BJD Made a Mistake
ସ୍ଥିତି ବିଗୁଡୁଛି, ସଂଗଠନ ଭୁଶୁଡୁଛି । ବରିଷ୍ଠ ନେତାଙ୍କ ବୟାନବାଜି ବି ଦଳକୁ ଆହୁରି କ୍ଷତାକ୍ତ କରୁଛି। ସେହି କ୍ରମରେ ଆଜି ପୁଣି ବିଜେଡି ବରିଷ୍ଠ ନେତା ବଦ୍ରି ପାତ୍ର ପରାଜୟ ପାଇଁ ଆମଦାନୀ ନେତାଙ୍କୁ ଦାୟୀ କରିଛନ୍ତି। ସେପଟେ କଳାହାଣ୍ଡିରେ ବିଜେଡି ସଂଗଠନରେ ଫାଟ ସୃଷ୍ଟି ସୁପ୍ରିମୋଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି। ଆଉ ବିଜେପି କହିଛି ବିଜେଡି ହେଲା ତଡ଼ାଖିଆଙ୍କ ଦଳ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)