ବାସନ୍ତୀ ବେନ୍ ତାଙ୍କ ସ୍ୱାମୀଙ୍କ ସହିତ ନୀଳକଣ୍ଡ ମହାଦେବଙ୍କ ମନ୍ଦିରକୁ ଦର୍ଶନ କରିବାକୁ ଯିବା ସମୟରେ ଏହି ସାକ୍ଷାତ ହୋଇଥିଲା । ଶ୍ରାବଣ ମାସ ଚାଲୁଥିବାରୁ ଦୁହେଁ ନୀଳକଣ୍ଠ ମହାଦେବଙ୍କ ମନ୍ଦିରକୁ ଆସିଥିଲେ ।
ସମୁଦ୍ର ପତ୍ତନଠାରୁ ୧୧୩୮୫ ଉଚ୍ଚତାରେ ଯୋଗାଭ୍ୟାସ। ଖାଲି ଦେହରେ ୮ ଡିଗ୍ରୀରେ କଲେ ସୂର୍ଯ୍ୟ ନମସ୍କାର ଓ ପ୍ରାଣାୟମ। ପୃଥିବୀର ସବୁଠାରୁ ଉଚ୍ଚତମ ଶିବ ମନ୍ଦିର ଉତ୍ତରାଖଣ୍ଡର ତୁଙ୍ଗନାଥଠାରେ ଏମିତି କରି ଚର୍ଚ୍ଚାକୁ ଆସିଛନ୍ତି ବୌଦ୍ଧ ଜିଲ୍ଲା ନୂର୍ପା ଗାଁର ଯୁବକ ଦିବାକର ଆର୍ଯ୍ୟ..