• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

KALIA Scheme
ଉତ୍କଳ ଦିବସରେ ଚାଷୀଙ୍କୁ ମିଳିଲା ‘କାଳିଆ’ ସହାୟତା

ଆଜି ଉତ୍କଳ ଦିବସରେ ରାଜ୍ୟର ହଜାର ହଜାର ଚାଷୀଙ୍କୁ ‘କାଳିଆ’ ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Jayanarayan Mishra
ନକଲି ସାର୍ଟିଫିକେଟ୍‌ ବିକ୍ରି ମାମଲା, କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କଲେ କିଛି ବାହାରିବନି କହିଲେ ଜୟ

ନବ ଦାସ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା, କ’ଣ ହେଲା ବୋଲି ପ୍ରଶ୍ନ କଲେ । ଏହି କେସ୍‌ରେ ମଧ୍ୟ କ୍ରାଇମବ୍ରାଞ୍ଚ ତଦନ୍ତ କରି ନ୍ୟାୟ ଦେଇପାରିବ ନାହିଁ କହିଲେ ଜୟନାରାୟଣ ।

Narasingha Mishra
ନକଲି ସାର୍ଟିଫିକେଟ୍ ବିକ୍ରି ମାମଲାରେ ବିଜେଡି ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ପୁଣି ବର୍ଷିଲେ ନରସିଂହ

ଅନୁସନ୍ଧାନ ନକଲେ ସନ୍ଦେହ ରହିବ ବୋଲି କହିଛନ୍ତି ନରସିଂହ । ଅନ୍ୟପଟେ ନରସିଂହଙ୍କ ଅଭିଯୋଗ ନେଇ ବିଜେଡି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ ।

Fake Certificate
ନକଲି ସାର୍ଟିଫିକେଟ୍‌ ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ଫେକ୍ ସାର୍ଟିଫିକେଟ୍ ରାକେଟର ମାଷ୍ଟରମାଇଣ୍ଡ ମନୋଜ ମିଶ୍ରଙ୍କ ସହ ପୂର୍ବତନ ମନ୍ତ୍ରୀ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହାରାଙ୍କ ଫଟୋ ଥିବା କହି ସରକାରଙ୍କୁ ନିଶାନା କରିଥିଲେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର ।

Alcohol to become costlier
ମହଙ୍ଗା ହେବ ବିଦେଶୀ ମଦ, ସି-ବିଚ୍‌ରେ ଖୋଲିବ ଲିକର ସପ୍

ରାଜ୍ୟ ସରକାରଙ୍କ ନୂଆ ଅବକାରୀ ନୀତିକୁ କଡ଼ା ସମାଲୋଚନା କରିଛନ୍ତି ନିଶା ନିବାରଣ କର୍ମୀ।

Will CM Naveen Patnaik’s Japan tour yield?
କେତେ ଫଳପ୍ରଦ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଦେଶ ଗସ୍ତ ?

ପୋସ୍କୋ ଓଡ଼ିଶାରୁ ଫେରିଯିବା ଘଟଣା ବିଦେଶରେ ରାଜ୍ୟ ପାଇଁ ଦୁର୍ନାମ ଆଣିଛି କହିଲେ ଶିଳ୍ପସଂଘ ଓ ବିଶେଷଜ୍ଞ

Deepali Das
ଦୀପାଳି ହେଲେ ପ୍ରାର୍ଥୀ, ମହିଳା ସହ ଅନୁକମ୍ପା କାର୍ଡ ଖେଳିଲା ବିଜେଡି !

କଂଗ୍ରେସର ପ୍ରାର୍ଥୀ ଖୋଜା ଜାରି । ନବ ହତ୍ୟା ଷଡ଼ଯନ୍ତ୍ର ଇମ୍ପାକ୍ଟକୁ ନେଇ ଚର୍ଚ୍ଚା ।

Odisha Politics
ଗୃହରେ ମୁହାଁମୁହିଁ ନରସିଂହ-ଅରୁଣ, 5T ସ୍କୁଲକୁ ବଣିକ CMDଙ୍କ କଂପ୍ୟୁଟର ଯୋଗାଣ ନେଇ ବିରୋଧୀଙ୍କ ପ୍ରଶ୍ନ  

