• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Tara Bahinipati
ପ୍ରକାଶ ମାଝିଙ୍କ ମାମଲାରେ ସତ ଚାପିବାକୁ ଚେଷ୍ଟା କଲେ ରାଜ୍ୟବ୍ୟାପି ହେବ ଆନ୍ଦୋଳନ: ତାରା ବାହିନୀପତି

ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଏବଂ ଭୃଣହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବିହିନୀପତି ।

Tara Bahinipati
ତାରା-ବିଡିଓ ମୁହାଁମୁହିଁ, ଦୁର୍ନୀତିଗ୍ରସ୍ତ କହି ଚିତ୍କାର କଲେ ବିଧାୟକ

ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।

Subash Panigrahi
ସୁବାସଙ୍କ ଗିରଫଦାରୀକୁ ନେଇ ଆଗ୍ରେସିଭ୍‌ ହେଉଛି BJP, ରାଜ୍ୟପ୍ୟାପି କରିବ ଆନ୍ଦୋଳନ

ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀଙ୍କୁ ଗିରଫ ପ୍ରତିବାଦରେ ବିଜେପି ଧାରଣା ଦେବାକୁ ଆହ୍ୱାନ ଦେଇଛି । ଏଥିସହ ମାମଲାରେ ତିଲେଇବଣି ବିଡିଓଙ୍କୁ ଗିରଫ ଦାବି କରିଛି ଦଳ ।

Prakash Majhi
ପ୍ରକାଶଙ୍କୁ ଗିରଫ୍ କର ନଚେତ୍ ପରିଣତି ଭୟଙ୍କର ହେବ

ଶାସକ ବିଜେଡି ବିଧାୟକଙ୍କ ବିରୋଧରେ ଯୌନ କେଳେଙ୍କାରୀ ଭଳି ସାଙ୍ଘାତିକ ଅଭିଯୋଗ । ପୀଡ଼ିତା ଅଭିଯୋଗ କରିବା ବି ଦୁଇଦିନ ବିତିଲାଣି । ହେଲେ ପୋଲିସ୍ କିନ୍ତୁ ତଦନ୍ତ ନେଇ ମୁହଁ ଖୋଲୁନି ।

Prakash Majhi
ସରକାରଙ୍କ ଦୋମୁହାଁ ନୀତି ! ବିଜେଡି ବିଧାୟକଙ୍କ ବିରୋଧରେ ପୋଲିସ ରଖୁନି ଏତଲା

ବିଜେଡି ପ୍ରକାଶଙ୍କ ସପକ୍ଷରେ ବାହରିଛି । ତେଣୁ ୨ଟି ଦଳର ବିଧାୟକଙ୍କ ପ୍ରତି ରାଜ୍ୟ ସରକାରଙ୍କ ଭିନ୍ନ ଭିନ୍ନ ଆଭିମୁଖ୍ୟ କାହିଁକି ବୋଲି ଉଠିଛି ପ୍ରଶ୍ନ ।

Sura Routray - Ashok Samal
‘ବିଜେଡି ଚାହୁଁନି PCC ସଭାପତି ଶକ୍ତିଶାଳୀ ଲୋକ ହୁଅନ୍ତୁ’ ! ସୁରଙ୍କ ସହ ସ୍ୱର ମିଶାଇଲେ ଅଶୋକ

ବିଜେଡି ଚାହୁଁନି ସଭାପତି ପଦବୀରେ ଜଣେ ଶକ୍ତିଶାଳୀ ଲୋକ ବସୁ । ତେଣୁ ଲବି କରି ଦୁର୍ବଳ ଲୋକ ବସେଇବା ପାଇଁ ଯୋଜନା ହୋଇଛି ।

Vote
ସରଗରମ ବ୍ରଜରାଜନଗର ରାଜନୀତି ! ଉପନିର୍ବାଚନ ବିଜ୍ଞପ୍ତି ପ୍ରକାଶ, କିଏ ହେବ କେଉଁ ଦଳରୁ ପ୍ରାର୍ଥୀ ?

ଉପନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନର ଜୋରଦାର୍ ପ୍ରସ୍ତୁତି ଚାଲିଛି । ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଆଜି ନାମାଙ୍କନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । 

Not only MLAs all senior Congress leaders from Odisha will be going to Delhi
୫ ନୁହେଁ ୯ ତାରିଖରେ ଦିଲ୍ଲୀ ଯିବେ କଂଗ୍ରେସ ବିଧାୟକ ଓ ଦଳର ବରିଷ୍ଠ ନେତା

ଖାଲି କଂଗ୍ରେସ ବିଧାୟକ ନୁହନ୍ତି ଦଳର ତୁଙ୍ଗ ନେତା ବି ଦିଲ୍ଲୀ ଯାଇ ହାଇକମାଣ୍ଡଙ୍କ ସହ ଆଲୋଚନା କରିବେ। 

