• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Bolangir Sarpanch produces fake certificate during nomination
ବାପାଙ୍କ ନାଁ ସ୍ଥାନରେ ଶ୍ୱଶୁରଙ୍କ ନାଁ, ନୋମିନେସନ୍‌ ବେଳେ ନକଲି ସାର୍ଟିଫିକେଟ ଦେଲେ ସରପଞ୍ଚ...

 ବୁଡ଼ାବାହାଲ ପଞ୍ଚାୟତର ସରପଞ୍ଚ ଯୁଗଲାଲ ମାଝୀ ନୋମିନେସନ ସମୟରେ ନକଲି SLC ବା ସ୍କୁଲ୍‌ ଲିଭିଙ୍ଗ ସାର୍ଟିଫିକେଟ ଦେଇଥିବା ଜଣାପଡ଼ିଛି।

Odisha BJP
‘ମୁଖ୍ୟମନ୍ତ୍ରୀଙ୍କ ଜାପାନ ଗସ୍ତ ଏକ ନାଟକ ! ପୁରୁଣା ବହିରେ ନୂଆ ମଲାଟ ମାରି, ନେଉଛନ୍ତି ବାହାବାହା’

୨୦୨୦ ଫେବୃଆରୀ ୨୭ ତାରିଖରେ ଧର୍ମେନ୍ଦ୍ର ପ୍ରଧାନଙ୍କ ମଧ୍ୟସ୍ତିରେ ଓଡିଶା ସରକାର ନିପନ୍ ଷ୍ଟିଲ ସହ ଆଲୋଚନା କରିଥିଲେ ବୋଲି ବିଜେପି କହିଛି ।

BJD leader campaigns against Minister Ashwini Patra in Jaleswar
ନିର୍ବାଚନ ପୂର୍ବରୁ ବିଜେଡିରେ ଗୋଷ୍ଠୀ କନ୍ଦଳ

ସାଧାରଣ ନିର୍ବାଚନ ପୂର୍ବରୁ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବିଜେଡିରେ ଗୋଷ୍ଠୀ କନ୍ଦଳ ଦେଖିବାକୁ ମିଳିଛି। ମନ୍ତ୍ରୀ ଅଶ୍ୱିନୀ ପାତ୍ରଙ୍କୁ ଚ୍ୟାଲେଞ୍ଜ କରି ଜିଲ୍ଲାର ଅନ୍ୟ ଏକ ବିଜେଡି ଗୋଷ୍ଠୀ ସଭା କରିଛନ୍ତି।

Odisha Politics
ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାୟାର୍ଡ ବାବୁ, ଦରମା ୭୫ ହଜାର

ରାଜ୍ୟ ସରକାରଙ୍କ ଅବସରପ୍ରାପ୍ତ ଅଫିସର୍ ପ୍ରୀତିକୁ ନେଇ ଚର୍ଚ୍ଚା । ରାଜ୍ୟରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ପୁନଃ ନିଯୁକ୍ତିକୁ ନେଇ ଅସନ୍ତୋଷ । ଏଣେ ନିଯୁକ୍ତି ନପାଇ ହତାଶ ଯୁବ ପିଢି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ଲୋକସେବା ଭବନ ପରେ ଏବେ ଜିଲ୍ଲା ସ୍ତରରେ ରିଟାୟାର୍ଡ ବାବୁଙ୍କ ନିଯୁକ୍ତି ନେଇ ମସୁଧା । ତାହା ପୁଣି ନଗର ଉନ୍ନୟନ ବିଭାଗରେ । ନଗର ଉନ୍ନୟନ ବିଭାଗର ରିଜୋଲେସନ୍‌କୁ ଦେଖିଲେ ଏହା ସ୍ପଷ୍ଟ ବାରି ହେଉଛି ।

Bonded Labor
​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ଗାଁଖାଲି ଖାଲି.. ଦୂଆରେ ଦୂଆରେ ତାଲା..। ଯାହାଙ୍କ ଘର ଖୋଲା, ବୁଢ଼ାବୁଢ଼ୀ, ଛୁଆ ପିଲାଙ୍କୁ ଛାଡ଼ି ଦେଲେ, ସେ ଘରୁ ଦାଦନରେ ମୁଖିଆ ନହେଲେ ଭେଣ୍ଡିଆ । ଠିକଣା-ସୁରତ, ଚେନ୍ନାଇ ନହେଲେ ବାଙ୍ଗାଲୋର । ଗଞ୍ଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଡି. ନୂଆପାଲି ଗାଁରେ ଏଭଳି କିଛି ଚିତ୍ର ଦେଖିବାକୁ ମିଳିଛି । ଏଭଳି ପରିସ୍ଥିତି ଆଜିର ନୁହେଁ ବର୍ଷ ବର୍ଷର ।

