ଝାରସୁଗୁଡ଼ାରେ ଆଦର୍ଶ ଆଚରଣ ବିଧିର ଖୋଲା ଉଲଂଘନକୁ ନେଇ ମୁହାଁମୁହିଁ ବିଜେଡି- ବିଜେପି: ଭୋଟ୍ ବେଳେ ପ୍ୟାକେଜ ଘୋଷଣା କରି ସରକାର ନିୟମ ଭାଙ୍ଗିଥିବା କହି ବର୍ଷିଲେ ବିରୋଧୀ । ବିଜେଡିର ଖଣ୍ଡନ, ସିଇଓ କହିଲେ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
କାର୍ଯ୍ୟକ୍ରମରେ ଦେଶର ଭବିଷ୍ୟତମାନଙ୍କୁ ଯେତେବେଳେ ଦୀକ୍ଷାନ୍ତ ଭାଷଣ ଦେଉଥିଲେ ମହାମହିମ, ଠିକ୍ ସେତିକିବେଳକୁ ଚାଲିଗଲା ବିଦ୍ୟୁତ।ଅଭିଭାଷଣ ଆରମ୍ଭର ୪ ମିନିଟ୍ ୧୧ ସେକେଣ୍ଡ ଭିତରେ ପାୱାର୍ ଫେଲ୍।
ସୁଜାତା ଆର୍. କାର୍ତ୍ତିକେୟନ ଫ୍ୟାନ୍ କ୍ଳବର ଏକ ପୋଷ୍ଟକୁ ସେୟାର କରାଯାଇଛି। ଏହି ପୋଷ୍ଟରେ ମିଶନ ଶକ୍ତି ସଚିବ ସୁଜାତା ଆର୍. କାର୍ତ୍ତିକେୟନଙ୍କ ସଂପର୍କରେ ମତାମତ ମଗାଯାଇଛି।
ହଲରେ ପୂରା କିଟିକିଟି ଅନ୍ଧାରରେ ବସିଲେ ନିମନ୍ତ୍ରିତ ଅତିଥି । ପ୍ରାୟ ୯ ମିନିଟ ପରେ ଜେନେରେଟର ଦ୍ବାରା ବିଜୁଳି ପୁନର୍ବାହାଲ ହୋଇଥିବା ସୂଚନା ମିଳିଛି ।
ମୟୂରଭଞ୍ଜର ଦେଶୀ ଚାଉଳ ମୁଗେଇଶାଳର ଭାତ, ପଞ୍ଚମେଲନ ଡାଲି ଓ ପୋଟଳ-ନଡିଆ ରସରେ ପ୍ରସ୍ତୁତ କୋର୍ମା ରାଷ୍ଟ୍ରପତିଙ୍କୁ ପରଷା ଯାଇଥିଲା।
ଝାରସୁଗୁଡ଼ା ଉପନିର୍ବାଚନରେ ବିରୋଧୀ ଅପେକ୍ଷା ବିଜେଡିକୁ ବିଜେଡିର ଚିନ୍ତା। ଅଡୁଆ ହୋଇପାରେ ଦଳରେ ଚାଲିଥିବା ଗୋଷ୍ଠୀ କନ୍ଦଳ। କାରଣ ଦିବଂଗତ ନେତା ନବ ଦାସ ଓ କିଶୋର ମହାନ୍ତିଙ୍କ ଗୋଷ୍ଠୀ ମଧ୍ୟରେ ଲାଗି ରହିଛି ଛକାପଞ୍ଝା।
ସୋରଡ଼ା ବିଧାୟକଙ୍କ ନଡ଼ିଆ ମାନସିକ । ଗଞ୍ଜାମ ଜିଲ୍ଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ(MLA Purna Chandra Swain) ନିଜର ମାନସିକ ପୂରଣ ପରେ ଗତକାଲି ନୃସିଂହ ଚତୁର୍ଦ୍ଦଶୀ ତିଥିରେ ଆନ୍ଧ୍ର ପ୍ରଦେଶର ସୀମାଞ୍ଚଳ ଠାରେ ଥିବା ନୃସିଂହ ମନ୍ଦିରରେ ନିଜ ସମର୍ଥକଙ୍କ ସହ ପହଞ୍ଚିଥିଲେ
୨୪ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଆରମ୍ଭ ହେଲାଣି କି ବିଦ୍ରୋହ ? ଗୋଷ୍ଠୀ କନ୍ଦଳ ପାଇଁ ହାରୁଛି କି ଦଳ ? ପ୍ରଥମେ ଧାମନଗର ଆଉ ଏବେ ପୁରୀରେ ୧୧ ନମ୍ବର ଜିଲ୍ଲା ପରିଷଦ ଜୋନରେ ବିଜେଡ଼ିକୁ ଝଟକା ଲାଗିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ଏବେଠୁ ଗୋଷ୍ଠୀ କନ୍ଦଳର ଆଭାସ ବି ଦେଖିବାକୁ ମିଳିଲାଣି। ପାରାଦୀପ, ଜୟପୁର ସମେତ ରାଜ୍ୟର ୫୦ରୁ ଅଧିକ ନିର୍ବାଚନମଣ୍ଡଳୀରେ ଗୋଷ୍ଠୀ ବିବାଦ ବଢ଼ିବା ସହ ସମାନ୍ତରାଳ ସଂଗଠନ ଚଳାଇଛନ୍ତି ଆଶାୟୀ।
