• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

puri
ପରିକ୍ରମା ପ୍ରକଳ୍ପକୁ ନେଇ ନିତି ନୂଆ ନୂଆ କେଁ : ବଢୁଛି ସରକାରଙ୍କ ଅଡୁଆ, ତେଜୁଛି ରାଜନୀତି

ସେପ୍ଟେମ୍ବର ମାସରୁ ନୂଆ ପ୍ରସ୍ତାବ ପଠାଇବାକୁ ଏନ୍ଏମ୍ଏର ଚିଠି ସତ୍ତ୍ୱେ ବିନା ଅନୁମତିରେ ଯୁଦ୍ଧକାଳୀନ ଭିତ୍ତିରେ ଶ୍ରୀମନ୍ଦିର କାର୍ଯ୍ୟାଳୟ ନିର୍ମାଣକୁ ନେଇ ପ୍ରଶ୍ନ

bjp
ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପିର ପ୍ରଚାରକ ତାଲିକା ଘୋଷଣା

ବ୍ରଜରାଜନଗର ଉପନିର୍ବାଚନ : ବିଜେପି ଘୋଷଣା କରିଛି ପ୍ରଚାରକ ତାଲିକା

Rahul Gandhi - Priyanka Gandhi
ରାହୁଲ ନମାନିଲେ ପ୍ରିୟଙ୍କା ଧରିବେ କଂଗ୍ରେସ ମଙ୍ଗ !

ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।

BJP
୨୪ ନିର୍ବାଚନ ପାଇଁ ଓଡିଶା ବିଜେପିର ୨୪ରୋଡ୍ ମ୍ୟାପ୍

ଭୁବନେଶ୍ୱର ମୁଖ୍ୟାଳୟରେ ରାଜ୍ୟ ବିଜେପିର ମାନସମନ୍ଥନ । ୨୦୨୪ ପାଇଁ ପ୍ରସ୍ତୁତ ହେଉଛି ରୋଡ୍‌ମ୍ୟାପ୍‌ । ଏନେଇ ଦଳୀୟ ନେତାଙ୍କ ସହ ବିଚାରବିମର୍ଶ କରିଛନ୍ତି ରାଜ୍ୟ ପ୍ରଭାରୀ ଡି. ପୁରେନ୍ଦ୍ରଶ୍ୱରୀ ।

BJP
୨୦୨୪ ସାଧାରଣ ନିର୍ବାଚନ: ବୁଥ୍‌ ସ୍ତରରୁ ଦଳୁ ମଜବୁତ୍‌ କରିବା ପାଇଁ ବିଜେପିର ରୋଡମ୍ୟାପ୍‌

ବିଜେପିର ଟପ୍ ମୋଷ୍ଟ ପ୍ରାୟରିଟି ହେଉଛି ଦଳୀୟ ସଙ୍ଗଠନ । ତୃଣମୂଳସ୍ତରରେ କିଭଳି ମଜବୁତ୍ ହେବ ସେଥିଲାଗି ପ୍ରତି ସଂସଦୀୟ କ୍ଷେତ୍ରର ଶେହେଟି ଦୁର୍ବଳ ବୂଥ୍ ବୁଲି ସମୀକ୍ଷା କରିବାକୁ ସାଂସଦମାନଙ୍କୁ ଦାୟିତ୍ୱ ଦିଆଯାଇଛି । ନିର୍ବାଚନ ମଣ୍ଡଳୀୱାରୀ ପଞ୍ଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା ହୋଇ ସାରିଛି ।

Aparajita Sarangi
ବିଳମ୍ବରେ ହେଲେ ବି ସରକାର ତ୍ରୁଟି ସଂଶୋଧନ କରିଛନ୍ତି, ଆଗକୁ ନିୟମ ମାନି କାର୍ଯ୍ୟ କରନ୍ତୁ: ଅପରାଜିତା ଷଢ଼ଙ୍ଗୀ

ସରକାର ଭୁଲ ମାନିଛନ୍ତି, ଆଉ ନିଜ ଭୁଲକୁ ସ୍ୱୀକାର କରି ଆଗକୁ ସଠିକ୍‌ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ଲେଖିଛନ୍ତି ଅପରାଜିତା ।

one family one ticket
କଂଗ୍ରେସରେ ମହା ପରିବର୍ତ୍ତନର ବାର୍ତ୍ତା : ପରିବାରରୁ ଜଣକୁ ଟିକେଟ୍, ୫ ବର୍ଷିଆ ହେବ ପାର୍ଟି ପୋଷ୍ଟ

କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?

