୨୪ରେ ଓଡିଶାରେ ବିଜେପି ସରକାର । ଅମିତ ଶାହଙ୍କ ଏହି ଦୃଢୋକ୍ତି ପରେ ଏବେ ଫୁଲ୍ ଜୋସରେ ବିଜେପି ଶିବିର । ଶାହଙ୍କ ମିଶନ ୧୨୦ ପ୍ଳସ୍ ହାସଲ ପାଇଁ ଆରମ୍ଭ ହୋଇଛି ଗ୍ରାଉଣ୍ଡ ୱାର୍କ । ଗତ ସପ୍ତାହରେ ଦଳର କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲଙ୍କ ଗୁରୁମନ୍ତ୍ର ପରେ ଆଜିଠୁ ପୁରୀରେ ଆରମ୍ଭ ହୋଇଛି ତିନି ଦିନିଆ ପ୍ରଶିକ୍ଷିଣ ଶିବିର ।
Published: Satyendu Shekher Mishra
Last updated: 13 September 2022, 10:21 PM IST
ପାଲଲହଡା ବିଧାୟକଙ୍କ ବାହାଘର ଓ ତାଳଚେର ବିଧାୟକଙ୍କ ବାପାଙ୍କ ଶୁଦ୍ଧିକ୍ରିୟା ରେ 5-T ସଚିବ ଯିବା ସମୟରେ ହେଲିକପ୍ଟର ବ୍ୟବହାର କଣ ପାଇଁ ହେଲା ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।