Odisha Politics
ଏ କି ନୂଆ ଫନ୍ଦି ! ଜିଲ୍ଲାରେ ନିଯୁକ୍ତି ହେବେ ରିଟାୟାର୍ଡ ବାବୁ, ଦରମା ୭୫ ହଜାର

ଚାକିରି କରିବେ ଅବସରପ୍ରାପ୍ତ ସରକାରୀ ଅଧିକାରୀ । ଅଜବ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଘେରିଲେ ବିରୋଧୀ ।

Bonded Labor
​​​​​​​ଗାଁ ଖାଲି ଖାଲି, ଦୂଆରେ ଦୂଆରେ ତାଲା ! ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଦାନା ପାଇଁ ଧାଇଛନ୍ତି ଦାଦନ..

ବେରୋଜଗାରୀକୁ ନେଇ ଯୁବପିଢ଼ିଙ୍କ ଭିତରେ ଅସନ୍ତୋଷ । ବିଜେଡି ଗଡ଼ରେ ସରକାରଙ୍କୁ ଘେରିଲେ ବିଜୟ ।

Metro Train
କେବେ ଗଡ଼ିବ ମେଟ୍ରୋ ? କେଉଁଠି ହେବ ରାସ୍ତା ? ଖର୍ଚ୍ଚ ହେବ କେତେ ? ଜାଣନ୍ତୁ କ’ଣ କହୁଛି ରିପୋର୍ଟ...

କେବେ ବାସ୍ତବ ରୂପ ନେବ ମୁଖ୍ୟମନ୍ତ୍ରୀଙ୍କ ମେଟ୍ରୋ ସ୍ୱପ୍ନ ? ଘୋଷଣା ପରଠୁ ଟ୍ୱିନ୍ ସିଟିରେ ଚର୍ଚ୍ଚା ଓ ଉତ୍କଣ୍ଠା । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ଗଡ଼ିବ ମେଟ୍ରୋ ।

A.K Antony
ହାତ ଛାଡି ପଦ୍ମ ଧରିଲେ ଏ.କେ.ଆଣ୍ଟୋନୀଙ୍କ ପୁଅ

କଂଗ୍ରେସର ଭେଟେରାନ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏ.କେ. ଆଣ୍ଟୋନୀଙ୍କ ପୁଅ ଅନିଲ ଆଣ୍ଟୋନୀ ଗୁରୁବାର ବିଜେପିରେ ଯୋଗ ଦେଇଛନ୍ତି।

Rahul Gandhi
ରାହୁଲ ଗାନ୍ଧିଙ୍କୁ ଆଧୁନିକ ଭାରତର ମହାତ୍ମା ଗାନ୍ଧି ବୋଲି କାହିଁକି କହିଲେ କଂଗ୍ରେସ ବିଧାୟକ..?

ହଠାତ୍‌ ରାହୁଲ ଗାନ୍ଧିଙ୍କୁ ମହାତ୍ମା ଗାନ୍ଧିଙ୍କ ସହ କାହିଁକି କରାଗଲା ତୁଳନା ? କ’ଣ ରହିଛି ରହସ୍ୟ ?

Bijay Pattnaik
ନବୀନଙ୍କୁ ବିଜୟଙ୍କ ସିଧା ନିଶାନା; କାହିଁକି ଶିଳ୍ପ ଉପରେ ଗୁରୁତ୍ୱ ଦେଲେନି ?