Vote
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ସୁବାସ ସିଂହଙ୍କ ଇସ୍ତଫା ପରେ ଖାଲିଥିବା ଆସନ ପାଇଁ ଉପନିର୍ବାଚନ ହେବ ।

State BJP core committee meeting
ରାଜ୍ୟ ବିଜେପିର କୋର୍ କମିଟି ବୈଠକ, ନିର୍ବାଚନ ରୋଡ଼ମ୍ୟାପ ନେଇ ହେବ ଆଲୋଚନା

ବିଜେପି ରାଜ୍ୟ କାର୍ଯ୍ୟାଳୟରେ କୋର୍ କମିଟି ବୈଠକ ଆରମ୍ଭ । ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି, ପ୍ରଭାରୀ ଡି.ପୁରନ୍ଦେଶ୍ୱରୀ ଉପସ୍ଥିତ ଅଛନ୍ତି । ବୈଠକରେ ସାଧାରଣ ଓ ରାଜ୍ୟ ବିଧାନସଭା ନିର୍ବାଚନ ରୋଡ଼ମ୍ୟାପ ନେଇ ଆଲୋଚନା ହେବ । ତେବେ ବ୍ରଜରାଜନଗର ଉପନିର୍ବାଚନ ପରେ ବସିବ ଦଳର ଚିନ୍ତନ ବୈଠକ ।

MP Anubhav Mohanty
ବର୍ଷାଙ୍କ ପାଇଁ ରାହୁଲଙ୍କ ଜୀବନ ଗଲା କି? ନ୍ୟାୟ ମାଗିଲେ ଅନୁଭବ !

ଆଉ କେତେ ଦିନ ଏମିତି ଚାଲିବ... ହଠାତ୍ ରାତି ୯ଟା ୧୨ରେ ଚିଇଁକି ଉଠିଲେ ବିଜେଡି ସାଂସଦ ଅନୁଭବ ମହାନ୍ତି। ମୁଖ୍ୟମନ୍ତ୍ରୀ, ଡିଜିପି ଓ ଏସପିଙ୍କୁ ଟ୍ୟାଗ୍ କରି ମାଗିଲେ ନ୍ୟାୟ। ଆଉ ଲେଖିଲେ, ...ଶ୍ୱଶୁର ଘର ଲୋକଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନ ନେଲେ... ତେବେ ଏ ନେଇ ବର୍ଷା କି ଅନୁଭବଙ୍କ ପ୍ରତିକ୍ରିୟା ମିଳି ପାରିନାହିଁ।

Jayanta Sarangi
ଜଟିଳ ହେବାରେ ଲାଗିଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ

ଏଏସ୍ଆଇର ସତ୍ୟପାଠ ସତ୍ତ୍ୱେ ହାଇକୋର୍ଟରୁ ଆଶ୍ୱସ୍ତି ନ ମିଳିବାରୁ ଶେଷରେ ସୁପ୍ରିମକୋର୍ଟ ଯିବ ମାମଲା

Rajyasabha
ରାଜ୍ୟସଭା ନିର୍ବାଚନ ପାଇଁ ବାଜିଲା ବିଗୁଲ, ଘୋଷଣା ହେଲା ତାରିଖ

ଜୁନ୍ ୧୦ ତାରିଖରେ ହେବ ଭୋଟ୍ । ୨୪ ତାରିଖରେ ନିର୍ବାଚନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ହେଉଛି ମେ’ ୩୧ ।

Jayanta Sarangi
ବାରମ୍ବାର କଥା ବଦଳାଉଛନ୍ତି ପୁରୀ ବିଧାୟକ ! ରହିଛି କି କାହାର ଅଦୃଶ୍ୟ ଚାପ ?

ଖୋଳା ଯାଉଛି ବିରାଟ ବିରାଟ ଗାତ । ମୁଣ୍ଡ ଟେକୁଛି ବିରାଟକାୟ ପିଲାର । କେଉଁଠି ୩୦ରୁ ୩୫ ଫୁଟ୍ ଗାତ ତ ଆଉ କେଉଁଠି ଫିଲିଂ କରାଯାଇଛି ବାଲି ।

Rajyasabha
୩ ରାଜ୍ୟସଭା ଆସନ ପାଇଁ ତାଲିକାରେ ଅନେକ ହେଭିୱେଟ୍‌ ! ଜାଣନ୍ତୁ ରେସ୍‌ରେ କିଏ ଆଗରେ..

ଜୁନ୍-ଅଗଷ୍ଟ ମାସରେ ଶେଷ ହେଉଥିବା ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ଖାଲିହେବ । ସେଥିମଧ୍ୟରୁ ଓଡିଶାରେ ୩ଟି ଆସନ ଖାଲି ହେବ । 

Aparajita Sarangi
ପୁଣି ରାଜ୍ୟ ସରକାରଙ୍କ ଉପରେ ଗର୍ଜିଲେ ଅପରାଜିତା, କହିଲେ ଜଗନ୍ନାଥଙ୍କ ଜମି ଫେରାଇ ଆଣ

ଶ୍ରୀଜଗନ୍ନାଥଙ୍କ ବିପୁଳ ଜମି ଜବରଦଖଲ ହୋଇଛି । ସେଗୁଡ଼ିକୁ ଫେରାଇ ଅଣାଯାଉ ବୋଲି କହିଥିଲେ ଅପରାଜିତା ।

Rajyasabha MP
ରାଜ୍ୟସଭା ନିର୍ବାଚନ ନେଇ ବିଜ୍ଞପ୍ତି, ସରୁଛି ଭାସ୍କର ରାଓ-ପ୍ରସନ୍ନ ଆଚାର୍ଯ୍ୟ-ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ

ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ହେବ ଭୋଟ ଗ୍ରହଣ । ଜୁନ୍ ୧୦ ତାରିଖ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି ।

Sambit Patra
ପିନାକୀଙ୍କୁ ସମ୍ବିତଙ୍କ ଆହ୍ୱାନ୍‌; ମୁଁ ଅଛି, ଆସ ଦେଖିବା କିଏ ସତ ?

