କେନ୍ଦ୍ର ସରକାରଙ୍କୁ ନାଲିଆଖି ଦେଖାଇଲେ କେସିଆର। କହିଲେ, ଏଇଟା ମହାରାଷ୍ଟ୍ର ନୁହେଁ ତେଲେଙ୍ଗାନା। ତୁମ ମନ୍ତ୍ରୀମାନେ ଦେଖୁଥିବା ସ୍ୱପ୍ନ କେବେ ସତ ହେବନି। ମୋ ସହ ଲାଗିବ ତ, କେନ୍ଦ୍ର ସରକାରଙ୍କୁ ହିଁ ଭାଙ୍ଗିଦେବି...ବାସ୍ ଏତିକି କହିବା ପରେ....
ରାଜ୍ୟ ବଜେଟ ଫୋକସ୍ରେ ୨୦୨୪ ନିର୍ବାଚନ ଭୋଟରଙ୍କୁ ଆକୃଷ୍ଠ ଲାଗି କେତେକ ଫ୍ଲାଗ୍ସିପ୍ ପ୍ରୋଗ୍ରାମକୁ ଗୁରୁତ୍ୱ ଦେଇଛନ୍ତି ଅର୍ଥମନ୍ତ୍ରୀ ।
ନିର୍ବାଚନରେ ରାହୁଲ ନାର୍ବେକରଙ୍କୁ ୧୬୪ ଓ ରାଜନ ସାଲ୍ଭିଙ୍କୁ ୧୦୭ ଖଣ୍ଡ ଭୋଟ୍ ମିଳିଥିଲା । ଏହି ନିର୍ବାଚନରେ ସମାଜବାଦୀ ପାର୍ଟିର ୨ ବିଧାୟକ କାହାରିକୁ ଭୋଟ୍ ଦେଇ ନାହାନ୍ତି ।
ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ପଦ ପାଇଁ ପ୍ରାର୍ଥୀ ନାମ ଘୋଷଣା କରିଛି ମହା ବିକାଶ ଅଗାଡି । ବିଜେପି ବିଧାୟକ ରାହୁଲ ନର୍ଭେକରଙ୍କ ବିପକ୍ଷରେ ଶିବସେନା ବିଧାୟକ ରାଜନ ସାଲଭିଙ୍କୁ ପ୍ରାର୍ଥୀ କରାଯାଇଛି ।
ରାସ୍ତାଘାଟ ରକ୍ଷଣାବେକ୍ଷଣ ପାଇଁ ୨୯୭୦ କୋଟି ବିନିଯୋଗ ଲକ୍ଷ୍ୟ ରଖାଯାଇଥିବା ବେଳେ ବିଜୁ ଏକ୍ସପ୍ରେସ ୱେ ପାଇଁ ୩ ଶହ କୋଟିର ବ୍ୟୟବରାଦ ପ୍ରସ୍ତାବ କରାଯାଇଛି ।
କାଳିଆ ଯୋଜନା ପାଇଁ ୧୮୭୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ କୃଷି ଗବେଷଣା ଓ ଶିକ୍ଷା ପାଇଁ ୧୬୧ କୋଟି ବ୍ୟୟବରାଦ କରାଯାଇଛି ।
ଜଣେ ମହିଳା ହିସାବରେ ଦ୍ରୌପଦୀଙ୍କ ପାଇଁ ଭାବନା ରହିଛି । ସମ୍ଭାବିତ ପ୍ରାର୍ଥୀ ନେଇ ଆଦୌ ଚର୍ଚ୍ଚା କରିନି ବିଜେପି ।
ସିନ୍ଦେଙ୍କୁ ଦଳର ସମସ୍ତ ପଦପଦବୀରୁ ବହିଷ୍କାର କରାଯାଇଛି ।
ମହାରାଷ୍ଟ୍ର ରାଜନୈତିକ ସମୀକରଣକୁ ନେଇ ଚର୍ଚ୍ଚା, ହଠାତ୍ ସିନ୍ଦେଙ୍କୁ କେମିତି ମିଳିଲା ସିଏମ୍ ମୁକୁଟ?