ଝାରସୁଗୁଡ଼ା : ପୁରୁଣା ବିଜେଡି VS ନୂଆ ବିଜେଡି । ନିର୍ବାଚନ ଯେତିକି ଯେତିକି ପାଖେଇ ଆସୁଛି ରାଜନୀତି ସେତିକି ସେତିକି ବଢୁଛି
ହଙ୍ଗା ପଡ଼ିଲା କି ବିଜେଡ଼ି ଜିଲ୍ଲା ପରିଷଦ ସଦସ୍ୟ ଧର୍ମେନ୍ଦ୍ର ସାହୁଙ୍କ ଆତ୍ମହତ୍ୟା ମାମଲା ? ତା’ ସହ ବିଜେଡିର ଅନ୍ତର୍ଦ୍ବନ୍ଦ୍ବ ବି ମାତ୍ ଦେବାରେ ସାହାଯ୍ୟ କଲା କି ? ଏହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା।
ରାଜନୀତିରେ ‘ସମ୍ବେଦନଶୀଳ’ ଶବ୍ଦର ବ୍ୟବହାର ବଢିବାରେ ଲାଗିଛି। ଏହି ଶବ୍ଦ ବ୍ୟବହାର କରି ସମ୍ପୃକ୍ତ ଘଟଣାକୁ ବାଟବଣା କରାଯାଉନି ତ? ନା ଏହି ଶବ୍ଦର ପ୍ରୟୋଗ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ?
୨୦୧୯ରେ ୧୩,୯୬୯ ହଜାର ଭୋଟରେ ଜିତିଥିଲେ । ଏବେ ୧୫ ହଜାର ନଡ଼ିଆ ଫଟାଇଲେ । ପୂର୍ଣ୍ଣଙ୍କ ସହ ଥିଲେ ଆସିକା ସାଂସଦ ପ୍ରମିଳା ବିଶୋୟୀ ।
ଗୋଟିଏ ଦିନରେ ରାଜ୍ୟର ୨ ବରିଷ୍ଠ ନେତାଙ୍କ ପ୍ରଚାର କାର୍ଯ୍ୟକ୍ରମ । ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ।
ଗଣ୍ଡଗୋଳ ପରେ ଝାରସୁଗୁଡାରେ ଉଭୟ ବିଜେପି ଓ ବିଜେଡି ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଖରେ ଫେରାଦ ହୋଇଛନ୍ତି। ପ୍ରଥମେ ବିଜେପି ରାଜ୍ୟ ସଭାପତିଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କୁ ଭେଟି ବିଜେଡି ହିଂସା ଆଚରଣ କରୁଥିବା ଅଭିଯୋଗ କରିଥିଲେ।
ଗୋପ ଜିଲ୍ଲାପରିଷଦ ଆସନ ଏବେ ବିଜେଡି ହାତରୁ ଖସି ବିଜେପି ଖାତାକୁ ଚାଲିଯାଇଛି ।
ପୂର୍ତ୍ତ ବିଭାଗ ଆଇବି ବଦଳରେ ଘରେ ରାତ୍ରିଯାପନ । ଘରେ ରାତ୍ରଭୋଜନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।
ଝାରସୁଗୁଡ଼ା ନିର୍ବାଚନରେ କିଏ କରୁଛି ହିଂସା ? ଟଙ୍କଧର ଓ କୁସୁମ ଟେଟେଙ୍କ ଉପରେ ଆକ୍ରମଣ ଅଭିଯୋଗ ପରେ ତେଜିଲା ହିଂସା ରାଜନୀତି । କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ସିଇଓଙ୍କୁ ଭେଟି ପରସ୍ପର ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲେ ଉଭୟେ ବିଜେପି-ବିଜେଡି
