ସ୍ୱଚ୍ଛ ସରକାରର ଦ୍ୱାହି... ହେଲେ ଦୁର୍ନୀତିକୁ ନେଇ ବାବୁଙ୍କ ବିରୋଧରେ ମାମଲା କ୍ଷେତ୍ରରେ ଓଡ଼ିଶା ଦେଶରେ ନମ୍ବର ଓ୍ୱାନ୍। #NCRB ତଥ୍ୟକୁ ନେଇ ବର୍ଷିଲେ ବିରୋଧୀ। ତେଣେ ପୂର୍ବତନ ଡିଜିପି କହିଲେ ଯେତେ ଧରାପଡୁଛନ୍ତି ତାହା ସମୁଦ୍ରକୁ ଶଙ୍ଖେ
Published: Chandan Shishu
Last updated: 04 September 2022, 11:55 PM IST
ଜାତିଭିତ୍ତିକ ଜନଗଣନା ଦାବି ଓଡ଼ିଶାରେ ନୂଆ ନୁହେଁ । ବହୁ ଦିନର ଏହି ଦାବି ହୋଇଆସୁଥିଲା । ଏହାର କାରଣ ଥିଲା ବି ବେଶ୍ ସ୍ପଷ୍ଟ । ରାଜ୍ୟର ୫୦ ପ୍ରତିଶତରୁ ଉର୍ଦ୍ଧ ଲୋକ ହେଉଛନ୍ତି ପଛୁଆ ବର୍ଗ ଯାହାକୁ ସାଧାରଣ ଭାବେ ‘ଅଦର ବ୍ୟାକ୍ୱାର୍ଡ କ୍ଲାସ’ (ଓବିସି) ବୋଲି ଆମେ କହୁଛୁ । ହେଲେ ଏହି ଓବିସିମାନଙ୍କୁ ସରକାରୀ ପଦରେ ନିଯୁକ୍ତି ଓ ଉଚ୍ଚଶିକ୍ଷାରେ ଧାର୍ଯ୍ୟ ୨୭ ପ୍ରତିଶତ ସଂରକ୍ଷଣ ଦଶନ୍ଧି ଦଶନ୍ଧି ଧରି ମିଳୁନାହିଁ ।