ସେପ୍ଟେମ୍ବରରେ ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଶାହାଙ୍କ ଗସ୍ତର ମାସେ ପରେ ନଡ୍ଡା ଆସୁଥିବାରୁ ଓଡିଶା ଯେ, ବିଜେପି କେନ୍ଦ୍ରୀୟ କମିଟିର ଫୋକସ୍ରେ ରହିଛି ସେକଥା ସ୍ପଷ୍ଟ ହୋଇଛି । ସାଧାରଣ ନିର୍ବାଚନ ଲାଗି ସମୟ କମ୍ ଥିବାରୁ ତୃଣମୂଳସ୍ତରରୁ ସଂଗଠନକୁ ମଜବୁତ କରି ବିରୋଧୀରୁ, ଶାସନ ଗାଦିକୁ ଆସିବା ଲାଗି ପ୍ରୟାସ କରିବ ଦଳ । ରାଜନୈତିକ ସମୀକ୍ଷକଙ୍କ ମତରେ ଦଳ ପାଇଁ ସୁଯୋଗ ରହିଛି, କିନ୍ତୁ ବାଟ ସେତେଟା ସହଜ ନୁହେଁ । ଅନ୍ୟପଟେ ବିଜେଡି ଓ କଂଗ୍ରେସ ବି ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି ।
Published: Chandan Shishu
Last updated: 31 August 2022, 11:15 PM IST
ବିଧାନସଭାର ବଜେଟ ଅଧିବେଶନ ସମୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ମହଙ୍ଗା ମାଡରେ ରାଜ୍ୟ ବାସ ହନ୍ତସନ୍ତ ହୋଇଥିବା ବେଳେ ଦରବୃଦ୍ଧି ନିୟନ୍ତ୍ରଣରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଛନ୍ତି ଅରୁଣ।