ଘର ଗୋଟିଏ । ହେଲେ ସରକାରୀ ଯୋଜନା ହାତେଇବାକୁ ଗୋଟିଏ ପରିବାର ଗୋଟିଏ ଘରକୁ ଦେଖାଇ ହାତେଇ ନେଇଛନ୍ତି ଲକ୍ଷ ଲକ୍ଷ ଟଙ୍କା। ସରକାରଙ୍କ ମତ୍ସ୍ୟ ପୋଖରୀ ଏବଂ ଗୋଦାମ ଗୃହ ଏଭଳି ୨ଟି ଯୋଜନାରେ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ, ଖୋର୍ଦ୍ଧା ବ୍ଲକ ଗଡ଼ ହଳଦିଆ ପଞ୍ଚାୟତ ବସନ୍ତ ଗାଁର ତିନିଜଣ ହିତାଧିକାରୀଙ୍କୁ ଦେଇଛନ୍ତି ୧୬ ଲକ୍ଷ ଟଙ୍କା। ୨୦୧୮- ୧୯ ଆର୍ଥିକ ବର୍ଷରେ ଗୋଦାମ ଗୃହ ପାଇଁ ଜଣକା ୨ ଲକ୍ଷ ହିସାବରେ ୩ ଜଣଙ୍କୁ ୬ ଲକ୍ଷ ଏବଂ ମତ୍ସ୍ୟ ପୋଖରୀ ଯୋଜନାରେ ସେମାନଙ୍କ ମଧ୍ୟରୁ ଜଣକୁ ୧୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା।
ରାଇରଙ୍ଗପୁରରେ ସଂବର୍ଦ୍ଧନା ସଭାରେ ଭାବବିହ୍ୱଳ ହୋଇପଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଉତ୍ସବମୁଖର ସାରା ମୟୂରଭଞ୍ଜ। ସତେ ଯେମିତି ନୂଆ ରୂପରେ ସଜେଇ ହୋଇଛି ପୁରା ଜିଲ୍ଲା। ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଆ ଖାଦ୍ୟର ବ୍ୟବସ୍ଥା ହୋଇଥିଲା।
ଜନ୍ମମାଟି ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବାଦାମପାହାଡ଼ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇଲେ ରାଷ୍ଟ୍ରପତି । ହେଲିପ୍ୟାଡରୁ ଓହ୍ଲାଇ ଉପସ୍ଥିତ ଲୋକଙ୍କ ଅଭିବାଦନ ଗ୍ରହଣ କଲେ । ରାଷ୍ଟ୍ରପତି ହେବା ପରେ ଦ୍ରୌପଦୀ ମୁର୍ମୁଙ୍କ ଏହା ପ୍ରଥମ ମୟୂରଭଞ୍ଜ ଗସ୍ତ । ୩ ଦିନିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି । ହେଲିପ୍ୟାଡରେ ଓହ୍ଲାଇବା ପରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ତାଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଛନ୍ତି ରାଜ୍ୟପାଳ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ମଧ୍ୟ ସ୍ୱାଗତ କରିଛନ୍ତି ।
ଝାରସୁଗୁଡ଼ା ଉପ ନିର୍ବାଚନ ପ୍ରଚାର ବେଳେ ହିଂସା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ ଆରୋପ ଓ ପ୍ରତ୍ୟାରୋପ ଜୋର ଧରିବା ପରେ ଥାନାରେ ମାମଲା ରୁଜୁ ହୋଇଛି।
ଉପନିର୍ବାଚନକୁ ନେଇ ଝାରସୁଗୁଡ଼ାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ସରଗରମ ରାଜନୀତି । ଗୋଟିଏ ପଟେ ଝାରସୁଗୁଡ଼ା ବିଜେପି ଜିଲ୍ଲା ସଭାପତି ମଙ୍ଗଳ ସାହୁ ଦଳରୁ ଇସ୍ତଫା ଦେଇ ଶଙ୍ଖ ଶିବିରରେ ସାମିଲ ହୋଇଥିବା ବେଳେ ଝାରସୁଗୁଡାରେ ମୁହାଁମୁହିଁ ହୋଇଛନ୍ତି ବିଜେପି-ବିଜେଡି କର୍ମୀ ।
କେନ୍ଦ୍ରୀୟ ଫୋର୍ସ ମୁତୟନ ନେଇ ସିଇଓଙ୍କ ପାଖେ ବିଜେପିର ଦାବି । ପଦ୍ମ ଛାଡ଼ି ଶଙ୍ଖ ଧରିଲେ ଜିଲ୍ଲା ବିଜେପି ସଭାପତି ମଙ୍ଗଳ ସାହୁ ।