Advertisment

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ: କ’ଣ ହେବ ଆଲୋଚନା, ସେନେଇ ଚର୍ଚ୍ଚା...

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha CM Naveen Patnaik to meet PM Modi in Delhi today

Odisha CM Naveen Patnaik to meet PM Modi in Delhi today

ଆଜି ନୂଆଦିଲ୍ଲୀରେ ମୋଦି-ନବୀନ ଭେଟ। ଅପରାହ୍ନ ସାଢ଼େ ୪ଟା ବେଳେ ଉଭୟ ନେତାଙ୍କ ସାକ୍ଷାତକାର ରହିଛି। ୨ ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଭେଟିଥିଲେ। 

Advertisment

ବିହାର ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ନବୀନ ପଟ୍ଟନାୟକପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରୁଛନ୍ତି। ତେଣୁ ଏବେ ମୋଦିଙ୍କ ସହ ନବୀନଙ୍କ ଆଲୋଚନାକୁ ନେଇ ଅନେକ ଚର୍ଚ୍ଚା ହେଉଛି। 

୨୦୨୪ ନିର୍ବାଚନକୁ ନେଇ ଉଭୟ ନେତାଙ୍କ ମଧ୍ୟରେ କିଛି ଆଲୋଚନା ହେବ କି ସେନେଇ ମଧ୍ୟ ଅନେକ ଚର୍ଚ୍ଚା ହେଉଛି। ୨୪ ନିର୍ବାଚନ ପୂର୍ବରୁ ମୋଦି-ନବୀନଙ୍କ ସାକ୍ଷାତ ବେଶ୍ ଗୁରୁତ୍ୱ ବହନ କରୁଛି। ଆଜିର ଆଲୋଚନାରେ ପ୍ରଧାନମନ୍ତ୍ରୀ ଆବାସ ସମ୍ପର୍କରେ ବି ଆଲୋଚନା ହୋଇପାରେ ବୋଲି କୁହାଯାଉଛି।

Advertisment
PM Narendra Modi CM Naveen Patnaik
Advertisment
Advertisment