• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Narendra Modi
ଆଟାକିଂ ମୋଡ୍‌କୁ ଫେରିଲେ ମୋଦି, ସଂସଦରେ କଂଗ୍ରେସକୁ ପ୍ରବଳ ଧୋଇଲେ

ଡିଫେନ୍ସ ଡିଲ୍, ହେଲିକପ୍ଟର ଘୋଟାଲା ସାରା ଦେଶକୁ ନିନ୍ଦିତ କଲା ।

Bijay Pattnaik
ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ହେବେ ସାମିଲ !

୨୦୧୦ ମସିହା ସେପ୍ଟେମ୍ବର ମାସରେ ରାଜ୍ୟର ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ନେଇଥିଲେ ।

BJD
ବିଜେଡି ସଭାରେ ଉଡ଼ିଲା ଖଲିପତ୍ର...ଡାଲିହାଣ୍ଡିରେ ମୁହଁ ମାରିଲା ଷଣ୍ଢ

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିନ ୧୦ ଟାରୁ ୧୧ ଟା ମଧ୍ୟରେ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ସମୟ ଧାର୍ଯ୍ୟ କରାଯାଇଥିବା ବେଳେ ଦୁଇ ଘଣ୍ଟା ବିଳମ୍ବରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୀର୍ଘ ସମୟ ତଳେ ବସି ବସି ବିରକ୍ତ ହୋଇଥିବା ମହିଳା ମାନେ ସଭା କାର୍ଯ୍ୟ ଆରମ୍ଭ ହେବାର କିଛି ସମୟ ପରେ ଉଠି ଚାଲି ଯାଇଥିଲେ । ୧୪ଶହ ଅଟୋରେ ଯେଉଁ ମହିଳାମାନେ ଆସିଥିଲେ ସେମାନେ ଖାଇବାକୁ ବି ପାଇଲେନି।

Naba Das Murder
ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌?

ଗୋପାଳକୁ ଜେରା କରି କଣ ପାଇଲା କ୍ରାଇମବ୍ରାଂଚ୍‌? ଏତେ ଦିନ ଗଲାଣି ତଦନ୍ତର ସତ ସାମ୍ନାକୁ କାହିଁକି ଆସୁନି?

  • Tuesday, 07 February 2023
 BJP accuses investing officer
ଅରୁଣ ବ୍ରୋଥା ଜଣେ ପ୍ରମାଣ ନଷ୍ଟକାରୀ ଅଧିକାରୀ: ବିଜେପି

ଗୋପାଳକୁ ଜେରା ବେଳେ କଣ ସବୁ ତଥ୍ୟ ପାଇଛି କ୍ରାଇମବ୍ରାଂଚ ?

NaveenPatnaik
ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ସନ୍ଦେହ କଲେଣି ବିଜେଡି ନେତା !

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ପାଖରେ ଗୃହ ବିଭାଗ ରଖିଛନ୍ତି। ଆଜି କି କାଲି ନୁହେଁ ବରଂ ବର୍ଷବର୍ଷ ଧରି ଗୃହ ବିଭାଗ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗକୁ ନିଜ ପାଖରେ ରଖିଛନ୍ତି ନବୀନ। କିନ୍ତୁ ରାଜ୍ୟର ଜଣେ କ୍ୟାବିନେଟ୍‌ ତଥା ଟାଣୁଆ ମନ୍ତ୍ରୀଙ୍କୁ ଏମିତି ଭାବରେ ହତ୍ୟା କରାଯାଇଥିବାରୁ ସମସ୍ତଙ୍କ ମନରେ ପଶିଲାଣି ଛନକା

BJD concern over jharsuguda bypoll
ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

କୌଣସି ସମୟରେ ଉପନିର୍ବାଚନ ହେବ। ଏହାର ଦାୟିତ୍ୱ ଆପଣଙ୍କୁ ନେବାକୁ ପଡ଼ିବ। ବିଜୟ ତ ନିଶ୍ଚିତ କିନ୍ତୁ କେତେ ପରିମାଣରେ ଭୋଟ୍‌ ଜିତିବୁ, ଏ ଦାୟିତ୍ୱ ଆପଣଙ୍କର। ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ଏ ମନ୍ତବ୍ୟକୁ ନେଇ ଏବେ ସାରା ରାଜ୍ୟରେ ଚର୍ଚ୍ଚା ।

