ଗସ୍ତର ପ୍ରଥମ ଦିନରେ ନବୀନ ପହଞ୍ଚିଛନ୍ତି ଇଟାଲୀର ରୋମ ସହରରେ । ସେଠାରେ ପହଞ୍ଚିବା ପରେ ନବୀନ ଇଟାଲୀରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ନୀନା ମାଲହୋତ୍ରାଙ୍କୁ ଭେଟିଛନ୍ତି । ଏଠାରେ ମୁଖ୍ୟମନ୍ତ୍ରୀ ୬ ଦିନ ରହିବାର କାର୍ଯ୍ୟକ୍ରମ ରହିଛି । ଓ୍ୱାର୍ଲଡ୍ ଫୁଡ୍ ପ୍ରୋଗ୍ରାମ୍ -WFP ପକ୍ଷରୁ ରୋମ୍କୁ ତାଙ୍କୁ ନିମନ୍ତ୍ରଣ କରଯାଇଛି ।
Published: Satyendu Shekher Mishra
Last updated: 20 June 2022, 08:54 PM IST
ବିଭିନ୍ନ ସରକାରୀ ଯୋଜନା, ପ୍ରକଳ୍ପ ସହିତ ଯୋଡି ହୋଇ ରହିଥିଲା ବିଜୁଙ୍କ ନାମ । ରାଜ୍ୟର ରାସ୍ତା ଘାଟ, ବଜାର ହାଟ ସବୁଠି ବିଜୁଙ୍କ ପଦଚିହ୍ନ । ଏହା ନୁହଁ ଯେ ଅନ୍ୟ କୌଣସି ମହାପୁରୁଷଙ୍କ ନାମରେ ଯୋଜନା ହୋଇ ନାହିଁ କିମ୍ବା ସେମାନଙ୍କ ଜୟନ୍ତୀ ପାଳନ କରାଯାଇ ନାହିଁ ।