ରାଜ୍ୟରେ ଚାଷୀ ଆତ୍ମହତ୍ୟାର ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ହେଲେ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ରାଜ୍ୟ ସରକାର। ଏମିତିକି ୨୦୧୬ ପରଠୁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିନଥିବା ଏନସିଆରବି ତଥ୍ୟରୁ ରାଜ୍ୟ ସରକାର। ତଥ୍ୟ ଲୁଚାଉଥିବା ସନ୍ଦେହ ସ୍ପଷ୍ଟ ହୋଇଛି। ବଡ଼ କଥା ହେଲା ୨୦୨୧ରେ ଦେଶରେ ୫ ହଜାର ୫୬୩ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ଓଡ଼ିଶାରେ କିନ୍ତୁ ଜଣେ ବି ନାହାନ୍ତି। ଏଣେ ରାଜ୍ୟ ସରକାରଙ୍କ ଡାହା ମିଛ ତଥ୍ୟକୁ ନେଇ ଘେରିଛନ୍ତି ବିରୋଧୀ।
Published: Chandan Shishu
Last updated: 02 September 2022, 11:45 PM IST
ବାପାଠୁ ଭିନ୍ନ ହୋଇଥିବା ପୁଅ ବି ଆବେଦନ କରିପାରିବେ। ଏପିରିକି ସ୍ୱାମୀ ଠାରୁ ଅଲଗା ରହୁଥିବା ମହିଳା ମଧ୍ୟ ଆବେଦନ କରିପାରିବେ। ପୂର୍ବରୁ ଆବେଦନ କରି ଅପେକ୍ଷାରେ ଥିବା ଲୋକ ବି ନୂଆ ଆବେଦନ କରିବାକୁ ହେବ।