'ବିଜେଡିକୁ ଜିତେଇବା ପାଇଁ କାମ କରୁଛନ୍ତି ଗଂଜାମ ଜିଲ୍ଲାର ପ୍ରଶାସନିକ ଅଧିକାରୀ': ବିଜୟ ପଟ୍ଟନାୟକ

Former Nabarangpur Municiplity Chairman
ଦିନେ ଜନଶୁଣାଣୀ କରୁଥିଲେ, ଆଜି ନିଜ ଅଭିଯୋଗ ନେଇ ଗଲେ

କଂଗ୍ରେସ ଗଡ଼ କୁହାଯାଉଥିବା ନବରଙ୍ଗପୁରରେ ବିଜୟର ବାନା ଉଡ଼ାଇଥିଲେ ପ୍ରହଲ୍ଲାଦ । ହେଲେ ସମୟ ଅନୁସାରେ ସବୁକିଛି ବଦଳିଯାଇଛି । ଯିଏ ଦିନେ ଲୋକଙ୍କ କଥା ବୁଝୁଥିଲେ, ଅଭିଯୋଗ ଶୁଣି ସମାଧାନର ରାସ୍ତା ବାହାର କରୁଥିଲେ। ଆଜି ସିଏ ନିଜେ ଅଭିଯୋଗ ନେଇ ପହଞ୍ଚିଥିଲେ ପୌରପାଳିକା କାର୍ଯ୍ୟାଳୟରେ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଭାରି ଚର୍ଚ୍ଚା ହେଉଛି ।

I-T & GST Raids
ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ଆରମ୍ଭ ହୋଇଯାଇଛି ରେଡ୍ ରାଜନୀତି

ଯାହାକୁ ନେଇ ମୁହାଁମୁହିଁ ବିଜେଡି-ବିଜେପି।

SHG
ବିଜେଡିକୁ SHG ମହିଳା ଚିନ୍ତା

ସେମାନଙ୍କୁ ସଙ୍ଗଠିତ କରି ରଖିବା ଲାଗି ନେତା ଓ ବିଧାୟକମାନଙ୍କୁ ବିଜେଡି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

SHG
ବିଜେଡି ଠାରୁ ଦୂରେଇ ଯାଉଛନ୍ତି କି SHG ଗୋଷ୍ଠୀ ?

ସରକାରଙ୍କ ଉପରୁ ତୁଟୁଛି କି ଏସ୍ଏଚଜିଙ୍କ ଭରସା? ଏକଜୁଟ୍ କରି ରଖିବାକୁ ନେତାଙ୍କୁ ବିଜେଡିର ନିର୍ଦ୍ଦେଶ

  • Wednesday, 05 April 2023
  • SHG
  • BJD
I-T & GST Raids
ନିର୍ବାଚନ ପୂର୍ବରୁ ତେଜିଲା ରେଡ୍ ପଲିଟିକ୍ସ : ଆଇଟି ରେଡ୍ ବନାମ୍ ଷ୍ଟେଟ୍ ଜିଏସଟି ରେଡ୍

ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।

Atabira NAC election
ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍, ୧୧ଟି ୱାର୍ଡରେ ବିଜୟୀ

ଅତାବିରାରେ ବିଜେଡିର ବାଜିମାତ୍ । ବରଗଡ଼ର ଅତାବିରା ଏନଏସି ନିର୍ବାଚନରେ ବିଜେଡିର ବାଜିମାତ୍ । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଥିବା ବେଳେ ଗୋଟିଏ ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି।

CM Naveen Patnaik
ମୁଖ୍ୟମନ୍ତ୍ରୀ ଜାପାନ୍‌ରେ, ଚର୍ଚ୍ଚା ଓଡ଼ିଶାରେ

ବିଦେଶୀ ପୁଞ୍ଜି ଆଣିବା ଲାଗି ମୁଖ୍ୟମନ୍ତ୍ରୀ ଜାପାନ ଗସ୍ତରେ ଥିବାବେଳେ ବିଜୟ, ସରକାରଙ୍କୁ ପଚାରିଛନ୍ତି ୧୦ ଟି ପ୍ରଶ୍ନ ।

IT Raid
ରାଜ୍ୟବ୍ୟାପୀ ମାରାଥନ୍‌ IT ରେଡ୍, ପ୍ରାୟ ବ୍ୟବସାୟୀଙ୍କ ସହ ବିଜେଡି ନେତାଙ୍କ ଲିଙ୍କ !

ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।

CM Naveen Patnaik
ଜାପାନ୍‌ରେ ନବୀନ, ଓଡ଼ିଶାରେ ପ୍ରଶ୍ନବାଣ; ରାଜ୍ୟକୁ କେତେ ପୁଞ୍ଜି ଆଣିଛ କୁହ ?