ବିଧାନସଭାରେ ବଣିକ କୋଚିଂ ଓ ଫେକ୍ ସାର୍ଟିଫିକେଟ ତାତି । ବିଜେଡି ଲିଙ୍କ ଅଭିଯୋଗ ଆଣି ବିରୋଧୀଙ୍କ ହଙ୍ଗାମା ।

Dipali Das
ଦୀପାଳି ଦାସ ହେଲେ ଝାରସୁଗୁଡ଼ା ବିଜେଡି ପ୍ରାର୍ଥୀ

ସ୍ୱର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସ ହେଲେ ବିଜେଡି ପ୍ରାର୍ଥୀ ।

Fake Certificate Racket
ବଲାଙ୍ଗିର ଜାଲ୍ ସାର୍ଟିଫିକେଟ୍ ରାକେଟ୍: ମାଷ୍ଟରମାଇଣ୍ଡଙ୍କର ବିଜେଡି ଲିଙ୍କ୍ !

ସାରା ରାଜ୍ୟରେ ଜାଲ୍ ସାର୍ଟିଫିକେଟ୍ ରାକେଟ୍ । ବଣିକ୍ ଭଳି କୋଚିଂ ସେଣ୍ଟର ନାଁରେ ଟ୍ୟାକ୍ସ ଫାଙ୍କିବା ଅଭିଯୋଗ । ଉଭୟ ଘଟଣାରେ ବିଜେଡି ନେତାଙ୍କ ଲିଙ୍କ୍ ବିଜେଡି ସରକାରର ଛତ୍ରଛାୟାରେ ଚାଲିଛି କି ଏସବୁ କାରବାର ?

News Fuse | Congress leaders hold public meeting over Adani row
କଂଗ୍ରେସ ସମାବେଶରେ ଏ କି ଅବସ୍ଥା ?

ଯେତିକି ଲୋକ ତଳେ ସେତିକି ଉପରେ । ଚେୟାର ଶୁଣୁଛନ୍ତି ଭାଷଣ । ନଦେଖିଲା ଲୋକେ ବି କହିବେ କି ଅବସ୍ଥା ହେଲାରେ

  • Thursday, 30 March 2023
Jharsuguda By Polls
ମେ ୧୦ ରେ ଭୋଟ ୧୩ ରେ ଗଣତି

ଝାରସୁଗୁଡା ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଘୋଷଣା ହେଲା ଭୋଟ ଗ୍ରହଣର ତାରିଖ । ମେ ୧୦ ଭୋଟ ଓ ୧୩ ତାରିଖରେ ହେବ ଗଣତି । ନବ ଦାସଙ୍କ ହତ୍ୟା ପରେ ଏହି ଆସନ ଖାଲି ପଡିଥିଲା ।

Vanik Institute
'Vanik' କୋଚିଂ ସେଣ୍ଟର ଉପରେ ଜିଏସଟି ରେଡ୍; ଶାସକ ଦଳ ନେତାଙ୍କ ସହ ମାଲିକଙ୍କ ଲିଙ୍କ୍

ଗୋଟେ ପଟେ କ୍ୟାରିୟର ଗଢ଼ିବାର ସ୍ୱପ୍ନ ଦେଖାଉଛି ତ ଅନ୍ୟପଟେ ଟିକସ ଫାଙ୍କି କେଳେଙ୍କାରୀରେ ମାତିଛି । ରାଜଧାନୀର ପ୍ରତିଷ୍ଠିତ କୋଚିଂ ଇନଷ୍ଟିଚ୍ୟୁଟ ‘ବଣିକ୍’ ବିରୋଧରେ ଆସିଛି ଏଭଳି ସାଂଘାତିକ ଅଭିଯୋଗ ।

Fake Certificates
ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର

ବଲାଙ୍ଗିର ଜାଲ୍‌ ସାର୍ଟିଫିକେଟ୍ ରାକେଟ୍ ପଛରେ ବି ସରକାରୀ ଦଳର ହାତ । ବିଜେଡିର ପ୍ରଭାବଶାଳୀ ନେତାଙ୍କ ପ୍ରୋତ୍ସାହନରେ ଚାଲିଥିଲା ଏ କଳା କାରବାର । ଆଜି ବିଧାନସଭାରେ ଏ ପ୍ରସଙ୍ଗ ଉଠାଇ ସରକାରଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣି ବର୍ଷିଛନ୍ତି ବିରୋଧୀ ।