ଏଏସ୍ଆଇ ମନା କରିବା ସତ୍ତ୍ୱେ, ରାଜ୍ୟ ସରକାର ବେଆଇନ କାର୍ଯ୍ୟ କରିଥିବା ଅଭିଯୋଗ କରିଛନ୍ତି ସମ୍ବିତ୍ । ବିଜେଡି ଏହାକୁ ଡ୍ରାମା ବୋଲି କହିଥିବାବେଳେ କଂଗ୍ରେସ ଏହାକୁ ନିନ୍ଦା କରିଛି ।

Sambit Patra
ବର୍ଷିଲେ ସମ୍ବିତ ବିଜେଡି କହିଲା ଡ୍ରାମା, କଂଗ୍ରେସର ନିନ୍ଦା

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ତୀବ୍ର ହେଉଛି ବିବାଦ ଏବଂ ତେଜୁଛି ରାଜନୀତି । ଆଜି ବିଜେପି ରାଷ୍ଟ୍ରୀୟ ମୁଖାପତ୍ର ସମ୍ବିତ ପାତ୍ର ପୁରୀରେ ମହାପ୍ରଭୁଙ୍କ ମୂର୍ତ୍ତି ହାତରେ ଧରି ନିର୍ମାଣଧୀନ କାର୍ଯ୍ୟସ୍ଥଳ ଅନୁଧ୍ୟାନ କରିବା ସହ ରାଜ୍ୟ ସରକାର ଓ ପୁରୀ ସାଂସଦ ପିନାକୀ ମିଶ୍ରଙ୍କୁ ଟାର୍ଗେଟ କରିଥିଲେ ।

Ink and Tomato Attack
ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ଗାଡ଼ିକୁ ଟମାଟୋ, କାଳି ମାଡ଼

ଆଜି ପୁରୀ ଶ୍ରୀଜୀଉଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ ସମ୍ବିତ । ସକାଳେ ବଡ଼ଦାଣ୍ଡରେ ପହଞ୍ଚିବା ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଥିଲେ । ଶ୍ରୀଜିଉଙ୍କ ଦର୍ଶନ କରି ଫେରୁଥିବା ବେଳେ ପୁରୀ ଝାଡ଼େଶ୍ୱରୀ କ୍ଲବ ଛକରେ ତାଙ୍କ ଗାଡ଼ି ଉପରକୁ ଟମାଟୋ, କାଳି ମାଡ଼ ହୋଇଥିବା ସୂଚନା ମିଳିଛି ।

Sambit Patra- Pratap Dev
ସମ୍ବିତଙ୍କୁ ପ୍ରତାପଙ୍କ କାଉଣ୍ଟର ଆଟାକ୍ ! ନିର୍ବାଚନ ପୂର୍ବରୁ କେବେ ପୁରୀ ଆସିଥିଲେ ନା ଦେଖିଥିଲେ ?

ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।

Srimandir
ASIର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପିରିକ୍ରମା ପ୍ରକଳ୍ପ କାମ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ହାଇକୋର୍ଟରେ ଏଏସ୍ଆଇ ଦାଖଲ କରିଥିବା ସତ୍ୟପାଠ ଓ ଅନୁଧ୍ୟାନ ରିପୋର୍ଟକୁ ନେଇ ବିବାଦ । ଏଏସ୍ଆଇ ଦେଇଥିବା ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ରାଜ୍ୟ ସରକାରଙ୍କ କଳାପହାଡିଆ ମନବୃତ୍ତି ଥିବା ନେଇ ବି କଡା ସମାଲୋଚନା କରିଛନ୍ତି ସମ୍ବିତ ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ମୁହାଁମୁହିଁ ପିନାକୀ-ସମ୍ବିତ ! ପୁଣି ଆଇନ୍‌ ପଢ଼ାଇଲେ ପୁରୀ ସାଂସଦ

ଏଏସ୍ଆଇର ବିନା ଅନୁମତିରେ ହୋଇଛି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ । ବାରମ୍ବାର ବଦଳିଛି ଡିପିଆର । ଶ୍ରୀମନ୍ଦିର ଚର୍ତୁପାର୍ଶ୍ୱରେ ଖନନ ଯୋଗୁଁ ନଷ୍ଟ ହୋଇଥାଇପାରେ ଐତିହ୍ୟ କୀର୍ତ୍ତିରାଜି ।

Bijay Pattnaik
କଂଗ୍ରେସ୍‌ରେ ସାମିଲ ହେବେ କି ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ ?

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।