ବିଜେଡି କର୍ପୋରେଟର ଅମରେଶ ଜେନା କହିଛନ୍ତି, କିଛି ଲୋକ ଆମ ଭିତରେ ବିଭାଜନ ଉଦ୍ୟମ କରୁଛନ୍ତି । କିନ୍ତୁ ଆମେ ଏକଜୁଟ ଅଛୁ।
ସୌମ୍ୟଙ୍କୁ ଟାର୍ଗେଟ କଲେ ପ୍ରତାପ ଦେବ..କହିଲେ, 'ଦଳ ଓ ସରକାର ବିରୋଧରେ ଲେଖିବା ବିଶୃଙ୍ଖଳା'..ପ୍ରତାପଙ୍କୁ କଡ଼ା ଜବାବ ଦେଲେ ସୌମ୍ୟରଂଜନ..
ବିଜୁଳି ସମସ୍ୟା ନେଇ ମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ଭିନ୍ନ ମତ । ମୁଖ୍ୟ ଶାସନ ସଚିବ କହୁଛନ୍ତି, ମରାମତିରେ ଢିଲା ହେଉଛି ।
ପ୍ରଚଣ୍ଡ ଖରାକୁ ବଳି ଯାଉଛି ଲାଇନ୍ କଟିବାର ଯନ୍ତ୍ରଣା । ହେଲେ ପାୱାର କଟକୁ ମାନିବାକୁ ନାରାଜ ଶକ୍ତି ମନ୍ତ୍ରୀ । ଯାନ୍ତ୍ରିକ ତ୍ରୁଟି ପାଇଁ ୨ରୁ ୪ ଘଣ୍ଟା କଟୁଛି ଲାଇନ୍ ବୋଲି କହିଲେ ଶକ୍ତି ମନ୍ତ୍ରୀ ।
ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ଆହୁରି କହିଛନ୍ତି ଯେ, ପାୱାର କଟ ଶବ୍ଦ ଓଡ଼ିଶାର ଗଣମାଧମ ବ୍ୟବହାର କରିବା ହିଁ ଭୁଲ ।
ପୂର୍ବରୁ ଆଇନଜୀବୀ ଏନେଇ ସିଂହଦ୍ୱାର ଥାନାରେ ଏତଲା ଦେଇଥିଲେ । ହେଲେ ଥାନା ତାହକୁ ଗ୍ରହଣ ନ କରିବାରୁ ସେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ପୁରୀରୁ ସାଂସଦ ପ୍ରାର୍ଥୀ ହେବା ପୂର୍ବରୁ ସେ କେବେ ପୁରୀ ଆସିଥିଲେ ନା ଜଗନ୍ନାଥଙ୍କ ପାଇଁ କିଛି କହିଥିଲେ । ମାମଲା କୋର୍ଟରେ ଥିବାରୁ ବୈଷୟିକ ଦିଗ ଉପରେ କିଛି କହିବା ଠିକ ହେବନି ବୋଲି ପ୍ରତାପ କହିଛନ୍ତି ।
ଭୁବନେଶ୍ୱର: ରାଜ୍ୟର ଲୋକପ୍ରିୟ ନ୍ୟୁଜ୍ ଚ୍ୟାନେଲ୍ ଓଟିଭିର ଡିସକସନ୍ ବା ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରେ ଭାଗ ନେବ ନାହିଁ ବିଜେଡି। ଓଟିଭି ନିରପେକ୍ଷ ଭାବେ ଖବର ପରିବେଷଣ କରୁନଥିବା ଅଭିଯୋଗ ଆଣି ଏଭଳି ନିଷ୍ପତ୍ତି ନିଆଯାଇଥିବା ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି। ଦଳୀୟ ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରତାବ ଦେବ କହିଛନ୍ତି, ଓଟିଭିର ବିତର୍କ ଭିତ୍ତିକ କାର୍ଯ୍ୟକ୍ରମରୁ ବିଜେଡି ନିଜକୁ କ୍ଷାନ୍ତ ରଖିବ। ସାଂସଦ ବୈଜୟନ୍ତ ପଣ୍ଡା ଦଳରୁ ସସପେଣ୍ଡ […]