• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

MP Bhartruhari Mahtab
ଭର୍ତ୍ତୃହରିଙ୍କ ଅଳିଆ ଉପାଖ୍ୟାନ; ସରଗରମ୍ ରାଜନୀତି, ଜେଲରେ ପୂରାଇବାକୁ ଦେବାଶିଷଙ୍କ ଆହ୍ୱାନ

ଚର୍ଚ୍ଚାରେ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କ ଅଳିଆ ସଫା ଉପାଖ୍ୟାନ । ନିଶ୍ଚିନ୍ତକୋଇଲିର ଏକ ସ୍କୁଲର ଜୟନ୍ତୀ ସମାରୋହରେ ନିଶାନା କଲେ, ତେରେଛା ବାଣ ମାରିଲେ ।

JP Nadda
ଓଡ଼ିଶା ବିଜୟ ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ, ଥ୍ରୀ ଏସ୍ ଫର୍ମୁଲା ଉପରେ ଜୋର୍

ଓଡ଼ିଶାରେ ସରକାର ଗଢିବା ପରେ ବିଜେପିର ପ୍ରଥମ କାର୍ଯ୍ୟକାରିଣୀ । ଜଗନ୍ନାଥଙ୍କ ଆଶୀର୍ବାଦ ନେଇ ଜଗନ୍ନାଥଙ୍କ ଧାମରେ ରାଜ୍ୟର ସର୍ବାଙ୍ଗୀନ ବିକାଶ ନେଇ ପ୍ରସ୍ତୁତ ହୋଇଛି ରୋଡମ୍ୟାପ ।

Advocate General Pitambar acharya
ପୀତାମ୍ବରଙ୍କୁ ଆଡଭୋକେଟ ଜେନେରାଲ ଭାବେ ମିଳିଲା ନିଯୁକ୍ତି

ପିତାମ୍ବରଙ୍କୁ ଏଜି ଭାବେ ନିଯୁକ୍ତି ଦେଲେ ରାଜ୍ୟ ସରକାର । 

Soaring vegetable prices hitting common man hard
ମହଙ୍ଗା ‘ମହାମାରୀ’ରେ ବେହାଲ୍ ସାଧାରଣ ଜନତା…ସରକାର ଦୃଷ୍ଟି ଦେବେ ତ...

ଆକାଶ ଛୁଆଁ ହୋଇଛି ପନିପରିବା ଦର। ୫୦୦ ଟଙ୍କା ଖର୍ଚ୍ଚ କଲେ, ବ୍ୟାଗ୍ ଭର୍ତ୍ତି ହେବା ତ ଦୂରର କଥା ଅଧା ହେବା ବି ମୁସ୍କିଲ। ଗାଁଠୁ ସହର ସମସ୍ତଙ୍କୁ ବାଧୁଛି ପରିବା ଦର। ଏନେଇ ପୂର୍ବ ସରକାରକୁ ଟାର୍ଗେଟ୍ କରୁଥିବା ବର୍ତ୍ତମାନର ସରକାର ଏ ଦିଗରେ ପଦକ୍ଷେପ ନେବେ ତ…

 jp nadda
ଓଡ଼ିଶାର ସେବା ପାଇଁ ସୁଯୋଗ ଦେଇଥିବାରୁ ଓଡ଼ିଶାବାସୀଙ୍କୁ ପ୍ରଣାମ: ନଡ୍ଡା

ପଦାଧିକାରୀ ବୈଠକ ପରେ ପୁରୀରେ ଆରମ୍ଭ ହୋଇଛି ବିଜେପିର କାର୍ଯ୍ୟକାରିଣୀ ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସମେତ କ୍ଷେତ୍ରୀୟ ପ୍ରଭାରୀ, ରାଜ୍ୟ ପ୍ରଭାରୀଙ୍କ ସମେତ ବିଜେପିର ସମସ୍ତ ପଦାଧିକାରୀ ଉପସ୍ଥିତ ଅଛନ୍ତି ।

Black roes
ବ୍ଲାକରୋଜ ବୁଡ଼ିର ସିବିଆଇ ତଦନ୍ତ ଦାବି

ବ୍ଲାକରୋଜ ଜାହାଜ ବୁଡ଼ିବା ଘଟଣାର ସିବିଆଇ ତଦନ୍ତ ଦାବି । ଏନେଇ ସିବିଆଇ ତଦନ୍ତ ଦାବି କଲେ ସୂଚନା ଅଧିକାର କର୍ମୀ ପ୍ରଦୀପ ପ୍ରଧାନ

BJP State executive committee meeting
ଆଜିଠୁ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ; ପ୍ରସ୍ତୁତ ହେବ ନୂଆ ସରକାରଙ୍କ ରୋଡମ୍ୟାପ୍...

ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ଉଦଘାଟନ କରିବେ ଜେପି ନଡ୍ଡା । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ପରେ ପ୍ରସ୍ତୁତ ହେବ ଆଗାମୀ ରଣନୀତି ।

Odisha Politics
୧୬ ମନ୍ତ୍ରୀଙ୍କୁ ଜଗିବେ ୫୦ ବିଜେଡି ବିଧାୟକ

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

Odisha Politics
କ୍ଷମତାରେ ଥିଲା ବେଳେ ପଚାଲିଲେନି, ଏବେ ଛାୟା କ୍ୟାବିନେଟ୍ ଢାଞ୍ଚା..!

