• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Labh Singh
ସବୁଠୁ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚିତ୍‌ପଟାଙ୍ଗ କରିଦେଲେ ମୋବାଇଲ ମେକାନିକ୍‌ ଲାଭ ସିଂହ

ଏକ୍‌ଜିଟ୍‌ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍‌ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।

Manipur Election Results
ମଣିପୁରରେ ସରକାର ଗଢିବ ବିଜେପି: ୬୦ରୁ ୩୨ ଆସନ ଜିତିଲା

ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ ।

Goa BJP
ଗେରୁଆ ହେଲା ଗୋଆ, ସରକାର ଗଢ଼ିବ ବିଜେପି !

ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ ।

Uttarakhand
ଦେବଭୂମିରେ ରେକର୍ଡ ବିଜୟ : ସରକାର ଗଢିବ ବିଜେପି

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମା ଆସନରୁ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି ।

  • Thursday, 10 March 2022
Aam Admi Party
ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା, ବିଜୟର ବଲ୍ଲେ ବଲ୍ଲେ ! ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀଙ୍କ ଗଡ଼

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।

Narendra Modi- Yogi Adityanath
ୟୁପିରେ ପୁଣି ବୁଲଡୋଜର ବାବାଙ୍କ ରାଜ, ୩୭ ବର୍ଷ ପରେ ଇତିହାସର ପୁନରାବୃତ୍ତି

ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ।

Arvind Kejriwal
ଏହି ୧୦ଟି କାରଣ ପାଇଁ ପଞ୍ଜାବରେ ଜିତିଲା ଆପ୍

ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।

Aparajita Sarangi
ଖୁବ୍‌ଶୀଘ୍ର ଓଡ଼ିଶାରେ କମ୍‌ବ୍ୟାକ୍‌ କରିବ ବିଜେପି: ଅପରାଜିତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।

UP Punjab Goa Uttarakhand Manipur Election Results 2022
UP Punjab Goa Uttarakhand Manipur Assembly Election Results 2022: Live Updates

ଆଜି 5ଟି ରାଜ୍ୟ ( ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ)ର

  • Thursday, 10 March 2022
BJD-BJD
ବିଜେଡି ପାଇଁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଜାରି ରହିଛି ପୌର ନିର୍ବାଚନ ପ୍ରାର୍ଥିପତ୍ର ଯାଞ୍ଚ । ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରି ହେବ ନାମାଙ୍କନ ପତ୍ର । ହେଲେ ବିଜେଡି ପାଇଁ ଟେନସନ୍ ପାଲଟିଛନ୍ତି ବିଦ୍ରୋହୀ ପ୍ରାର୍ଥୀ । କେବଳ ୩ ମହାନଗର ନୁହେଁ ପୌର ପରିଷଦ ଓ ଏନଏସିଗୁଡିକରେ ବି ଦଳକୁ ଅଡୁଆ ହୋଇଛନ୍ତି ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ।  

Exit Poll
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ?

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।

Symbol Conflict
ଜିତିଥିବା ପ୍ରାର୍ଥୀଙ୍କ ଚିହ୍ନକୁ ନେଇ ଦ୍ଵନ୍ଦ୍ୱ

ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ।

Exit Poll
ୟୁପି-ପଞ୍ଜାବ-ଉତ୍ତରାଖଣ୍ଡ-ଗୋଆ-ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ବିଜେପି ଶିବିରରେ ଉତ୍ସବର ମାହୋଲ

ପଞ୍ଜାବରେ ମଧ୍ୟ ଆମ୍ ଆଦ୍‌ମୀ ପାର୍ଟି ଐତିହାସିକ ବିଜୟ ହାସଲ କରୁଥିବା ନେଇ ସବୁ ଏକ୍‌ଜିଟ୍ ପୋଲ୍‌ର ଆକଳନକୁ ନେଇ ବେଶ୍ ଉତ୍ସାହିତ ଦଳ ।  ହେଲେ ୟୁପିରେ ଇଭିଏମ୍ ଗଡ଼ବଡ଼ି ନେଇ ସମାଜବାଦୀ ପାର୍ଟି ମୁଖିଆ ଅଖିଳେଶ ଯାଦବଙ୍କ ଅଭିଯୋଗ ପରେ ତେଜିଛି ରାଜନୀତି ।

Lekhashree Samant Sinhar
ବଡ଼ ଅଭିଯୋଗ: ‘BJP ସମିତି ସଭ୍ୟଙ୍କୁ ଡରାଉଛି BJD, ପୋଲିସ କରୁଛି ରାତି ଅଧିଆ ଚଢ଼ାଉ’