Fake Certificates
ଜାଲ୍‌ ସାର୍ଟିଫିକେଟ୍ ପଛରେ ସରକାରୀ ଦଳର ହାତ ! ବିଧାନସଭାରେ ବର୍ଷିଲେ ବିରୋଧୀ

ବଲାଙ୍ଗିରରୁ ରାଜ୍ୟର ଅନ୍ୟ ଜିଲ୍ଲାକୁ ଲମ୍ବୁଛି ଜାଲ୍ ସାର୍ଟିଫିକେଟ କରାବାର । ଗୋଟିଏ ପରେ ଗୋଟିଏ ଜିଲ୍ଲାରୁ ଆସୁଛି ନକଲି ସାର୍ଟିଫିକେଟର ସାଂଘାତିକ ଅଭିଯୋଗ । ଆଉ ଏ ବଡ଼ ରାକେଟ ପଛରେ ରହିଛି ବିଜେଡି ଲିଙ୍କ୍ ।

Jharsuguda By Polls
ଝାରସୁଗୁଡ଼ା ଉପନିର୍ବାଚନ : ବାଜିଲା ନିର୍ବାଚନ ବିଗୁଲ୍‌, କିଏ ପିନ୍ଧିବ ମୁକୁଟ ?

ଝାରସୁଗୁଡା ଉପନିର୍ବାଚନ ଭୋଟ ପାଇଁ ଘୋଷଣା ହେଲା ତାରିଖ । ମେ ୧୦ ତାରିଖରେ ହେବ ଭୋଟ, ଆଉ ୧୩ ତାରିଖରେ ହେବ ଗଣତି ।

Pradeep Panigrahi
ନବୀନଙ୍କୁ ପ୍ରଦୀପଙ୍କ ସିଧା ନିଶାନା; ‘ବ୍ରହ୍ମପୁର ଏୟାରପୋର୍ଟ ନାଁରେ ସରକାର ଦେଉଛନ୍ତି ଲଲିପପ୍’

ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ବରିଷ୍ଠ ନେତାଙ୍କୁ ଦଳରେ କାହିଁକି ନୀରବ କରାଗଲା ? ଗଞ୍ଜାମ ରାଜନୀତି ବିଜେଡିରେ ଦୁର୍ବଳ ନେତୃତ୍ୱ ପାଇଁ ଦଳର ଗୋଷ୍ଠୀକନ୍ଦଳ ତୀବ୍ର ହେଉଛି ।

News Fuse | Congress workers stage protest over Rahul Gandhi’s Lok Sabha disqualification
ରାସ୍ତା ଉପରେ ସୁର ଭାଇ ଚକା ପାରିଦେଲେ

ରାସ୍ତା ଉପରେ ସୁର ଭାଇ ଚକା ପାରିଦେଲେ । ପୋଲିସ୍ ବି ସେଇଠି କର୍ମୀ ବି ସେଇଠି । କି ପାଲା ଇଏ । ଜମା ବୁଝୁ ନାହାନ୍ତି ସୁର ଭାଇ I

  • Wednesday, 29 March 2023
Andhra Pradesh luring these Koraput villagers through developmental schemes
ପୁଣି ପଶିଲା ଆନ୍ଧ୍ର

ଆନ୍ଧ୍ର ଚଳାଉଛି ସୁବିଧା ଗୋଟି । ଲୋକେ ବି ପୁରା ଖୁସ୍ । ଓ଼ଡିଶା ଭିତରେ ପଶିବାକୁ ସୀମାନ୍ତବର୍ତ୍ତୀ ଲୋକଙ୍କୁ ସୁବିଧା ସୁଯୋଗ ଦେଉଛି ଆନ୍ଧ୍ର । ଲୋକେ ବି କହିବାକୁ ଆରମ୍ଭ କଲେଣି ଓଡିଶାଠୁ ଆନ୍ଧ୍ର ଭଲ । ସ୍ଥିତି ପୁରା ସାଂଘାତିକ

  • Wednesday, 29 March 2023
Vanik CMD
‘ବଣିକ CMDଙ୍କ BJD ଲିଙ୍କ୍, ପିଲାଙ୍କୁ ଦେଉଥିଲେ ସରକାରୀ ଚାକିରି ଆଶା’

BJDର ଯେଉଁ ଲୋକ ଏଥିରେ ସଂପୃକ୍ତ, ସମସ୍ତଙ୍କୁ ତଦନ୍ତକୁ ଅଣାଯାଉ । ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବୁ କହିଲେ କଂଗ୍ରେସର ବରିଷ୍ଠ ବିଧାୟକ ସନ୍ତୋଷ ସିଂହ ସାଲୁଜା ।

Congress Leader DK Shivakumar Showers Rs 500 Notes In Roadshow
Video: ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌...