  • Monday, 06 February 2023
  • BJP
  • BJD
Naba Das
ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

ନବ ଦାସ ହତ୍ୟା ପଛରେ ହୋଇଛି କି ଟପ୍ ଲେବେଲ୍ ରାଜନୈତିକ ଷଡ଼ଯନ୍ତ୍ର ? ଏହା ଏକ ବିଜନେସ୍-ପଲିଟିକାଲ୍ ମର୍ଡର ନୁହେଁ ତ ? ଗୋପାଳ ଦାସଙ୍କୁ ମୋହରା କରି ନବଙ୍କୁ ରାସ୍ତାରୁ ହଟାଯାଇଛି କି ? ପାୱାରଫୁଲ୍ ମନ୍ତ୍ରୀ ନବ ଦାସ ହତ୍ୟା ଘଟଣାକୁ ୯ ଦିନ ହେଲା । ହେଲେ ଏଯାଏଁ ଖୋଲିନି ମର୍ଡର ପ୍ଲଟ୍‌ର ଗୁମର । ଗୋଟିଏ ପଟେ କ୍ରାଇମ୍ ବ୍ରାଂଚ ତଦନ୍ତକୁ ନେଇ ସନ୍ଦେହ ବଢୁଥିବା ବେଳେ ଅନ୍ୟପଟେ ଏହି ମାମଲାକୁ ନେଇ ରାଜନୀତି ବି ସରଗମ ।

  • Monday, 06 February 2023
  • BJP
  • BJD
Naba Das
ନବ ଦାସ ହତ୍ୟା: ସାମ୍ରାଜ୍ୟ ଅକ୍ତିଆର ପାଇଁ ସାଂଘାତିକ ଷଡ଼ଯନ୍ତ୍ର, ହତ୍ୟା ପଛରେ ବିଜେଡିର ଉପକୂଳିଆ ନେତାଙ୍କ ହାତ !

କଂଗ୍ରେସ ବି କହିଲା ହତ୍ୟା ପଛରେ ପଲିଟିକାଲ୍ ଲିଙ୍କ । ତଦନ୍ତ ପରେ ସବୁ ସ୍ପଷ୍ଟ ହେବ କହିଲା ବିଜେଡି ।

BJD concern over jharsuguda bypoll
ନବ ଦାସଙ୍କ ଦଶାହ ଯାଇନି, ହେଲେ ବିଜେଡିକୁ ଘାରିଲାଣି ଉପନିର୍ବାଚନ ଭୋଟ ଚିନ୍ତା

ନବଙ୍କ ପରେ କିଏ ହେବ ତାଙ୍କ ରାଜୈନତିକ ଉତ୍ତରାଧୀକାରୀ? ଝିଅ ଦିପାଳୀ ଦାସ ନା ପୁଅ ବିଶାଳ।

Naba Murder Case
‘ନବଙ୍କ ମୃତ୍ୟୁ ପଛରେ ଉପକୂଳିଆ ବିଜେଡି ନେତା !!’

ନବଙ୍କ ମୃତ୍ୟୁ ପରେ ସୁବାସ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ସରଗରମ ରାଜନୀତି। ସାମ୍ବାଦିକଙ୍କ ପ୍ରଶ୍ନରେ ସିଧାସିଧା ଉପକୂଳିଆ ନେତାଙ୍କ ପାଇଁ ନବଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ବିଜେପି ବିଧାୟକ। ଅବଶ୍ୟ କାହାର ନାଁ ସେ ସ୍ପଷ୍ଟ କରିନଥିଲେ ବି ଦଳର ପ୍ରଭାବଶାଳୀ ନେତା ହତ୍ୟାକାଣ୍ଡରେ ସାମିଲ ଅଛନ୍ତି ବୋଲି କହିଥିଲେ।

Big Jolt To BJD Leader Rabindra Jena
ବିଜେଡି ନେତା ରବୀନ୍ଦ୍ର ଜେନାଙ୍କୁ ବଡ଼ ଝଟ୍‌କା

ବିଜେଡି ନେତା ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ପାଇଁ ବଢ଼ିଲା ଅଡୁଆ। ସିସୋର ଚିଟ୍‌ଫଣ୍ଡ ଲିଙ୍କ୍ ମାମଲାରେ ଖାରଜ ଆବେଦନକୁ ହାଇକୋର୍ଟ ଅଗ୍ରାହ୍ୟ କରିଛନ୍ତି।

