କଂଗ୍ରେସ ପ୍ରାର୍ଥୀଙ୍କ ନାମାଙ୍କନ, ବିଜେଡି ପ୍ରାର୍ଥୀଙ୍କ ଟିକେଟ ସଂଗ୍ରହ ଆଉ ବିଜେପିର ନିର୍ବାଚନମଣ୍ଡଳୀରେ ପ୍ରେସମିଟ୍ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜିଠୁ ସରଗରମ୍ ହୋଇଛି ନିର୍ବାଚନୀ ମାହୋଲ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା ପାଇଁ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିସାରିଥିବା ୩ ପ୍ରମୁଖ ଦଳ ଭିତରୁ ଆଜି ପ୍ରଥମେ ନାମାଙ୍କନପତ୍ର ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ।
ମେ ୧୦ ଝାରସୁଗୁଡ଼ା ଉପନିର୍ବାଚନ ଭୋଟ୍ ପାଇଁ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପର୍ବ । ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ତିନି ପ୍ରମୁଖ ଦଳ ଭିତରୁ ଆଜି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।
ଖୋଲାକଥାରେ ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ବଡ଼ ବୟାନ। ଝାରସୁଗୁଡ଼ା ଉପନିର୍ବାଚନକୁ ନେଇ କହିଲେ ଏମିତି...
ସରକାରୀ ବଙ୍ଗଳା ଖାଲି କଲେ ରାହୁଲ ଗାନ୍ଧୀ (Rahul Gandhi) । ମା’ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ଦେଲେ ଜିନିଷପତ୍ର ।
ହସ୍ପିଟାଲରୁ ବାହାରିବା ବେଳେ ଗଣମାଧ୍ୟମକୁ ପ୍ରତିକ୍ରିୟା ରଖି ସଂଯୁକ୍ତା କହିଥିଲେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ତାଙ୍କର ଅଭିଯୋଗ ରହିଛି।
ବୁଧବାର ବହୁ ପ୍ରତୀକ୍ଷିତ ବେଦାନ୍ତ ମାମଲାର ରାୟ ଶୁଣାଇ ବେଦାନ୍ତ ବିଶ୍ବବିଦ୍ୟାଳୟରେ ପୂର୍ଣ୍ଣଛେଦ ଟାଣିଥିଲେ ସୁପ୍ରିମକୋର୍ଟ।
ଏଠି ପ୍ରଶ୍ନ ଉଠୁଛି ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କୁ ବାରମ୍ବାର ଅଡୁଆରେ ପକାଉଥିବାରୁ ଜାଣିଶୁଣି ଅପରାଜିତାଙ୍କ ପ୍ରତି ଏଭଳି ଆଭିମୁଖ୍ୟ ରଖିନି ତ ଶାସକ ଦଳ ?
ଝାରସୁଗୁଡ଼ାରେ ବିକାଶ କାର୍ଡ ଖେଳୁଛି ଶାସକ ଦଳ ।
ଅଧିଗୃହିତ ଜମିକୁ ଚାଷୀଙ୍କୁ ଫେରାଇବାକୁ ଉଠିଲା ଦାବି ।
ସଂସଦରେ ଆଣିବି ସ୍ୱାଧିକାର ଭଙ୍ଗ ପ୍ରସ୍ତାବ କହିଲେ ଅପରାଜିତା ।
ଟଙ୍କଧର ତ୍ରିପାଠୀଙ୍କୁ ବିଜେପି ପ୍ରାର୍ଥୀ ଘୋଷଣା କରିବା ପରେ ଆଜି ସେ ସ୍ଥାନୀୟ ଝାଡ଼େଶ୍ୱର ଶୈବପୀଠ ଯାଇ ମହାଦେବଙ୍କ ଦର୍ଶନ କରିଛନ୍ତି । ତା’ ସହିତ ଝାରସୁଗୁଡ଼ା ଲଢ଼େଇ ପାଇଁ ତିନି ପ୍ରମୁଖ ଯୋଦ୍ଧାଙ୍କ ଚେହେରା ସ୍ପଷ୍ଟ ହୋଇଛି ।
ଭୁବନେଶ୍ୱର ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ନଡାକିବା ପ୍ରସଙ୍ଗ ନେଇ ତେଜିଛି ବିବାଦ ।
ବିଜେଡି ଓ କଂଗ୍ରେସ ସେମାନଙ୍କ ପ୍ରାର୍ଥୀ ଆଗରୁ ଘୋଷଣା କରିସାରିଥିଲେ
ପଛୁଆ ବର୍ଗ ସର୍ଭେ ପାଇଁ ନିର୍ଦ୍ଦିଷ୍ଟ ଫର୍ମ ଭରିବାକୁ ପଡ଼ିବ। ସର୍ଭେ ସେଣ୍ଟରକୁ ଯାଇ କିମ୍ବା ଅନଲାଇନ୍ ଜରିଆରେ ଫର୍ମ ପୂରଣ କରି ହେବ।
