Advertisment

ରାଜନୈତିକ ଦଳର ଫୋକସରେ ସେପ୍ଟେମ୍ବର

ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।

author-image
Manoranjan Behera

ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।

Advertisment
2024 General Elections Special Story
Advertisment
Advertisment