Naba Das
ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟାର ୭ ଦିନ ପରେ ବି ତଦନ୍ତକାରୀ ସଂସ୍ଥାର ହାତ ଖାଲି । ଗୃହ ବିଭାଗ ଅଧିନରେ ଥିବା ଜଣେ ପୋଲିସ୍ ଅଧିକାରୀ ସର୍ବ ସମ୍ମୁଖରେ ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଗୁଳି କରି ମାରିଲେ । ହେଲେ କାହିଁକି ମାରିଲେ ଏଯାଏଁ ସେ ଉତ୍ତର ପାଉନି କ୍ରାଇମ୍‌ବ୍ରାଞ୍ଚ । ଯାହାକୁ ନେଇ ବିରୋଧୀଙ୍କ ସିଧା ନିଶାନାରେ ଗୃହବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Gopal Das
ହତ୍ୟାକାଣ୍ଡକୁ ସପ୍ତାହେ ପୁରିଲା, ଏଯାଏଁ ରହିଛି ସସପେନ୍ସ ! କାହିଁକି ନବଙ୍କୁ ହତ୍ୟା କଲା ଗୋପାଳ ?

ସେଦିନ ଥିଲା ରବିବାର.. ଆଜି ବି ସେହି ରବିବାର.. ଆତତାୟୀର ଅନ୍ଧାଧୂନ ଫାୟାରିଂରେ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ଠିକ୍ ସପ୍ତାହେ ପୁରିଲା । ଯେଉଁ ପୁଅ ମୁଣ୍ଡ ଉପରେ ବାପାଙ୍କ ହାତ ଥିଲା, ସେହି ପୁଅ ହାତରେ ଆଜି ବାପାଙ୍କ ଅସ୍ଥି କଳସ । ଅସ୍ଥିକୁ ଧରି ବିସର୍ଜନ ପାଇଁ ପ୍ରୟାଗରାଜ ଯାଇଛନ୍ତି ଶୋକସନ୍ତପ୍ତ ପୁଅ ଓ ସଂପର୍କୀୟ । ଘର, ପରିବାର, ଆତ୍ମୀୟ ସ୍ୱଜନ, ବନ୍ଧୁ ପରିଜନ ଏବେ ବି ବୁଡ଼ି ରହିଛନ୍ତି ଶୋକସାଗରରେ । ସେପଟେ ସପ୍ତାହେ ପରେ ବି ଗୋଟିଏ ପ୍ରଶ୍ନରେ ଛନ୍ଦି ହୋଇରହିଛନ୍ତି ରାଜ୍ୟବାସୀ । ତା’ ହେଉଛି, କାହିଁକି ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା କଲା ଗୋପାଳକୃଷ୍ଣ ଦାସ ?

  • Sunday, 05 February 2023
  • Odisha
BRS,Odisha Politics
ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

କାର୍ଡ ଖୋଲିଲା BRS ଓଡ଼ିଶା । ମାସେ ଭିତରେ ଦଳରେ ଯୋଗ ଦେବେ ହାଇପ୍ରୋଫାଇଲ୍ ନେତା ! ପ୍ରଥମେ ଆସିବେ ପୁରୁଣା ଜନତା ଦଳର ନେତା । ଆଉ ତା ପରେ ଆସିବେ ବିଜେଡି, ବିଜେପି ଓ କଂଗ୍ରେସରେ ଏକ ପ୍ରକାର ଅଣଦେଖା କରାଯାଉଥିବା ନେତା । ସବୁଠାରୁ ବେଶୀ ଶାସକ ବିଜେଡିରୁ ଆସିବେ ବୋଲି ଆଶା ପ୍ରକାଶ କରିଛି BRS ଓଡ଼ିଶା ଟିମ୍ ।

  • Sunday, 05 February 2023
Naba Das
ନବ ହତ୍ୟାକାଣ୍ଡକୁ ନେଇ ରାଜନୀତି ! ମୁଖ୍ୟମନ୍ତ୍ରୀ ସୁରକ୍ଷିତ ତ ? ସନ୍ଦେହରେ BJD ନେତା ଦେବାଶିଷ..

