Advertisment

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଚଢ଼ାଉ

ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Income Tax Raid In Odisha

Income Tax dept raids house of former Champua MLA Sanatan Mahakud

ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ଙ୍କ ଘରେ ଆୟକର ବିଭାଗ ପକ୍ଷରୁ ଚଢ଼ାଉ ହୋଇଛି। ଭୁବନେଶ୍ୱର, କେନ୍ଦୁଝର, ଯୋଡ଼ା ସମେତ  ମୋଟ୍ ୧୦ଟି ସ୍ଥାନରେ ରେଡ୍‌ ହୋଇଥିବା ସୂଚନା ମିଳିଛି।  

Advertisment

ସନାତନ ମହାକୁଡ଼ଙ୍କ ଘର ସମେତ ୩ରୁ ଅଧିକ ଠିକଣାରେ ଏକାକାଳୀନ ଚଢ଼ାଉ କରିଛି ଆୟକର ବିଭାଗ। କେନ୍ଦୁଝର ବାସଭବନ, ନମ୍ବିରାରେ ଥିବା ପୈତୃକ ଘର, ଭୁବନେଶ୍ୱରର ୩ରୁ ୪ଟି ଠିକଣାରେ ଆୟକର ବିଭାଗର ଟିମ୍ ପହଞ୍ଚି ଯାଞ୍ଚ କରିଛି। 

Income Tax Raid
Advertisment
Advertisment