ସକାଳ ୭ଟାରୁ ଆରମ୍ଭ ହୋଇଛି ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟିଂ । ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥ୍ରେ ସିସିଟିଭି ଲଗାଯାଇଛି। ଏହାସହ ସମ୍ବେଦନଶୀଳ ବୁଥ୍ରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତି।
ସମସ୍ତଙ୍କ ପାଇଁ ଗୋଟିଏ ପ୍ରବେଶ ପଥ ନିୟମ ହୋଇଥିବାରୁ ଆଉ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଦର୍ଶନ କରିପାରୁ ନାହାନ୍ତି ପୁରୀ ବାସିନ୍ଦା। ବିଶେଷକରି ଆଗରୁ ଅନ୍ୟ ତିନି ଦ୍ବାର ଦେଇ ପ୍ରତ୍ୟହ କାଳିଆ ଦର୍ଶନ କରୁଥିବା ବୃଦ୍ଧ ଓ ବୃଦ୍ଧାଙ୍କ ପାଇଁ ପ୍ରଶାସନର ଏ ନିୟମ ଲକ୍ଷ୍ମଣରେଖା ସଦୃଶ ହୋଇଛି।
ସକାଳ ୭ଟାରୁ ସଂଧ୍ୟା ୬ଟା ଯାଏଁ ଭୋଟ୍ । ମୁକ୍ତ ଓ ଅବାଧ ମତଦାନ ପାଇଁ ବ୍ୟାପକ ବନ୍ଦୋବସ୍ତ । ୨୪ ପୂର୍ବରୁ ୩ ଦଳ ପାଇଁ ଶକ୍ତି ପରଖିବାର ବଡ଼ ସୁଯୋଗ ।
ନବୀନ ନିବାସରେ ଦୁଇ ନେତାଙ୍କ ଭେଟଘାଟକୁ ନେଇ ଚର୍ଚ୍ଚା । ମେଣ୍ଟ ଆଲୋଚନା ହୋଇନି କହି, କେହି ଖୋଲିଲେନି କାର୍ଡ । ଜେଡିୟୁ ଟୁଇଟର ଆକାଉଣ୍ଟ ପୋଷ୍ଟକୁ ନେଇ ବଢ଼ିଲା ସସ୍ପେନ୍ସ ।
ଅବସର ଥିଲା, କଂଗ୍ରେସର ଅସନ୍ତୁଷ୍ଟ କଟକ ବିଧାୟକ ମହମ୍ମଦ ମୁକିମଙ୍କ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମ । ଯାହାର ସାମଗ୍ରିକ ଉଦ୍ଦେଶ୍ୟ ଥିଲା, କେମିତି ଜାନକୀ-ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିରେ ସୁବର୍ଣ୍ଣ ଯୁଗ ଥିଲା ଏବଂ କଂଗ୍ରେସକୁ ପୁଣି କେମିତି ସେହି ସମୟ ଫେରିବ, ସେ ସଂପର୍କରେ ଚିନ୍ତନ । ତେବେ କଂଗ୍ରେସର ଏହି ଚିନ୍ତନ ସଭାକୁ ନିମନ୍ତ୍ରିତ ହୋଇଥିଲେ, ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନର ବିଜେଡି ବିଧାୟକ ସୌମ୍ୟରଂଜନ । ସୌମ୍ୟ କହିଥିଲେ, ଚର୍ଚ୍ଚା ହେଉଛି, କଂଗ୍ରେସର ସମସ୍ତ ୯ ଜଣ ଯାକ ବିଧାୟକ ବିଜେଡିରେ ମିଶିଯିବେ।
କେନ୍ଦ୍ରର ବିଜେପି ନେତତ୍ୱାଧୀନ ସରକାର ବିରୋଧୀ ଦଳଙ୍କୁ ଏକଜୁଟ କରୁଛନ୍ତି ନୀତିଶ । ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ନୀତିଶ ବିଭିନ୍ନ ରାଜ୍ୟକୁ ଯାଇ ବିଜେପି ବିରୋଧୀ ନେତାଙ୍କ ସହ ଭେଟଘାଟ କରୁଛନ୍ତି ।
