• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Mission 2024

BJP
ଓଡ଼ିଶା ଦଖଲ ପାଇଁ ବଂଶଲଙ୍କ ୨ ଦିନିଆ ମାନସ ମନ୍ଥନ

ପ୍ରଥମେ ବିସ୍ତାରକଙ୍କ ସହ ଆଲୋଚନା ପରେ ଲୋକସଭା ସଂସଦୀୟ କ୍ଷେତ୍ରର ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କ ସହ ରୁଦ୍ଧଦ୍ୱାର ବୈଠକ । ସବୁଠୁ ଅଧିକ ଫୋକସରେ ବିଜେପି ହାରିଥିବା ୧୩ ଲୋକସଭା ସିଟ୍।

General Election
କାହାକୁ ପ୍ରାର୍ଥୀ କଲେ ମିଳିବ ସଫଳତା?

୨୦୨୪ ନୁହେଁ ୨୩ରେ ହୋଇପାରେ ସାଧାରଣ ନିର୍ବାଚନ । ଯେବେଠାରୁ ରାଜ୍ୟରେ ଆଗୁଆ ନିର୍ବାଚନ ହେବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି, ସେବେଠାରୁ ବଢ଼ିଲାଣି ରାଜନୈତିକ ଗତିବିଧି । ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ନବୀନ ନିବାସରେ ବିଜେଡିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଥିବା ବେଳେ ୧୭ରେ ବିଜେପି ଓ ୧୮ରେ କଂଗ୍ରେସ୍ ଡାକିଛି ବୈଠକ ।

BJP
ବିଜେପିର ୨୪ ରୋଡମ୍ୟାପ୍

ପଞ୍ଚାୟତ ସ୍ତରରୁ ଲଢ଼େଇ ପାଇଁ ପୁରୀରେ ଗୁରୁମନ୍ତ୍ର। ନେତାଙ୍କୁ ଗୁରୁମନ୍ତ୍ର ଦେଲେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ. ସନ୍ତୋଷ। ବିଜେଡି ସରକାରର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଅସ୍ତ୍ର କରିବାକୁ ଆହ୍ବାନ। ଓ୍ୱାନ-ଟୁ-ଓ୍ୱାନ ଆଲୋଚନା ସହ ନେତାଙ୍କୁ ଦେଲେ ଟାସ୍କ...

General Elections
୨୪ ରେ କିଏ ଫୁଙ୍କିବ ମନ୍ତ୍ର ଆଉ କାହାର ବାଜିବ ବାଜା?

୨୪ ନିର୍ବାଚନ ପାଇଁ ହାତରେ ହାତରେ ଆଉ ମାତ୍ର ଦୁଇ ବର୍ଷ । ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ । ତେଣୁ ରାଷ୍ଟ୍ରପତି ନିର୍ବାଚନରେ ପରେ ବିଜେପି-ବିଜେଡି ମଧ୍ୟରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି ।