ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି ବ୍ରହ୍ମପୁର ବିଜେଡି କଳି ! ଦୁର୍ନୀତି ଅଭିଯୋଗ ଆଣି ମେୟରଙ୍କ ବିରୋଧରେ କର୍ପୋରେଟରଙ୍କ ମେଳି ! ବିକ୍ରମ ଓ ରମେଶ ଗୋଷ୍ଠୀ ଅନ୍ତର୍କନ୍ଦଳକୁ ନେଇ ହଟଚମଟ ! ଆଗକୁ ଅନାସ୍ଥା ପ୍ରସ୍ତାବ ଆଣିବାକୁ ମସୁଧା ହେଉଥିବା ଚର୍ଚ୍ଚା ।
Published By: Sujit kumar Swain
Last updated: 05 December 2024, 09:21 PM IST
ବିଧାନସଭା ଘେରାଉ ବେଳେ କଂଗ୍ରେସ କର୍ମୀ ଓ ପୋଲିସ ମଧ୍ୟରେ ଖଣ୍ଡ ଯୁଦ୍ଧ ପ୍ରସଙ୍ଗରେ ବଡ଼ ବୟାନ ରଖିଛନ୍ତି ପିସିସି ସଭାପତି। କଂଗ୍ରେସ କର୍ମୀଙ୍କ ନାଁରେ ଫଲ୍ସ କେସ୍ କରି ଭୟଭୀତ କରିବାକୁ ଚାହୁଁଛନ୍ତି ସରକାର: ଭକ୍ତ ଦାସ, ପିସିସି ସଭାପତି !