ବ୍ଲକ ଚେୟାରମ୍ୟାନ ନିର୍ବାଚନ ପୂର୍ବରୁ ବିଜେପି ସମର୍ଥିତ ସମିତି ସଭ୍ୟଙ୍କ ଉପରେ ମିଛ କେସ କରାଯାଉଛି । ଗୋଡେଇ ଗୋଡେଇ ତାଙ୍କୁ ଘରୁ ଉଠାଇ ନିଆଯାଉଛି ।

BAIJAYANTA1
ଆସାମରେ ବିଜେପିର କ୍ଲିନ୍ ସୁଇପ୍, ୮୦ରୁ ୭୪ ଆସନରେ ବିଜୟୀ

୮୦ଟି ପୌର ପରିଷଦରୁ ବିଜେପି ଏକାକୀ ୭୪ରେ ବିଜୟୀ । ବିଜେପି ସହଯୋଗୀ ଆସାମ ଗଣପରିଷଦ ୨ଟିରେ ବିଜୟୀ । କଂଗ୍ରେସ ଗୋଟିଏ ଏବଂ ସ୍ୱାଧୀନ ପ୍ରାର୍ଥୀ ୨ଟିରେ ବିଜୟୀ ।

BJP flags
ଆସାମ ପୌର ନିର୍ବାଚନରେ ବିପୁଳ ବିଜୟ ଅଭିମୁଖେ ବିଜେପି : ମୋଟ ୯୭୭ ୱାର୍ଡ ମଧ୍ୟରୁ ୫୪୮ ୱାର୍ଡରେ ଆଗୁଆ

ଆସାମ ପୌର ଭୋଟରେ ବିଜେପିର କ୍ଲିନ୍ ସୁଇପ୍ । ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ପ୍ରଭାରୀ ବୈଜୟନ୍ତ ପଣ୍ଡା ଭୋଟ ଗଣତିକୁ ନେଇ ଟୁଇଟ୍ କରିଛନ୍ତି ।

Municipal election Update
ଭଦ୍ରକ ପୌରପାଳିକା ଅଧ୍ୟକ୍ଷା ପଦ ପାଇଁ ଟଣାଓଟରା... ବିଜେଡି ଆଗରେ ବିଜେଡି କଣ୍ଟା !

ସବୁ ଦଳ ନାମାଙ୍କନ ଭରିଛନ୍ତି। ଟିକେଟ ବଣ୍ଟନକୁ ନେଇ ବିଜେଡିରେ ଦେଖା ଦେଇଛି ଅସନ୍ତୋଷ। ଦଳ ଜଣକୁ ପ୍ରାର୍ଥୀ କରିଥିବା ବେଳେ ଦଳରୁ ବାହାରି ଦୁଇ ଜଣ ପ୍ରାର୍ଥୀ ହୋଇଛନ୍ତି। ଦୁହେଁ ପ୍ରଚାର ଆରମ୍ଭ କରି ଦେଇଥିବା ବେଳେ ବିଜେପି ଏଥିରୁ ଫାଇଦା ନେବାକୁ ଅନାଇ ବସିଛି।

ULB Election
ବିଜେଡିକୁ ବିଦ୍ରୋହୀ ଅଡୁଆ, ଅନେକ ଦଳୀୟ ନେତା ଏବେ ସ୍ୱାଧୀନ ପ୍ରାର୍ଥୀ

ବିଜେଡିକୁ ଏବେ ବିଦ୍ରୋହୀ ଅଡୁଆ । ପୌର ନିର୍ବାଚନରେ ଦଳୀୟ ଟିକଟ ପାଇନଥିବାରୁ ଭୁବନେଶ୍ୱର, କଟକ ଓ ବ୍ରହ୍ଣପୁର ମହାନଗର ନିଗମରେ ଅନେକ ଦଳୀୟ ନେତା ସ୍ୱାଧୀନ ପ୍ରାର୍ଥୀ ଭାବେ ମୈଦାନରେ ଓହ୍ଲାଇଛନ୍ତି । ମ୍ୟୁନିସିପାଲିଟି ଓ ଏନ୍ଏସି ଗୁଡ଼ିକରେ ବି ସମାନ ସ୍ଥିତି ।

Exit Poll
୫ ରାଜ୍ୟର ଏକଜିଟ୍ ପୋଲ, ବିଜେପି ସପକ୍ଷରେ

ୟୁପିରେ ପୁଣି ଫୁଟିବ କି ପଦ୍ମ ? ରାଜ୍ୟବାସୀଙ୍କ ପାଇଁ ଆଉଥରେ ଉପଯୋଗୀ ହେବେ କି ମୁଖ୍ୟମନ୍ତ୍ରୀ ଯୋଗୀ ? ୫ ରାଜ୍ୟ ନିର୍ବାଚନ ଫଳାଫଳ ପୂର୍ବରୁ ଅଧିକାଂଶ ଏକଜିଟ୍ ପୋଲ ସଂସ୍ଥାର ଆକଳନ ବିଜେପି ସପକ୍ଷରେ ଯିବାରୁ ଉତ୍ସାହରେ ପଦ୍ମ ଦଳ ।