Brajrajnagar byelection
ବ୍ରଜରାଜନଗର ଉପନିର୍ବାଚନ ପାଇଁ ପ୍ରଶାସନର କସରତ

ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି ।

Prakash Majhi
ବିବାଦରେ ଝରିଗାଁ ବିଜେଡି ବିଧାୟକ ପ୍ରକାଶ ମାଝୀ

ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ନବରଙ୍ଗପୁର ରାଜନୀତିରେ ହଟଚମଟ, ରାଜ୍ୟ ରାଜଧାନୀରେ ହଇଚଇ । ପ୍ରକାଶ ମାଝୀ ଯୌନ ନିର୍ଯାତନା ସହ ଭୃଣହତ୍ୟା ଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ଦର୍ଶାଇ ଗର୍ଜିଛନ୍ତି ବିରୋଧୀ ।

Farmer
ଚାଷୀଙ୍କ ପାଇଁ କାଳିଆ-ବଳିଆ କେତେ କ’ଣ ! ତଥାପି ଆୟ ବଢ଼ୁନି, ସ୍ୱୀକାର କରିଛନ୍ତି ମନ୍ତ୍ରୀ

ବଡ଼ କଥା ହେଉଛି ଚାଷୀ ଆୟର ଏଭଳି ଦୟନୀୟ ସ୍ଥିତିକୁ ବି ପରୋକ୍ଷରେ ମାନିଛନ୍ତି ସରକାର ।

BJD
ବ୍ରଜରାଜନଗର ରାଜନୈତିକ ପାଣିପାଗ ଉଷ୍ମ

ଉପ-ନିର୍ବାଚନ ତାରିଖ ଘୋଷଣା ପରେ ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଚୟନ କସରତ । କେଉଁ ଦଳରୁ କିଏ ପ୍ରାର୍ଥି ହେବ ତାକୁ ନେଇ ଆରମ୍ଭ ହୋଇଯାଇଛି କଳ୍ପନା ଜଲ୍ପନା । ଦିବଂଗତ ବିଧାୟକ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠାରେ ପ୍ରାର୍ଥୀ କରିପାରେ ।

Brajarajnagar By-Poll
BJD ଟିକଟ ରେସ୍‌ରେ ସବୁଠୁ ଆଗରେ ଅଳକା, ନିରାଶ ହେବେ ନବଙ୍କ ଝିଅ ଦିପାଳି !

ବିଜେଡିର ବରିଷ୍ଠ ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ହେବା ପରେ ଏହି ଆସନ ଖାଲି ପଡିଛି । କିଶୋରଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ବିଜେଡି ଏଠି ପ୍ରାର୍ଥୀ କରିବା ସମ୍ଭାବାନ ରହିଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳିଙ୍କ ନାଁ ବି ଚର୍ଚ୍ଚାରେ ରହିଛି ।

Prakash Majhi
ସତ ହୋଇଥିଲେ ସାଂଘାତିକ ! BJD ବିଧାୟକଙ୍କ ନାଁରେ ଯୌନ ଶୋଷଣ-ଭୃଣହତ୍ୟା ଅଭିଯୋଗ, ପୋଲିସ ରଖୁନି ଏତଲା

ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।

Prashant Kishor
ନୂଆ ରାଜନୈତିକ ଦଳ ଗଢ଼ିବେ ଇଲେକସନ୍ ଷ୍ଟ୍ରାଟେଜିଷ୍ଟ ପ୍ରଶାନ୍ତ କିଶୋର ?

କଂଗ୍ରେସ ସହ ଆଲୋଚନା ବିଗିଡ଼ିବା ପରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଏକ ନୂତନ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ହେଉଛି ।

Akhilesh , Shivpal
ନାଁ ନନେଇ ପୁତୁରା ଅଖିଲେଶକୁ ଟାର୍ଗେଟ କଲେ ଦାଦା ଶିବପାଲ

ଇଦ୍ ଅବସରରେ ଭାବପ୍ରବଣ ହୋଇ ପୁତୁରା ଅଖିଳେଶ ଯାଦବଙ୍କୁ ଟାର୍ଗେଟ କଲେ

Odisha Congress Bhawan
କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା

କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଆସିବାକୁ ଡକରା ମିଳିଛି। ଆସନ୍ତା ୫ ତାରିଖରେ ଦିଲ୍ଲୀ ପହଞ୍ଚିବାକୁ ନିର୍ଦ୍ଦେଶ ଥିବା ସୂଚନା ମିଳିଛି। କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡକରା ନେଇ ବରିଷ୍ଠ ବିଧାୟକ ସୁର ରାଉତରାୟ ସୂଚନା ଦେଇଛନ୍ତି। 

Subash Panigrahi
ଦୋକାନ ବଜାର ବନ୍ଦ, ଗାଡ଼ିମୋଟର ବନ୍ଦ

ଦୋକାନ ବଜାର ବନ୍ଦ । ଗାଡ଼ିମୋଟର ବନ୍ଦ । ରାସ୍ତାରେ ଅଟକଛି ଶହ ଶହ ଟ୍ରକ୍ । ସକାଳ ୬ରୁ ସଂଧ୍ୟା ୬ ଯାଏଁ ବିଜେପିର ବନ୍ଦ ପାଳନକୁ ନେଇ ଆଜି ଦେବଗଡ଼ରେ ଠପ୍ ପଡିଯାଇଥିଲା ଜୀବନଯାତ୍ରା ।

Subash Panigrahi
ଜନପ୍ରତିନିଧିଙ୍କୁ ଅଫିସର୍‌ଙ୍କ ଖାତିର ନାହିଁ, ବିଜେଡି ଚାପରେ ବିଜେପି ବିଧାୟକ ଗିରଫ !