ଉତ୍ତର ପ୍ରଦେଶ ଯୋଗୀ ଆଦିତ୍ୟନାଥ ଏନେଇ ହିନ୍ଦୀରେ ଏକ ଟ୍ୱିଟ୍ କରିଛନ୍ତି । ସେ ଲେଖିଛନ୍ତି, 'The Kerala Story' ଉତ୍ତରପ୍ରଦେଶରେ ଟିକସମୁକ୍ତ କରାଯିବ । ଯୋଗୀ ଆଦିତ୍ୟନାଥ ଏବଂ ତାଙ୍କର ପୂରା କ୍ୟାବିନେଟ ଏହି ସିନେମାର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଦେଖିବେ ବୋଲି ଆଶା କରାଯାଉଛି ।
EVM ଓ ଅନ୍ୟ ସରଞ୍ଜାମ ସହ ବୁଥ୍ ରେ ପହଞ୍ଚୁଛନ୍ତି ପୋଲିଂ ପାର୍ଟି
ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।
ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।
ନିର୍ବାଚନକୁ ମୁକ୍ତ ଓ ଅବାଧ କରିବାକୁ ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ମାଇକ୍ରୋ ଅବଜରଭରଙ୍କୁ ନିୟୋଜିତ କରାଯିବା ସହ ପ୍ରଥମଥର ପାଇଁ ସମସ୍ତ ୨୫୩ଟି ଯାକ ବୁଥରେ ୱେବ୍ କାଷ୍ଟିଂର ବ୍ୟବସ୍ଥା କରାଯାଇଛି । ଯାହା ଫଳରେ ଜିଲ୍ଲାପାଳ ଅଫିସ ଓ ସିଇଓଙ୍କ କାର୍ଯ୍ୟାଳୟରେ ବସି ସବୁ ବୁଥରୁ ଭୋଟ ଗ୍ରହଣ ସମୟର ଟିକିନିଖି ଦୃଶ୍ୟ ଦେଖି ହେବ ।
EVM ଓ ଅନ୍ୟ ସରଞ୍ଜାମ ସହ ମତଦାନ କେନ୍ଦ୍ର ମୁହାଁ ପୋଲିଂ ପାର୍ଟି । ଶାନ୍ତି ଶୃଙ୍ଖଳା ରକ୍ଷାରେ ୭ କଂପାନୀ କେନ୍ଦ୍ରୀୟ ବଳ । ରାଜ୍ୟ ପୋଲିସର ୧୯ ପ୍ଲାଟୁନ୍ ଫୋର୍ସ ମୁତୟନ ।
ବିଧାୟକ ସୌମ୍ୟରଂଜନ ଖୋଲିଲେ ଶାସନ ବ୍ୟବସ୍ଥାର ଗୁମର । କିଛି ଜାଣୁନାହାନ୍ତି ମନ୍ତ୍ରୀ କହିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଧର୍ମେନ୍ଦ୍ରଙ୍କ ଶଶିକଳା ସିଣ୍ଡ୍ରୋମ ମନ୍ତବ୍ୟକୁ ଭିତ୍ତିହୀନ କହିଲା ବିଜେଡି ।
ଖୋଲା ମଞ୍ଚରୁ ନିଶାନା ସାଧିଲେ ବରିଷ୍ଠ ନେତା ଚିରଞ୍ଜିବ ବିଶ୍ୱାଳ । ଜାନକୀ-ବସନ୍ତ ଲିଗାସିକୁ ନେଇ ନୂଆ ଆଞ୍ଚଳିକ ଦଳ ସମୀକରଣ ଚର୍ଚ୍ଚା ।
କର୍ଣ୍ଣାଟକରେ ହାଇଭୋଲଟେଜ୍ ପ୍ରଚାର। ୧୦ କିଲୋମିଟର ରୋଡ ସୋ କଲେ ମୋଦି। ଡେଲିଭରି ବୟ ସହ ସ୍କୁଟରରେ ବସି ବୁଲିଲେ ରାହୁଲ
ବଡ଼ ପ୍ରଶ୍ନ କାହିଁକି ପ୍ରସଙ୍ଗକୁ ନେଇ ପ୍ରଚାର ହେଲାନି? ପ୍ରସଙ୍ଗ ଗୌଣ ହୋଇ ଭାବପ୍ରବଣତାକୁ କାହିଁକି ଗୁରୁତ୍ୱ ଦିଆଗଲା? ସାଧାରଣ ନିର୍ବାଚନକୁ ଆଉ ବର୍ଷକରୁ କମ୍ ସମୟ ଥିବାରୁ ଏହି ଉପନିର୍ବାଚନକୁ ନେଇ ରାଜନୈତିକ ଦଳ ସେତେଟା ସିରିୟସ୍ ହେଲେନି କି ?
