ଏଥର ଏହି ଆପ୍ ଯେଉଁ ନୂଆ ଫିଚର ଲଞ୍ଚ କରିବାକୁ ଯାଉଛି, ତାହା ୟୁଜରଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ହେବ ।
କେହି କେହି ଉକ୍ତ ଗାଡ଼ି ଡ୍ରାଇଭର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଛନ୍ତି । କାରଣ ଏହା ଧର୍ମିୟ ଭାବନାକୁ ଆଘାତ ପହଞ୍ଚାଇଛି ।
ହାତ ଗୋଡ଼ ଠିକ୍ ଠାକ୍ ଚାଲୁଥିଲେ ବି କୌଣସି କାମ ଧନ୍ଦା ନକରି ଭିକ୍ଷା ମାଗି ଗୁଜୁରାଣ ମେଣ୍ଟାଉଥିବା ଲୋକଙ୍କ ସଂଖ୍ୟା ଆମ ସମାଜରେ ଏବେ ଖୁବ୍ ଅଧିକ ।
ଆମ ପାଖକୁ ଏମିତି ଏକ ଖବର ଆସିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । କହିବେ କି ଯୁଗ ହେଲା..? କିଛି ନ ବୁଝି କେମିତି ପ୍ରେମ ହେଲା.. ?
ବାରମ୍ବାର ହ୍ୱାଟ୍ସଆପ୍ ଟେକ୍ନୋଲୋଜିକୁ ନେଇ ଖବର ପ୍ରସାରିତ ହୋଇଥାଏ । ନିୟମିତ ବ୍ୟବଧାନରେ ଏହି ମଲ୍ଟି ମିଡିଆ ମେସେଜିଂ ଆପ୍କୁ ନେଇ ଚର୍ଚ୍ଚା ଲାଗି ରହିଥାଏ ।
କାହାଣୀଟି ପୁରା ପଢ଼ନ୍ତୁ । ଆମର ଆଶା ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।
ସବୁବେଳେ ଖବର କିମ୍ବା ମନୋରଞ୍ଜନ ପାଇଁ ସୋସିଆଲ ମିଡିଆ ପରିଚିତ ନୁହେଁ । ଅନେକ ଇମୋସନାଲ କାହାଣୀକୁ ବି ଏଥିରେ ଲୋକେ ଖୁବ୍ ପସନ୍ଦ କରନ୍ତି । ଠିକ୍ ଏମିତି କିଛି କାହାଣୀ ବା ଫଟୋ ଆମେ ଦେଖାଇବୁ । ଯାହା ଆପଣଙ୍କୁ ନିଶ୍ଚିତ ଭଲ ଲାଗିବ ।
ଆମ କାହାଣୀରେ ଜଣେ ଯୁବକକୁ ତାର ଗାର୍ଲପ୍ରେଣ୍ଡ ଇନ୍ସଲ୍ଟ କଲା । ଆଉ ବ୍ରେକ୍ଅପ୍ କରିଦେଲା । ଗାର୍ଲଫ୍ରେଣ୍ଡର ଏହି ଇନ୍ସଲ୍ଟ ବଦଳାଇଦେଲା ଯୁବକଙ୍କ ଜୀବନ ଶୈଳି ।
କଥାରେ ଅଛି ରାଗ ହେଉଛି ବ୍ରହ୍ମ ଚଣ୍ଡାଳ । ସେଇ ରାଗ ହିଁ ମଣିଷର ସବୁଠୁ ବଡ଼ ଶତ୍ରୁ ।
ଗୋଟିଏ କି ଦୁଇଟି ବତକ ନୁହେଁ, ଶହ ଶହ ବତକ ରାସ୍ତା ମଝିକୁ ଚାଲି ଆସିଲେ । ଆଉ ଗାଡ଼ିକୁ ଅଟକାଇଦେଲେ । ଏମିତିକି ଗାଡ଼ି ଚାରିପଟେ ବେଢ଼ିଗଲେ ।
ଭାରତରେ ଦିନକୁ ଦିନ ଅଧିକରୁ ଅଧିକ ମଦ ଦୋକାନ ଖୋଲୁଥିଲେ ମଧ୍ୟ ସରକାର କେବେ ବି ସିଧାସଳଖ ଭାବେ କହିନାହାନ୍ତି ଯେ, ମଦ ପିଅ ଆଉ ଦେଶର ଅର୍ଥନୀତିକୁ ସୃଦୃଢ଼ କର ।
ଜଣେ ମହିଳାଙ୍କ ବିବାହ କାର୍ଡ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କାରଣ ଉକ୍ତ ନିମନ୍ତ୍ରଣ କାର୍ଡରେ ଏକ ବିରାଟ ତ୍ରୁଟି ଦେଖିବାକୁ ମିଳିଥିଲା ।
