Congress issues show cause notices
ଯେତେ ସଜାଡ଼ିଲେ, ସେତେ ଅସଜଡ଼ା କଂଗ୍ରେସ ଘର। ଗୋଷ୍ଠୀ କନ୍ଦଳ ଥମିବାର ନାଁ ଧରୁନି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଏବେ ନେତୃତ୍ୱ ଖଡଗହସ୍ତ। ଦଳ ବିରୋଧୀ ମନ୍ତବ୍ୟ ପାଇଁ ଚିରଞ୍ଜୀବ ଓ ମୋକିମଙ୍କୁ ଏଆଇସିସି ସୋ କଜ୍ ନୋଟିସ୍ ଜାରି କରିଛି। ସେପଟେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ କୋରାପୁଟ ଜିଲ୍ଲା ସଭାନେତ୍ରୀ ଭାବେ ପୁଣି ଥରେ ଘୋଷଣା ଲାଗି ଦାବି ଜୋର ଧରିଲାଣି। ପତ୍ନୀଙ୍କ ପାଇଁ ଆଜି କଂଗ୍ରେସ ଭବନରେ ଜିଲ୍ଲାର ନିର୍ବାଚିତ ପ୍ରତିନିଧିଙ୍କୁ ଆଣି ବଳ ଦେଖାଇଛନ୍ତି ତାରା
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)