ବିରୋଧୀଙ୍କ ନିଶାନାରେ ମୁଖ୍ୟମନ୍ତ୍ରୀ । ଥାର୍ଡ ପାର୍ଟି ତଦନ୍ତ ପାଇଁ ଧର୍ମେନ୍ଦ୍ରଙ୍କ ଦାବି ।

BRS,Odisha Politics
ଓଡ଼ିଶାରେ BRSର ତେଲେଙ୍ଗାନା ମଡେଲ୍, ବିଜୟ-ଦିଲ୍ଲୀପ-ତଥାଗତ ହେବେ କି ସାମିଲ ?

ଓଡ଼ିଶାରେ ସରକାର ଗଢିବାକୁ BRSର ଦମ୍ଭ । ଅଣଦେଖା ନେତାଙ୍କୁ ସାମିଲ କରିବ BRS ।

Psychiatrist Will Interrogate Gopal
ନବ ହତ୍ୟାକାଣ୍ଡରେ ନୂଆ ଫର୍ଦ୍ଦ ! ଗୋପାଳକୁ ପଚରାଉଚରା ପାଇଁ ପହଞ୍ଚିଲେ ସାଇକାଟ୍ରିଷ୍ଟ ଟିମ୍...

କ୍ରାଇମ୍‌ବ୍ରାଞ୍ଚ ଉପରେ କାହାରି ଭରସା ନାହିଁ ବୋଲି ମଧ୍ୟ ଦୋହରାଇଛନ୍ତି ଶରତ ।

Narsingh Mishra
ମୁଖ୍ୟମନ୍ତ୍ରୀ-ପୋଲିସ ଡିଜିଙ୍କ ଉପରେ ବର୍ଷିଲେ ନରସିଂହ ମିଶ୍ର, କହିଲେ ଗୃହ ବିଭାଗ ଛାଡ଼ନ୍ତୁ ନବୀନ

ନରସିଂହ ଉଭୟ ମୁଖ୍ୟମନ୍ତ୍ରୀ ଓ ପୋଲିସ ଡିଜିଙ୍କୁ କାଠଗଡ଼ାକୁ ଟାଣିଛନ୍ତି ।

Union Minister Dharmendra Pradhan Targets Odisha CM
ମନ୍ତ୍ରୀ ନବ ଦାସ ହତ୍ୟା ମାମଲା: ଧର୍ମେନ୍ଦ୍ର କହିଲେ- ‘ମହାପ୍ରଭୁଙ୍କ ନାଁରେ ଖସି ଯିବାକୁ ଚେଷ୍ଟା କରୁଛନ୍ତି ଡିଜିପି’

ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଏବଂ ରାଜ୍ୟର ଆଇନଶୃଙ୍ଖଳା ସ୍ଥିତିକୁ ନେଇ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟ ପ୍ରଶାସନକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟାର୍ଗେଟ କରିଛନ୍ତି।

Police DG to change SOP of PSOs
ନବ ଦାସଙ୍କ ଜୀବନ ଯିବା ପରଠୁ ନେତାଙ୍କୁ ଘାରୁଛି ଖାକି ଡର

ପ୍ରଶ୍ନ ଉଠୁଛି ଏ ସମୟରେ ପିଏସ୍ଓଙ୍କ ଭୂମିକା କଣ ରହିବା ଦରକାର?

Naba Das
ନବ ଦାସଙ୍କ ମର୍ଡର ପଛରେ ପ୍ରକୃତରେ କାହାର ଅଛି ହାତ?

ନବ ଦାସଙ୍କ ମର୍ଡର ପଛରେ ପ୍ରକୃତରେ କାହାର ଅଛି ହାତ? କାହିଁକି ମନ୍ତ୍ରୀଙ୍କୁ ମାରିଲେ ପୋଲିସ ASI ? କୋଇଲା ପାଇଁ ଚାଲିଗଲା କି ଜୀବନ?

PSO
ନେତାଙ୍କୁ ଖାଉଛି ଖାକି ଡର

ପୋଲିସ ଗୁଳିରେ ମନ୍ତ୍ରୀଙ୍କ ପ୍ରାଣ ଯିବା ପରେ ଏବେ ନେତାଙ୍କୁ ଖାଉଛି ଖାକି ଡର। କେତେବେଳେ କାହା ସାଙ୍ଗରେ କଣ ହେବ କିଏ କହିବ? ମିଡିଆକୁ ପ୍ରତିକ୍ରିୟା ଦେଇ ନେତା କହିଲେ