ରୋଡ୍‌ ଶୋ’ରେ ଟଙ୍କା ବର୍ଷା, ଉଡ଼ିଲା ଖାଲି ୫୦୦ ଟଙ୍କିଆ ନୋଟ୍‌। ମଙ୍ଗଳବାର ଦିନ ଏକ ରୋଡ୍‌ ଶୋ’ ବେଳେ କର୍ଣ୍ଣାଟକର କଂଗ୍ରେସ ମୁଖ୍ୟ ଡିକେ ଶିବକୁମାର ଟଙ୍କା ଉଡ଼ାଉଥିବା ଦେଖିବାକୁ ମିଳିଥିଲା।

Karnataka Election
Big Breaking: ବାଜିଲା କର୍ଣ୍ଣାଟକ ବିଗୁଲ ! ମେ’ ୧୦ରେ ହେବ ନିର୍ବାଚନ

୨୨୪ଟି ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭାରେ ଏବେ ବିଜେପିର ୧୧୯ ଜଣ ବିଧାୟକ ରହିଛନ୍ତି ।

Jharsuguda By-Election
Breaking News: ମେ’ ୧୦ରେ ଝାରସୁଗୁଡ଼ା ଉପନିର୍ବାଚନ

 ୨୧ରେ ଯାଞ୍ଚ, ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦିଆଯାଇଛି । ମେ’ ୧୩ରେ ଭୋଟ ଗଣତି ହେବ ।

Jayanarayan Mishra
ପୁଣି ଗୃହରେ ନବ ତାତି ! ଜୟ କହିଲେ ନିର୍ଯ୍ୟାସ ବାହାରୁନି ଯଦି ଗୃହର ଆବଶ୍ୟକ କ’ଣ..?

ବଡ଼ ଲୋକଙ୍କ ସମ୍ପୃକ୍ତି ଅଛି, ତେଣୁ ସରକାର ତଦନ୍ତ କରୁ ନାହାନ୍ତି କହିଲେ ଜୟ । 

Odisha Politics
ବିଜେପିକୁ କାଉଣ୍ଟର ପାଇଁ ବିଜେଡି ଖେଳୁଛି କି ଧର୍ମ କାର୍ଡ ? ‘ଶଙ୍ଖ ମୋ ଗର୍ବ’ ପରେ ‘ଜୟ ଜଗନ୍ନାଥ’ ନାରା

ଶଙ୍ଖ ମୋ ଗର୍ବ' ପରେ ବିଜେଡିର ସୋସିଆଲ୍ ମିଡିଆରେ ନୂଆ କ୍ୟାମ୍ପେନ୍ ‘ଜୟ ଜଗନ୍ନାଥ’କୁ ନେଇ ଚର୍ଚ୍ଚା । ତେବେ ହଠାତ୍ ସ୍ଲୋଗାନ ବଦଳିବା ପଛର କାରଣ କଣ ? ବିରୋଧୀ କଂଗ୍ରେସ୍ କହିଛି, ଲୋକେ ଶଙ୍ଖ ମୋ ଗର୍ବ ନାରା ଗ୍ରହଣ ନକରିବାରୁ ବିଜେଡି ନିଜ ସ୍ୱର ବଦଳାଇଲା । ସେପଟେ ଆଗକୁ ରାମ ନବମୀ ଆସୁଥିବାରୁ ବିଜେପିର ଜୟ ଶ୍ରୀରାମ ନାରାକୁ କାଉଣ୍ଟର କରିବାକୁ ଏହି ଉଦ୍ୟମ ବୋଲି ଚର୍ଚ୍ଚା ହେଉଛି । ଏପଟେ କିନ୍ତୁ ବିଜେଡିର ନୂଆ ନାରାକୁ ନେଇ ତେଜିଛି ରାଜନୀତି ।