କାହିଁକି ରାଜ୍ୟକୁ ଆସୁନି ବିଦେଶୀ ପୁଞ୍ଜି? ମେକ୍ ଇନ୍ ଓଡ଼ିଶା ଆୟୋଜନ ଖର୍ଚ୍ଚଠୁ ବି ନିବେଶ କମ୍ । ଅବହେଳିତ ଓଡ଼ିଆ ନିବେଶକ ଆଉ ଶିଳ୍ପପତି ।

Social Media War
୨୪ ରେ କିଏ ମାରିବ ବାଜି ? ବିଜେପିର ସାଇବର ଆର୍ମି Vs ବିଜେଡିର ସୋସିଆଲ ମିଡିଆ ଆର୍ମି

ସାଧାରଣ ନିର୍ବାଚନ ପୂର୍ବରୁ ଜୋରଦାର ହେବାକୁ ଯାଉଛି ସୋସିଆଲ ମିଡିଆ ୱାର୍ । ବିଜେପିର ସାଇବର ଆର୍ମିକୁ କାଉଣ୍ଟର କରିବାକୁ ବିଜେଡିର ସଜବାଜ । ଆରମ୍ଭ ହୋଇଛି ଦଳର ସୋସିଆଲ ମିଡିଆ ଟ୍ରେନିଂ । ସେପଟେ ବିଜେପି କହିଛି ଲୋକମାନେ ବିଜେଡିକୁ ଦୂରେଇ ଦେଲେଣି । ନିଜର ଭାବମୂର୍ତ୍ତି ରକ୍ଷା ଲାଗି ଏହି ପ୍ରୟାସ ।

Kotia
କୋଟିଆକୁ ନେଇ ଘନେଇଲା ବିବାଦ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

କୋଟିଆକୁ ନେଇ ତୀବ୍ର ହେଉଛି ବିବାଦ । ଉତ୍କଳ ଦିବସରେ କୋଟିଆ ଗସ୍ତରେ ଯାଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ 'ଆନ୍ଧ୍ର ଗୋ ବ୍ୟାକ୍' ନାରା ପରେ ତେଜିଛି ରାଜନୀତି । ଆନ୍ଧ୍ରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ରାଜାନ୍ନା ଦୋରା, ଏହି ମନ୍ତବ୍ୟ ପ୍ରତ୍ୟାହାର କରିବାକୁ ଧର୍ମେନ୍ଦ୍ରକୁ ଅପିଲ୍ କରିଥିବା ବେଳେ ବିଜେପି ତାର ଦୃଢ ଜବାବ ଦେଇଛି । ସେପଟେ କୋଟିଆ ଗସ୍ତରୁ ଫେରିବା ପରେ ବିଜେପି ବିଧାୟକମାନେ ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର କୋଟିଆ ପ୍ରତି ଅବହେଳା କରିଛନ୍ତି ।

Teacher Protest
ସରକାରୀ ଆଦେଶକୁ ମାନୁନି କି ଗଣଶିକ୍ଷା ବିଭାଗ ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ପୂରଣ ହେଉନି ଦାବି

ରାଜଧାନୀର ରାଜରାସ୍ତାରେ ପୁଣି ଗୁରୁଙ୍କ ଗର୍ଜନ । ଆଗାମୀ ନିର୍ବାଚନରେ ପାନେ ଦେବାକୁ ଶିକ୍ଷକଙ୍କ ପଣ ।

KOTIA
କୋଟିଆର ନାହିଁ ନାହିଁର ଗାଁ କାଟ୍ରାଗଡ଼ାରେ ବଦଳୁନି ଜୀବନ, ମୌଳିକ ସୁବିଧା ସାତସପନ !

କୋଟିଆରୁ ୪ କିମି ଦୂରକୁ ପହଁଚିପାରୁନି ସୁବିଧା । ବର୍ଷକ ଭିତରେ ସବୁ ସମାଧାନ ହୋଇଯିବ: ପଟାଙ୍ଗୀ ବିଧାୟକ ।

Kotia
କୋଟିଆକୁ ନେଇ ଘନେଇଲା ବିବାଦ; ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ବିଜେଡି ଓ ବିଜେପି ପକ୍ଷରୁ କୋଟିଆରେ ଉତ୍କଳ ଦିବସ ପାଳନକୁ ନେଇ ଏକ ପ୍ରକାର ପ୍ରତିଯୋଗିତା ପରେ ତେଜିଲା ରାଜନୀତି । କୋଟିଆରୁ ଫେରିବା ପରେ ବିଜେପି ବିଧାୟକମାନେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।