Akhilesh-yadav
ଅଖିଳେଶଙ୍କ ବଡ଼ ଅଭିଯୋଗ, ୟୁପିରେ ହୋଇଛି ଇଭିଏମ୍ ଟାମ୍ପରିଂ

ବାରଣସୀର ଏକ ସ୍ଥାନରୁ ତିନିଟି ଟ୍ରକରେ ଇଭିଏମ୍ ଯାଇଥଲା, ଯାହା ଭିତରୁ ଗୋଟିଏକୁ ସମାଜବାଦୀ ପାର୍ଟି କର୍ମୀମାନେ ପିଛା କରିଥିଲେ । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଅଭିଯୋଗ କଲେ ମଧ୍ୟ ସେ ଶୁଣୁନଥିବା କହିଛନ୍ତି ଅଖିଳେଶ ।

Exit Poll
ଏକ୍‌ଜିଟ୍‌ ପୋଲ କହୁଛି ୟୁପି-ମଣିପୁରରେ ବିଜେପି ସରକାର, ପଞ୍ଜାବରେ ଆପ୍‌ର ହେବ ଐତିହାସିକ ବିଜୟ

୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଲାଗି ମ୍ୟାଜିକ୍ ନମ୍ବର ୨୦୨ । ତେବେ ଏଥର ବିଜେପି ମ୍ୟାଜିକ୍ ସଂଖ୍ୟାଠୁୁ ଅଧିକ ଅର୍ଥାତ ୨୩୦ ଉପରେ ସିଟ୍ ଦଖଲ ନେଇ ସବୁ ଏକଜିଟ୍ ପୋଲ ସଂସ୍ଥା ପୂର୍ବାନୁମାନ କରିଥିବାରୁ ଏଠାରେ ପୁଣି ବିଜେପି ରାଜ୍ ଚାଲିବା ସମ୍ଭାବନା ଅଧିକ ।

Defection Politics
ନାମାଙ୍କନ ଶେଷ ହୋଇଗଲେ ସତ କିନ୍ତୁ ସବୁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲାନି ବିଜେଡ଼ି, ହେଲେ କାହିଁକି?

ମାଙ୍କନ ଦାଖଲ ସରିଲା ହେଲେ ବିଜେଡିରେ ବିଧିବଦ୍ଧ ଟିକେଟ୍ ଘୋଷଣା ହେଲାନି । ଶେଷ ପର୍ଯ୍ୟନ୍ତ ସସପେନ୍ସରେ ଆଶାୟୀଙ୍କୁ ରଖିଲା ଶାସକ ଦଳ ବିଜେଡି । ଆଉ ଫଳ-ଶେଷ ମୁହୂର୍ତ୍ତରେ ଦଳ ଉପରୁ ଭରସା ତୁଟାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଛନ୍ତି ବିଜେଡିର ମାଳ ମାଳ ନେତା ।

Municipal Election Nomination
ପୌର ନିର୍ବାଚନ: ପାଟପଟୁଆରରେ ଆସି ନାମାଙ୍କନ ଦାଖଲ କଲେ ପ୍ରାର୍ଥୀ...

ପାରମ୍ପରିକ ବାଦ୍ୟ ସହ ଡିଜେ ସାଉଣ୍ଡ୍‌, ହାତରେ ଦଳୀୟ ପତାକା, ମୁହଁରେ ସ୍ଲୋଗାନ୍‌ ଶେଷ ଦିନରେ ଏମିତି ପଟୁଆରରେ ଆସି ନାମାଙ୍କନ ଦାଖଲ କରିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ପ୍ରାର୍ଥୀ। ସ୍ୱାଧୀନ ପ୍ରାର୍ଥୀ ବି ବାଣ-ବାଜାରେ କମ୍ପେଇଛନ୍ତି ପରିବେଶ।

UP Election 2022
ୟୁପିରେ ସରିଲା ନିର୍ବାଚନ ; ଇଭିଏମ୍‌ରେ ସିଲ୍‌ ହେଲା ପ୍ରାର୍ଥୀଙ୍କ ଭାଗ୍ୟ

ଉତ୍ତରପ୍ରଦେଶରେ ଫେବୃୟାରୀ ୧୦ରୁ ଆରମ୍ଭ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ମତଦାନ ଶେଷ ହୋଇଥିବାବେଳେ ଚଳିତ ମାର୍ଚ୍ଚ ୧୦ ତାରିଖରେ ଗଣତି ହେବ ।