ଜାବେଜ ସାମୁଏଲ ନାମକ ଏହି ଅଭିଯୋଗକାରୀ କରିଛନ୍ତି ଯେ, ସେ ତାଙ୍କ ପତ୍ନୀ ଏବଂ ଜଣେ ସହକାରୀ ଗତ ୧୯ ଅକ୍ଟୋବର ୨୦୨୧ରେ ଚାରି ଘଣ୍ଟା ପାଇଁ ଏକ ଓଲା କ୍ୟାବ ଭଡ଼ାରେ ନେଇଥିଲେ ।
ସୋସିଆଲ ମିଡିଆରେ ଟ୍ରୋଲ ହେବା ପରେ ଟ୍ୱିଟ୍କୁ ଡିଲିଟ୍ କରିଦେଇଥିଲେ ଦିପିକା ।
କର୍ମଚାରୀଙ୍କ ଛୁଟି ଦରଖାସ୍ତ ଦେଖି ଲୋକେ ହସି ହସି ବେଦମ୍ ।
ଘରର ସେ ଏକମାତ୍ର ରୋଜଗାରିଆ ହୋଇଥିବା କାରଣରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଏମିତି ବୁଲି ବୁଲି କରୁଛନ୍ତି ପାମ୍ପଡ ବେପାର ।
୧୯୯୯ ମସିହାରେ ତୁଙ୍ଗନାଥ ଚତୁର୍ବେଦୀ, ଯିଏ କି ଜଣେ ଆଇନଜୀବୀ । ସେ ମଥୁରାରୁ ମୋରାଦାବାଦ ଯିବା ପାଇଁ ଦୁଇଟି ରେଳ ଟିକେଟ୍ କାଟିଲେ । ପ୍ରତି ଟିକେଟ୍ର ଦାମ ଥିଲା ୩୫ ଟଙ୍କା । ହେଲେ ତାଙ୍କଠାରୁ ୭୦ ବଦଳରେ ରଖାଯାଇଥିଲା ୯୦ ଟଙ୍କା ।
ଉକ୍ତ ବ୍ୟକ୍ତିଙ୍କର ଏକ ଜରୁରୀ ଡକ୍ୟୁମେଣ୍ଟ ହଜିଯାଇଥିଲା । ତାକୁ ପୁଣି ଥରେ ପାଇବା ପାଇଁ ସେ ଥାନାକୁ ଯାଇଥିଲେ, FIR ଦେବାକୁ ।
ବିବାହ ଉତ୍ସବରେ ଯେଉଁ ଅତିଥିମାନେ ଆସନ୍ତି ସେମାନେ ଉପହାର ଯାହା ବି ଦିଅନ୍ତୁ, କିନ୍ତୁ ସେମାନଙ୍କ ପାଇଁ ଭଲ ଖାଦ୍ୟ ପାନୀୟର ବ୍ୟବସ୍ଥା କରାଯାଇଥାଏ । ଏମିତି ବ୍ୟବସ୍ଥା ନଥାଏ ଯେ, ଯିଏ ଭଲ ଉପହାର ଦେବ ତାଙ୍କୁ ଭଲ ଖାଇବା, ଆଉ ଯିଏ କମ୍ ଉପହାର ଦେବ ତାଙ୍କୁ ସାଧା ସିଧା ଖାଇବା ।
ଆପଣ ଯଦି ନ୍ୟୁୟର୍କର ଆନ୍ ଏବଂ ମାଇକ୍ ହାୱାର୍ଡଙ୍କୁ ପଚାରିବେ ତେବେ ସେ କହିବେ ହନିମୁନ ଟ୍ରିପ୍ ସରିବ ନାହିଁ । ଏହି ଦମ୍ପତ୍ତି ୨୦୧୨ ମସିହାରେ ବିବାହ କରିଥିଲେ ।
ହ୍ୱାଟ୍ସଆପରେ ଆସିଲା ନୂଆ ଫିଚର । କେମିତି ବୁକ୍ କରିବେ କ୍ୟାବ୍ ଜାଣନ୍ତୁ ସମ୍ପୂର୍ଣ୍ଣ ବିବରଣୀ...
ଆଉ ଏ ଦୃଶ୍ୟ ଏତେ ଭୟଙ୍କର ଥିଲା ଯେ, ତାହା କୌଣସି ସାଧାରଣ ମଣିଷ ପକ୍ଷେ ଦେଖିବା କଷ୍ଟକର । ନରମ ହୃଦୟବାନ ଲୋକ ଏହା ଦେଖିବା ମନା ।
କୁହାଯାଏ ପ୍ରେମ ମାନେ ନାହିଁ ବନ୍ଧ ବାଡ଼ । ଦେଖେ ନାହିଁ ଜାତି, ଧର୍ମ କିମ୍ବା ବର୍ଣ୍ଣ । ପ୍ରେମ ଯେ କୌଣସି ପରିସ୍ଥିତିରେ ବି ଆଗକୁ ବଢ଼ିବାକୁ ଶକ୍ତି ଦେଇଥାଏ ।
ସୋସିଆଲ ମିଡିଆରେ ତାଙ୍କ ଆକାଉଣ୍ଟ ଭେରିଫାଏ ହେବା ପୂର୍ବରୁ ତାଙ୍କୁ ଏତେ ମାତ୍ରାରେ ଲୋକ ଫଲୋ କରିଛନ୍ତି ଯେ, ତାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ।
ଯେବେଠାରୁ ମେଟା ଏହି ମେସେଜିଂ ଆପ୍କୁ କିଣିଛି, ସେବେଠାରୁ ଏମିତି ଅନେକ ଛୋଟ ମୋଟ ପରିବର୍ତ୍ତନ ହେଉଥିବା ଦେଖାଯାଇଛି ।