ବିଧାୟକଙ୍କୁ ନବୀନଙ୍କ ଦାୟିତ୍ୱ ବଣ୍ଟନ, ସରଗରମ ରାଜ୍ୟ ରାଜନୀତି । ନିଷ୍ପତ୍ତି ତାମିଲ ବାବୁଙ୍କର କହି ବର୍ଷିଲା ଶାସକ ବିଜେପି ।

Amar Prasad Satpathy
‘ଆଗରୁ ଏମିତି ହୋଇଥିଲେ ଆମେ ବିରୋଧୀ ଦଳରେ ନଥାନ୍ତୁ’

ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ରାଜସ୍ୱ, ପ୍ରମିଳାଙ୍କୁ ପଞ୍ଚାୟତିରାଜ, ବଦ୍ରିଙ୍କୁ ମହିଳା ଓ ଶିଶୁ ବିକାଶ, ନିରଞ୍ଜନ ପୂଜାରୀଙ୍କୁ ଗୃହ, ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଅର୍ଥ, ପ୍ରତାପ ଦେବଙ୍କୁ ଜିଏ, ଅରୁଣଙ୍କୁ ଜଳ ସଂପଦ, ବ୍ରଜ ପ୍ରଧାନଙ୍କୁ ସ୍ୱାସ୍ଥ୍ୟ, ରାଜେନ୍ଦ୍ର ଢୋଲକିଆଙ୍କୁ ଗଣଶିକ୍ଷା ଦାୟିତ୍ୱ ଦିଆଯାଇଛି।

Odisha Politics
ମୋହନ ସରକାରଙ୍କ ସ୍କାନରରେ ‘ଆମ ଓଡ଼ିଶା ନବୀନ ଓଡ଼ିଶା’

ତତ୍କାଳୀନ ବିଜେଡି ସରକାରର ବହୁ ପ୍ରଚାରିତ ଯୋଜନା 'ଆମ ଓଡ଼ିଶା, ନବୀନ ଓଡ଼ିଶା'ର ହେବ ଖୋଳତାଡ଼ । ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଆଜି ଏହି ଘୋଷଣା କରିବା ସହିତ ନବୀନ ସରକାର ବିରୋଧରେ ଆଣିଛନ୍ତି ସାଂଘାତିକ ଅଭିଯୋଗ ।

Baijayant Panda
ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ମତଦାତାଙ୍କୁ ଧନ୍ୟବାଦ ଜଣାଇଲେ ବୈଜୟନ୍ତ

ଆଜି ଅଙ୍ଗୁଲେଇରେ ଆୟୋଜିତ କାର୍ଯ୍ୟକ୍ରମରେ ହଜାର ହଜାର କର୍ମୀ ଉପସ୍ଥିତ ରହି ବୈଜୟନ୍ତଙ୍କ ସହ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକଙ୍କୁ ସମ୍ବର୍ଦ୍ଧିତ କରିଥିଲେ।

Naveen Patnaik
ବିଜେପି ସରକାରକୁ ଜଗିବେ ନବୀନଙ୍କ ୫୦ ବିଧାୟକ

ନିଜ ଦଳର ବିଧାୟକଙ୍କୁ ଦାୟିତ୍ୱ ବାଣ୍ଟିଛନ୍ତି ବିରୋଧୀ ଦଳ ନେତା ନବୀନ। ସରକାରଙ୍କ କାର୍ଯ୍ୟ ଉପରେ ନିଘା ରଖିବାକୁ ନିଜ ବିଧାୟକଙ୍କୁ ଦାୟିତ୍ୱ ଦିଆଯାଇଛି।

AG
ନୂଆ ସରକାରକୁ ମାସେ ପରେ ବି AG ପଦବୀ ଖାଲି, ଲମ୍ବୁଛି ଆଶାୟୀଙ୍କ ତାଲିକା..!

AG ଭଳି ପଦବି ଖାଲି ପଡ଼ିବା ନେଇ ବିଜେଡିର ସମାଲୋଚନା। ଠିକ୍ ସମୟରେ ଠିକ୍ ବ୍ୟକ୍ତିଙ୍କୁ ଦିଆଯିବ ନିଯୁକ୍ତି କହିଲା ବିଜେପି ।

JP Nadda
ବିଜେପିର ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ, ଯୋଗ ଦେବେ ଜେପି ନଡ୍ଡା

ପୁରୀ ବଳିଆପଣ୍ଡାରେ ବୈଠକକୁ ଉଦଘାଟନ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ।

Key Positions in BJP Government
କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ?

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

Key Positions in BJP Government
ବିଜେପି ସରକାରରେ କିଏ କେଉଁଠି ହେବେ ଥଇଥାନ ? କାହାକୁ ମିଳିବ କେଉଁ ନିଗମ ଓ ବୋର୍ଡ ? 