୨୪ ବୈତରଣୀ ପାଇଁ ବିଜେଡିର ନୂଆ ଷ୍ଟ୍ରାଟେଜି : ମନ୍ଦିର, ମସଜିଦ୍ ପରେ ଏବେ ଓବିସିଙ୍କ ଉପରେ ଫୋକସ୍
ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ମୋଟ ସଂପତ୍ତି ହେଉଛି ୬୩ କୋଟି ୮୭ ଲକ୍ଷ । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର୍ ରିପୋର୍ଟରୁ ମିଳିଛି ଏହି ତଥ୍ୟ । ନବୀନଙ୍କ ପାଖରେ ୨୩ ଲକ୍ଷ ୨୬ ହଜାର ୫୫୫ ଟଙ୍କାର ଅସ୍ଥାବର ଓ ୬୩ କୋଟି ୬୪ଲକ୍ଷ ୧୫ହଜାର ୨୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସେହିପରି ନବୀନଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ରିପୋର୍ଟରେ ଉଲ୍ଲେଖ ଅଛି । ପଡୋଶୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ମୋଟ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।
ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ।
ନବୀନ ପଟ୍ଟନାୟକ ଦେଶର ୩ୟ ଧନୀ ମୁଖ୍ୟମନ୍ତ୍ରୀ । ନବୀନଙ୍କ ସଂପତ୍ତି ହେଲା ୬୩ କୋଟି ୮୭ ଲକ୍ଷ ଟଙ୍କା । ସବୁଠୁ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଆନ୍ଧ୍ରର ଜଗନ ରେଡ୍ଡି । ଜଗନ ରେଡ୍ଡିଙ୍କ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।
ଦେଶର ସର୍ବାଧିକ ଲୋକପ୍ରିୟ ବ୍ରାଣ୍ଡ ଅମୂଲ ବନାମ ଦକ୍ଷିଣ ଭାରତର ଚର୍ଚ୍ଚିତ ବ୍ରାଣ୍ଡ ନନ୍ଦିନୀ। ରାଜ୍ୟରେ ଅମୂଲକୁ ଏଣ୍ଟ୍ରି କରାଇନଦେବାକୁ ଆରମ୍ଭ ହୋଇଯାଇଛି ଅଭିଯାନ।
ଝାରସୁଗୁଡ଼ା ଉପନିର୍ବାଚନରେ ବିଜେଡି ଓ କଂଗ୍ରେସ ଫୋକସରେ ଅନୁକଂପା ଭୋଟ୍ । ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଓ କଂଗ୍ରେସ ପ୍ରାର୍ଥୀ ତୁରଣ ପାଣ୍ଡେ ଅନୁକଂପା ଭୋଟ ସାଉଁଟିବାକୁ ଗୋଟିଚାଳନା ଆରମ୍ଭ କରିଛନ୍ତି । କାରଣ ଉଭୟ ପ୍ରାର୍ଥୀ ନିକଟରେ ନିଜ ନିଜର ବାପାଙ୍କୁ ହରାଇଛନ୍ତି ।
ଏପ୍ରିଲ ୨୦୨୧ରୁ ଏପ୍ରିଲ ୨୦୨୩ । ଦୀର୍ଘ ଦୁଇ ବର୍ଷ ଧରି କୋଭିଡ ସହ ଲମ୍ବା ଲଢେଇ କରି ଶେଷରେ ଜୀବନ ଯୁଦ୍ଧରେ ବିଜୟ ପରେ ଘର ବାହୁଡ଼ା ହେବେ ପୂର୍ବତନ ବିରୋଧୀ ଦଳ ନେତା ତଥା ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକ ।
ଜୀବନ ସହ ଦୀର୍ଘ ୨ ବର୍ଷର ସଂଘର୍ଷ । ମହାମାରୀ କବଳରୁ ବର୍ତ୍ତିବାକୁ ସବୁଠୁ ଲମ୍ବା ସମୟର ଲଢେଇ । ଆଉ ତା’ପରେ ଏବେ ସତ ହେବାକୁ ଯାଉଛି ଘର ବାହୁଡ଼ା ସ୍ୱପ୍ନ ।
ଦୁଇ ଦଳକୁ ଅନ୍ତର୍ଦ୍ୱନ୍ଦ୍ୱ ଚିନ୍ତା । କିଏ ହେବେ ବିଜେପି ଯୋଦ୍ଧା, ଏଯାଏଁ ଦଳରେ ଅଙ୍କକଷା ସରୁନଥିବାରୁ ଚର୍ଚ୍ଚା ।
ନା ଚେତାବନୀ କୁ ଖାତିର କଲେ , ନା ପରାମର୍ଶକୁ ଗ୍ରହଣ କଲେ। ଶେଷରେ ଦିନିକିଆ ଅନଶନରେ ବସିଲେ ରାଜସ୍ଥାନର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସଚିନ ପାଇଲଟ । ରାଜ୍ୟରେ ବସୁନ୍ଧରା ରାଜେଙ୍କ ଅମଳରେ ହୋଇଥିବା ଦୁର୍ନୀତି ବିରୋଧରେ ତଦନ୍ତ ଦାବି କରି ଅନଶନରେ ବସିଲେ ପାଇଲଟ ।