ଗିରଫ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବିଧାୟକ ସୁବାସ ପାଣିଗ୍ରାହୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ବିଧାନସଭାରେ ଚାଷୀଙ୍କ କଥା ଉଠାଇଥିବାରୁ ତାଙ୍କୁ ଟାର୍ଗେଟ କରାଯାଇଥିଲା ।

Kishore Mohanty
ମେ’ ୩୧ରେ ବ୍ରଜରାଜନଗର ଉପନିର୍ବାଚନ

ଗତ ଡିସେମ୍ବର ୩୦ରେ ବରିଷ୍ଠ ବିଜେଡି ନେତା ତଥା ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତିଙ୍କ ପରଲୋକ ପରେ ସେଠାରେ ଉପନିର୍ବାଚନ ହେବାକୁ ଯାଉଛି ।

Ethics Committee
ସଦାଚାର କମିଟି ବୈଠକରେ ନେତାଙ୍କ ଉଦ୍‌ବେଗ, ଜନ ପ୍ରତିନିଧିଙ୍କୁ ସରକାରୀ ଅଧିକାରୀଙ୍କ ଖାତିର ନାହିଁ

ଜନ ପ୍ରତିନିଧି ଓ ପ୍ରାଶାସନିକ ଅଧିକାରୀଙ୍କ ମଧ୍ୟରେ କିଭଳି ସମନ୍ୱୟ ରହିବ, ତାହା ବୁକ୍ ସର୍କୁଲାର ୪୭ରେ ଉଲ୍ଲେଖ ରହିଛି ।

Lokaseva Bhawan
ତେଜୁଛି ରାଜନୀତି ! ବିଡିଓଙ୍କୁ ମାଡ଼ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କ ନିକଟରେ ଫେରାଦ ହେଲା OAS ସଂଘ

ଜଣେ ବିଡିଓ ବାହାରୁ ଯାଇ କାମ କରୁଥିବା ବେଳେ ସେ କାହିଁକି ଏମିତି କରିବେ ବୋଲି ପ୍ରଶ୍ନ କରିଛି ସଂଘ । ବିଧାୟକ ନିଜକୁ ବଞ୍ଚାଇବାକୁ ଯାଇ ଏଭଳି ଏତଲା ଦାୟର କରିଥିବା ସଂଘ ଅଭିଯୋଗ କରିଛି ।

MLA subash Panigrahi
‘BJD ଚାପରେ ମୋତେ ଗିରଫ କରାଯାଇଛି’: ସୁବାସ ପାଣିଗ୍ରାହୀ

ହସ୍ପିଟାଲରେ ଭର୍ତ୍ତି ହେବା ପରେ ବିଧାୟକ ନିଜେ କହିଛନ୍ତି ଯେ, ତାଙ୍କୁ ବିଜେଡି ଚାପରେ ଗିରଫ କରାଯାଇଛି ।

BJD
ଏବେବି ସମଦୂରତା ଫର୍ମୁଲାରେ କାଏମ୍ କି ବିଜେଡି ? ଦିଲ୍ଲୀରେ ନବୀନଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା

ରାଷ୍ଟ୍ରପତି ନିର୍ବାଚନରେ କାହାକୁ ସମର୍ଥନ ? ବଢୁଛି କଳ୍ପନାଜଳ୍ପନା

Subash panigrahi
ବିଧାୟକଙ୍କ ଗିରଫ ନେଇ ସରକାରଙ୍କୁ ଲେଖାଶ୍ରୀଙ୍କ ଟାର୍ଗେଟ୍‌, କହିଲେ 'ଏହା ଗଣତନ୍ତ୍ରର ହତ୍ୟା'

ପ୍ରଥମେ ବିଧାୟକ ଏତଲା ଦେଇଥିଲେ, ପରେ ବିଡିଓ FIR ଦେଇଥିଲେ । ଅଥଚ ବିଧାୟକଙ୍କୁ ଗିରଫ କରାଗଲା, କିନ୍ତୁ ତିଳେଇବଣି ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନି କାହିଁକି? ଏଭଳି ପ୍ରଶ୍ନ ଉଠାଇବା ସହ ସୁବାସଙ୍କ ଗିରଫଦାରିକୁ ବିଜେଡିର ସୁପରିକଳ୍ପିତ ଯୋଜନା ବୋଲି ଅଭିଯୋଗ କରିଛି ରାଜ୍ୟ ବିଜେପି ।