ଭୋଟ୍ ଟାଣୁନି କି ମୁଦ୍ଦା ? ପୁଳା ପୁଳା ସ୍ଥାନୀୟ ସମସ୍ୟା ସତ୍ତ୍ବେ ଝାରସୁଗୁଡ଼ା ଉପନିର୍ବାଚନରେ ଅସଲ ପ୍ରସଙ୍ଗକୁ ଛୁଉଁନାହାନ୍ତି କୌଣସି ବି ଦଳ । ବିରୋଧୀଙ୍କ କେବଳ ନବ ହତ୍ୟା ପ୍ରସଙ୍ଗ ଓ ଶାସକ ଦଳର ଅନୁକଂପା କାର୍ଡ ଲଢ଼େଇକୁ ନେଇ ଚର୍ଚ୍ଚା
ଝାରସୁଗୁଡ଼ା ପ୍ରଚାର ଲଢ଼େଇର ଶେଷ ପର୍ଯ୍ୟାୟରେ ନବୀନ ବନାମ ଧର୍ମେନ୍ଦ୍ର ଟକ୍କର । ରାଜ୍ୟରେ କଳାପାହାଡ଼ ଶାସନ ଚାଲିଥିବା କହି ବର୍ଷିଲେ କେନ୍ଦ୍ରମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଖେଳିଲେ ମହିଳା ଅସମ୍ମାନ ଓ ଅନୁକଂପା କାର୍ଡ, ଦୁଇ ଦଳଙ୍କୁ କଂଗ୍ରେସର ଟାର୍ଗେଟ
ଏଥିପାଇଁ ଖୋଦ୍ ଜିଲ୍ଲା ପ୍ରଶାସନ ହିଁ ଦାୟୀ ବୋଲି କହିଛି ବିଜେପି । ବାରିପଦାରେ ଦଳ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ସ୍ଥାନୀୟ ବିଧାୟକ ଅଭିଯୋଗ କରିଛନ୍ତି ଯେ, ଏହି ଘଟଣା ପଛରେ ଅଦୃଶ୍ୟ ଶକ୍ତିର ଚକ୍ରାନ୍ତ ରହିଛି । ତୃତୀୟ ମହଲା ଆଡ଼କୁ ମଧ୍ୟ ସେ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ।
ପ୍ରଚାର ସରିବାର ଦିନକ ପୂର୍ବରୁ ନିର୍ବାଚନୀ ସଭା ଓ ରୋଡ୍ ସୋ କରି ଆଜି ଏଭଳି ଅଭିଯୋଗ ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେପଟେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବାକୁ ମୈଦାନକୁ ଓହ୍ଲାଇଛନ୍ତି ଖୋଦ୍ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
କାହାର ହେବ ଝାରସୁଗୁଡ଼ା ? ଶେଷ ମୁହୂର୍ତ୍ତରେ ଗଡ଼ ଦଖଲ ପାଇଁ ପ୍ରଚାର ମୈଦାନରେ ହାଇଭୋଲଟେଜ୍ ଟକ୍କର। ମୁଖ୍ୟମନ୍ତ୍ରୀ ନବୀନଙ୍କ ସଭାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ସଭା, ରୋଡ୍ ସୋ...ଆଟାକ୍, କାଉଣ୍ଟର ଆଟାକ୍
ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବା ବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ବିଭିନ୍ନ ସମାଜ ଓ ବର୍ଗର ଭୋଟରଙ୍କୁ ଆଖି ଆଗରେ ରଖି ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର।
ଖାଲି ଗୋଟିଏ କି ଦୁଇଟି ସ୍ଥାନରେ ନୁହେଁ, ରାଜ୍ୟର ଏକାଧିକ ହାଇସ୍କୁଲରେ ଏବେ ସମାନ ଅବସ୍ଥା। ସରକାରଙ୍କ 5T ସ୍କୁଲର ବିକଳ ଚିତ୍ର ଦେଖିଲେ ଯେ କେହି ଆଶ୍ଚର୍ଯ୍ୟ ହେବ।
ଧାନ ସଂଗ୍ରହ ବେଳେ ମଣ୍ଡିରେ ସ୍ବଚ୍ଛତା ଆଉ ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ରାଜ୍ୟ ସରକାର ସବୁ ଧାନ କିଣା କେନ୍ଦ୍ରରେ କାର୍ଯ୍ୟକାରୀ କରୁଛନ୍ତି ସିସିଟିଭି ବ୍ୟବସ୍ଥା।