ଭେଣ୍ଡରଙ୍କ। ଏଥିରେ ଜଣେ ଭେଣ୍ଡର 'ଆଲ୍କହଲ୍-କବାବ' ତିଆରି କରୁଥିବା ଦେଖିବାକୁ ମିଳେ।
ଶାଫାଙ୍କ ମାତା ପିତା UAEରେ ରୁହନ୍ତି । ଶାଫାଙ୍କ ମାଆ ହିଁ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲ୍କୁ ଚଳାଇଥାନ୍ତି ।
ଅଧିକାଂଶଙ୍କ ମତ ଛୋଟ ଛୁଆକୁ ନେଇ ଏଭଳି ବିପଦଜ୍ଜନକ ଆଡ୍ଭେଞ୍ଚର କରିବା ଉଚିତ୍ ନଥିଲା । ଏହି ଦୁର୍ଘଟଣା ଗତ ୨୫ ତାରିଖରେ ଘଟିଛି ।
ସୋସିଆଲ ମିଡିଆରେ ଏକ ବ୍ୟାଗ୍ ଭାଇରାଲ୍ ହେବାରେ ଲାଗିଛି। ଏହି ବ୍ୟାଗ ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। ଏହି ବ୍ୟାଗ୍ଟି ଲୁଣର ଏକ ଛୋଟ ଦାନା ଠାରୁ ବି ଛୋଟ। ଏହି ବ୍ୟାଗ୍ ଏତେ ଛୋଟ ଯେ ଏହାକୁ ମାଇକ୍ରୋସ୍କୋପ୍ ବିନା ଦେଖି ହେବନାହିଁ।
ଗତବର୍ଷ ଜୁଲାଇ ମାସରେ କର୍ଣ୍ଣାଟକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଟ୍ୱିଟର । ଇଲେକ୍ଟ୍ରୋନିକ ଓ ଇନଫର୍ମେସନ ଟେକ୍ନୋଲୋଜି ମନ୍ତ୍ରଣାଳୟ ଆଇଟି ଆକ୍ଟର ଧାରା ୬୯ ଅଧୀନରେ କେନ୍ଦ୍ର ଜାରି କରିଥିବା ନିର୍ଦ୍ଦେଶକୁ ସଂସ୍ଥା ଚ୍ୟାଲେଞ୍ଜ କରିଥିଲା।
ଜୋମାଟୋ ଡେଲିଭରି ବୟଙ୍କ ନିଆରା ବର୍ଥ ଡେ’ ସେଲିବ୍ରେସନ। ଅନ୍ଲାଇନ୍ରେ ଖାଦ୍ୟ ଅର୍ଡର କରିଥିବା ସମସ୍ତ ଗ୍ରାହକଙ୍କୁ ଚକୋଲେଟ୍ ଦେଇ ଜନ୍ମଦିନ ପାଳିଲେ ଡେଲିଭରି ବୟ।
ପାର୍କିଂକୁ ନେଇ ଏମିତି କିଛି ପୋଷ୍ଟ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସାଧାରଣରେ ସଚେତନତା ସୃଷ୍ଟି କରିବା ସହ ଯୁଜର୍ସଙ୍କୁ ବି ଆକୃଷ୍ଟ କରିଛି।
ହାଇସ୍ପିଡ୍ରେ ଗାଡ଼ି ଚଳାଉଥିଲେ, ରାସ୍ତାରେ ଘୋଷାଡ଼ି ହୋଇପଡ଼ିଲେ ।