କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ
ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ?
ଭୋଟ୍ ଟାଣୁନି କି ମୁଦ୍ଦା ? ପୁଳା ପୁଳା ସ୍ଥାନୀୟ ସମସ୍ୟା ସତ୍ତ୍ବେ ଝାରସୁଗୁଡ଼ା ଉପନିର୍ବାଚନରେ ଅସଲ ପ୍ରସଙ୍ଗକୁ ଛୁଉଁନାହାନ୍ତି କୌଣସି ବି ଦଳ । ବିରୋଧୀଙ୍କ କେବଳ ନବ ହତ୍ୟା ପ୍ରସଙ୍ଗ ଓ ଶାସକ ଦଳର ଅନୁକଂପା କାର୍ଡ ଲଢ଼େଇକୁ ନେଇ ଚର୍ଚ୍ଚା
ଝାରସୁଗୁଡ଼ା ପ୍ରଚାର ଲଢ଼େଇର ଶେଷ ପର୍ଯ୍ୟାୟରେ ନବୀନ ବନାମ ଧର୍ମେନ୍ଦ୍ର ଟକ୍କର । ରାଜ୍ୟରେ କଳାପାହାଡ଼ ଶାସନ ଚାଲିଥିବା କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଖେଳିଲେ ମହିଳା ଅସମ୍ମାନ ଓ ଅନୁକଂପା କାର୍ଡ, ଦୁଇ ଦଳଙ୍କୁ କଂଗ୍ରେସର ଟାର୍ଗେଟ
ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ପ୍ରଚାର ସରିବାର ଦିନକ ପୂର୍ବରୁ ନିର୍ବାଚନୀ ସଭା ଓ ରୋଡ୍ ସୋ କରି ଆଜି ଏଭଳି ଅଭିଯୋଗ ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସଭା, ରୋଡ୍ ସୋ...ଆଟାକ୍, କାଉଣ୍ଟର ଆଟାକ୍
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।
ଧାନ ସଂଗ୍ରହ ବେଳେ ମଣ୍ଡିରେ ସ୍ବଚ୍ଛତା ଆଉ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ଧାନ କିଣା କେନ୍ଦ୍ରରେ କାର୍ଯ୍ୟକାରୀ କରୁଛନ୍ତି ସିସିଟିଭି ବ୍ୟବସ୍ଥା।
ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନକୁ ନେଇ ମୁହାଁମୁହିଁ ବିଜେଡି- ବିଜେପି: ଭୋଟ୍ ବେଳେ ପ୍ୟାକେଜ ଘୋଷଣା କରି ସରକାର ନିୟମ ଭାଙ୍ଗିଥିବା କହି ବର୍ଷିଲେ ବିରୋଧୀ । ବିଜେଡିର ଖଣ୍ଡନ, ସିଇଓ କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।
ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟକୁ ସେୟାର କରାଯାଇଛି। ଏହି ପୋଷ୍ଟରେ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନଙ୍କ ସଂପର୍କରେ ମତାମତ ମଗାଯାଇଛି।
ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।
ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।
ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ ଅପେକ୍ଷା ବିଜେଡିକୁ ବିଜେଡିର ଚିନ୍ତା। ଅଡୁଆ ହୋଇପାରେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ ଦିବଂଗତ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।
ସୋରଡ଼ା ବିଧାୟକଙ୍କ ନଡ଼ିଆ ମାନସିକ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ(MLA Purna Chandra Swain) ନିଜର ମାନସିକ ପୂରଣ ପରେ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ
୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ? ଗୋଷ୍ଠୀ କନ୍ଦଳ ପାଇଁ ହାରୁଛି କି ଦଳ ? ପ୍ରଥମେ ଧାମନଗର ଆଉ ଏବେ ପୁରୀରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ଏବେଠୁ ଗୋଷ୍ଠୀ କନ୍ଦଳର ଆଭାସ ବି ଦେଖିବାକୁ ମିଳିଲାଣି। ପାରାଦୀପ, ଜୟପୁର ସମେତ ରାଜ୍ୟର ୫୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ ବିବାଦ ବଢ଼ିବା ସହ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ଆଶାୟୀ।
ଝାରସୁଗୁଡ଼ା : ପୁରୁଣା ବିଜେଡି VS ନୂଆ ବିଜେଡି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସେତିକି ବଢୁଛି
ହଙ୍ଗା ପଡ଼ିଲା କି ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ? ତା’ ସହ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ବି ମାତ୍ ଦେବାରେ ସାହାଯ୍ୟ କଲା କି ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।
ରାଜନୀତିରେ ‘ସମ୍ବେଦନଶୀଳ’ ଶବ୍ଦର ବ୍ୟବହାର ବଢିବାରେ ଲାଗିଛି। ଏହି ଶବ୍ଦ ବ୍ୟବହାର କରି ସମ୍ପୃକ୍ତ ଘଟଣାକୁ ବାଟବଣା କରାଯାଉନି ତ? ନା ଏହି ଶବ୍ଦର ପ୍ରୟୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ?
୨୦୧୯ରେ ୧୩,୯୬୯ ହଜାର ଭୋଟରେ ଜିତିଥିଲେ । ଏବେ ୧୫ ହଜାର ନଡ଼ିଆ ଫଟାଇଲେ । ପୂର୍ଣ୍ଣଙ୍କ ସହ ଥିଲେ ଆସିକା ସାଂସଦ ପ୍ରମିଳା ବିଶୋୟୀ ।
ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।
ଗୋପ ଜିଲ୍ଲାପରିଷଦ ଆସନ ଏବେ ବିଜେଡି ହାତରୁ ଖସି ବିଜେପି ଖାତାକୁ ଚାଲିଯାଇଛି ।