ଉଚ୍ଚଶିକ୍ଷା ବିଭାଗରୁ ଏକାବେଳକେ ମନ୍ତ୍ରୀ ଓ ସଚିବ ବିଦା ହେବାକୁ ନେଇ ରାଜ୍ୟ କ୍ଷମତା ଅଳିନ୍ଦରେ ଜୋରଦାର ଚର୍ଚ୍ଚା। କେବଳ ପ୍ରଦର୍ଶନ ନା ୟା ପଛରେ ରହିଛି ଆଉ କିଛି ବଡ଼ କାରଣ। କୁହାଯାଉଛି, ଉଚ୍ଚଶିକ୍ଷା ବିଭାଗର ବ୍ୟାପକ ଅନିୟମିତତାରେ ମନ୍ତ୍ରୀ, ସଚିବଙ୍କ ହାତ ଥିବାରୁ ଏଭଳି ଆକସ୍ମିକ ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ଏନେଇ ରାଜ୍ୟ ସରକାରଙ୍କୁ ଘେରିଥିବା ବେଳେ, ରାଜନୈତିକ ସ୍ତରରେ ଏହାର କି ପ୍ରଭାବ ପଡ଼ିବ ତାକୁ ନେଇ ବି ଆକଳନ ଆରମ୍ଭ ହୋଇଯାଇଛି।
Published By: Tanmay Kumar Mahalik
Last updated: 10 June 2023, 09:56 PM IST
ଏ_ଜାତିର_ଜାତକରେ_ହାରିବା_ଲେଖା_ନାହିଁ\' \'ଏ ଦେଶ ଏ ମାଟି ଏ ଜାତିର ଜାତକରେ ହାରିବା ଲେଖା ନାହିଁ । ଗୋଟିଏ ହାତରେ ଶାସ୍ତ୍ର ଓ ଅନ୍ୟ ହାତରେ ଶସ୍ତ୍ର ଧରି ଏ ପାଶବିକ ଆକ୍ରମଣର ଜବାବ୍ ଭାରତମାତା ଖୁବଶୀଘ୍ର ଦେବ।\' - ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