ଗଠନ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ବିଧାନସଭାରେ ମଧ୍ୟ ପୂରା ନୂଆ ଟିମ୍ । ବାଚସ୍ପତି, ସଂସଦୀୟ ବ୍ୟାପର ମନ୍ତ୍ରୀ, ମୁଖ୍ୟ ସଚେତକ, ଉପମୁଖ୍ୟ ସଚେତକ ସମସ୍ତେ ନୂଆ । ତେଣୁ ବଜେଟ ଅଧିବେଶନ ପରିଚାଳନା ଏମାନଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।
ସିନ୍ଦେଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ ଭଗତ ସିଂ କୋସିୟାରୀ।
ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହେବେ ଏକନାଥ ସିନ୍ଦେ
ଆଜି ସନ୍ଧ୍ୟାରେ ବିଜେପିର ବରିଷ୍ଠ ନେତା ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ
ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ଦେବେନ୍ଦ୍ର ଫଡନାଭିସ ।
ବିଭିନ୍ନ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘେରିବା ଓ ତୃଣମୂଳସ୍ତରେ ସଙ୍ଗଠନ ମଜବୁତ୍ କରିବା ଫୋକସରେ ରହିଛି।
ଉଦ୍ଧବ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ପଦରୁ ବିଦାୟ ନେଲେ ଉଦ୍ଧବ।
ରାଜ୍ୟ ସରକାରଙ୍କ ବିରୁଦ୍ଧରେ ବିଜେପିର ଯୁଦ୍ଧଂଦେହୀ: ଦୁର୍ନୀତିରୁ ଆଇନଶୃଙ୍ଖଳା, ବିଭିନ୍ନ ପ୍ରସଙ୍ଗକୁ ନେଇ ଜନ ଆନ୍ଦୋଳନ କରିବ ଦଳ
ଆସନ୍ତା ଗୁରୁବାର ମହାରାଷ୍ଟ୍ରରେ ଉଦ୍ଧବ ସରକାରର ଭାଗ୍ୟ ନିର୍ଦ୍ଧାରଣ । ଗୁରୁବାର ବହୁମତ ସାବ୍ୟସ୍ତ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।
ଏକାନଥ ସିନ୍ଧେଙ୍କ ଗୋଷ୍ଠୀ ମୁମ୍ବାଇ ଆସି ରାଜ୍ୟପାଳଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟପାଳଙ୍କୁ ଭେଟି ସେ ଉଦ୍ଧବ ସରକାରଙ୍କଠାରୁ ବିଧିବଦ୍ଧ ଭାବେ ସମର୍ଥନ ପ୍ରତ୍ୟାହାର କରିବେ ବୋଲି କୁହାଯାଉଛି ।
ଆସନ୍ତାକାଲି ବସିବ ରାଜ୍ୟ କାଯର୍ୟକାରିଣୀ ବୈଠକ
ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ ସହ ମିଶି ଗଢିଥିଲେ ସରକାର। ଯାହା ଫଳରେ ଏବେ ଭଗ୍ନର ଦ୍ୱାରଦେଶରେ ଶିବସେନା।
ସାଧାରଣ ନିର୍ବାଚନ ପାଇଁ ହାତରେ ମାତ୍ର ଆଉ ଦୁଇ ବର୍ଷ । ତେଣୁ ରାଷ୍ଟ୍ରପତି ନିର୍ବାଚନ ଲଢ଼େଇ ଜୋରଦାର୍ ହେବ ବୋଲି କୁହାଯାଉଛି ।
ଶିକ୍ଷୟିତ୍ରୀରୁ ରାଜନୀତିକୁ ଆସିଥିଲେ ଦ୍ରୌପଦୀ । ସେ ରାଇରଙ୍ଗପୁରର କାଉନସିଲର୍ ଭାବେ ରାଜନୀତିର କ୍ୟାରିୟର ଆରମ୍ଭ କରି ଏବେ ରାଇସିନା ହିଲ୍ସର ରାଷ୍ଟ୍ରପତି ଭବନର ନିକଟ ହେଲେଣି ।
କେଉଁ ପଇସାରେ ସେ ଇଟାଲୀ ଗସ୍ତ କରିଥିଲେ ? ଯଦି ସରକାରୀ ପଇସାରେ ଯାଇଥିଲେ, ତେବେ କଣ ଉପଲବ୍ଧି କଲେ ବୋଲି ବିଜେପି ବିଧାୟକ ଜୟନାରାୟଣ ମିଶ୍ର ପ୍ରଶ୍ନ କରିଛନ୍ତି ।
ବିଦ୍ରୋହୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଠାକରେ ସରକାରଙ୍କୁ ନିର୍ଦ୍ଦେଶ