ବିଜେପି ସରକାର ଗଠନ ପରେ ପରେ ବିଭିନ୍ନ ବୋର୍ଡ ଆଉ ନିଗମ ପାଇଁ ଆରମ୍ଭ ହୋଇଗଲାଣି ଲବି। ଦଳ ବି କାହାକୁ ପୁରସ୍କୃତ କରିବ ତାକୁ ନେଇ ବି ଅଙ୍କ କଷୁଛନ୍ତି ରାଜ୍ୟ ନେତୃତ୍ୱ ।

Deepali Das
ଝାରସୁଗୁଡା ବିଧାନସଭା ନିର୍ବାଚନ ଫଳାଫଳକୁ ଚ୍ୟାଲେଞ୍ଜ, ହାଇକୋର୍ଟ ଗଲେ ଦୀପାଳି ଦାସ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ଦୀପାଳି ଦାସ । ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ଫଳାଫଳକୁ ଚାଲେଞ୍ଜ କରି ହାଇକୋର୍ଟ ପହଞ୍ଚିଛନ୍ତି ବିଜେଡିର ପୂର୍ବତନ ବିଧାୟିକା ଦୀପାଳି ଦାସ ।

BJD
ବିଜେଡିରେ ଏବେ ସବୁ ଗୋଳମାଳିଆ

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

BJD
ବିଜେଡିରେ ଏବେ ସବୁ ଗୋଳମାଳିଆ, ପରାଜୟ ପରଠୁ ଦଳରେ ତେଜୁଛି ବିରୋଧର ସ୍ବର

ପରାଜୟ ପରଠୁ ବିଜେଡିରେ ଏବେ ସବୁ ଗୋଳମାଳିଆ । ଦଳ ଭିତରୁ ଧିରେ ଧିରେ ବିରୋଧର ସ୍ବର ତୀବ୍ର ହେଉଛି । ଗୋହି ଖୋଳାଖୋଳି ବଢ଼ିଚାଲିଛି । କାହା ମୁହଁରେ ଯେମିତି ଲଗାମ୍ ନାହିଁ।

Debi Mishra
ବିଜେଡିରେ ଫାଟ; ନୃସିଂହଙ୍କ ପରେ ଦେବୀ ମିଶ୍ର ଓଗାଳିଲେ ବିଷ

ନୃସିଂହଙ୍କ ମନ୍ତବ୍ୟକୁ କାଉଣ୍ଟର କରିଛନ୍ତି ସୁଧୀର ସାମଲ। ସେ କହିଛନ୍ତି, ଢୋଲ ଭିତରେ ମୂଷା ନେଇ ଯିଏ ଯାହା ମନ୍ତବ୍ୟ ଦେଉଛନ୍ତି ତାହା ବ୍ୟକ୍ତିଗତ। ଗଛ ଅଛି, ପତ୍ର ଝଡ଼ିଛି। ପାଣି ଦେଲେ ପୁଣି କଅଁଳିବ।

  • Saturday, 13 July 2024
  • BJD
Odisha Politics
ତେଜିଲା ରାଜନୀତି, ରାଜଭବନ ଆଗରେ ଯୁବ ଛାତ୍ର କଂଗ୍ରେସର ବିକ୍ଷୋଭ

ପୁରୀ ରାଜଭବନରେ କାର୍ଯ୍ୟରତ ଏଏସଓଙ୍କୁ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଅଭିଯୋଗରେ ତେଜିଲା ରାଜନୀତି ।

FAO Election
କ୍ରୀଡ଼ା ରାଜନୀତିରେ ବି ବଡ଼ ପଟ୍ଟ ପରିବର୍ତ୍ତନ, FAO ସଭାପତି ହେଲେ ସମୀର ଦେ’..!

ଫାଓ ସଭାପତି ପଦରୁ ଇସ୍ତଫା ଦେଇଥିଲେ ବିଜେଡି ସାଂସଦ ଦେବାଶିଷ । OCA ସଭାପତି ବବି ଦାସଙ୍କୁ ନେଇ ବଢ଼ିଲା ଚର୍ଚ୍ଚା ।

Odisha Politics, BJD
BJD କଳି, କେତେବେଳେ ବରିଷ୍ଠ ତ କେତେବେଳେ ବର୍ଷିଲେଣି ଯୁବ ନେତା

 ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ଢୋଲ ଭିତରେ ମୂଷା ପାଇଁ ଦଳ ଶୋଚନୀୟ ପରାଜୟର ଶିକାର ହେଲା ବୋଲି କହିଛନ୍ତି।

Odisha Politics, BJD
ବଢ଼ୁଛି ବିଜେଡି କଳି, ଆଗକୁ ବିସ୍ଫୋରଣ ସମ୍ଭାବନା !

ବିଜେଡି ବିପର୍ଯ୍ୟୟକୁ ନେଇ ବରିଷ୍ଠ ନେତା ନୃସିଂହ ସାହୁଙ୍କ ମନ୍ତବ୍ୟ । ବିଭିନ୍ନ ଜାଗାରେ ଥିବା ମୂଷାଙ୍କ ପାଇଁ ହାରିଲୁ: ନୃସିଂହ ସାହୁ ।