• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Madhya Pradesh Assembly Election
ମଧ୍ୟପ୍ରଦେଶରେ ସତ୍ତା ବଜାୟ ରଖିଲା ବିଜେପି; ପୁଣି ସିଏମ୍ ରହିବେ ଚୌହ୍ୱାନ ନା ନୂଆ ମୁହଁ ?

ତେଲେଙ୍ଗାନାରେ ବଦଳିଲା ସତ୍ତା । ରାଜସ୍ଥାନ ଓ ଛତିଶଗଡ଼ରେ କଂଗ୍ରେସ ହାତରୁ କ୍ଷମତା ଖସିଲା । ହେଲେ ମଧ୍ୟପ୍ରଦେଶରେ କିନ୍ତୁ ବିଜେପି ତା ଗଡ଼ ବଜାୟ ରଖିଲା । ଏକଜିଟ୍ ପୋଲ୍ ବି ଏଠି ଆକଳନ କରିଥିଲା ଟାଇଟ୍ ଫାଇଟ୍ । ହେଲେ ଫଳାଫଳରେ ବିଜେପିର ହେଲା ଲ୍ୟାଣ୍ଡସ୍ଲାଇଡ୍ ଭିକ୍ଟ୍ର ।

Narendra Modi
ହିନ୍ଦି ହାର୍ଟଲାଣ୍ଡରେ ବିଜେପିର ସ୍କୋର ୩/୩, ସୁଶାସନ ଉପରେ ଲୋକଙ୍କ ଭରସା କହିଲେ ମୋଦି

ନିର୍ବାଚନ ଫଳାଫଳକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଟୁଇଟ୍‌....ନିର୍ବାଚନ ଫଳାଫଳରୁ ଲୋକଙ୍କ ଭରସା ପରିଦୃଷ୍ଟ ହେଉଛି...

Rajasthan Election Result
ରାଜସ୍ଥାନ ରାଜ ପରିବାରର ଦିୟା କୁମାରୀ କିଏ ? ଦିଗ୍ଗଜଙ୍କୁ ହରାଇ ଜିତିଲେ ନିର୍ବାଚନ

ପ୍ୟାଲେସ୍‌ରୁ ପାର୍ଲାମେଣ୍ଟ୍ ଆଉ ଏବେ ବିଧାୟକ ନିର୍ବାଚନ ଜିତିଲେ ରାଜ ପରିବାରର ଦିୟା କୁମାରୀ ।

  • Sunday, 03 December 2023
Revanth Reddy
ବଦଳିଗଲା ଚିତ୍ର; ତେଲେଙ୍ଗାନାରେ ଗେମ୍‌ ଚେଞ୍ଜର ପାଲଟିଲେ ରେଭନ୍ଥ !

ତେଲେଙ୍ଗାନାରେ ରାଜନୈତିକ ପଟ୍ଟ ପରିବର୍ତ୍ତନରେ ରହିଛି ରେଭନ୍ଥ ରେଡ୍ଡୀଙ୍କ ମୁଖ୍ୟ ଭୂମିକା । କାରଣ ପଲିଟିକାଲ ପସାପାଲିରେ ରେଭନ୍ଥଙ୍କ ଗୋଟି ଚାଳନା ଆଜି କଂଗ୍ରେସକୁ ସଫଳତା ଆଣିଦେବାକୁ ଯାଉଛି ।

Mahant Balaknath
ଦେଶ ଦେଖିପାରେ ଦ୍ୱିତୀୟ ଯୋଗୀ ମୁଖ୍ୟମନ୍ତ୍ରୀ, ବାଲକନାଥ ପିନ୍ଧିପାରନ୍ତି ରାଜସ୍ଥାନ ମୁକୁଟ

ସାରା ଦେଶରେ ଖୁବ୍‌ ଚର୍ଚ୍ଚା ଆରମ୍ଭ ହୋଇଛି । ଯାହା ଫଳରେ ତିଜାରା ବିଧାନସଭା ଆସନ ଏବେ ହଟ୍‌ ସିଟ୍‌ ପାଲଟିଛି । ସମସ୍ତଙ୍କ ଆଖି ଏବେ ସେହି ଆସନରେ ।

Rajasthan
ରାଜସ୍ଥାନରେ ବି ସରକାର ଗଢ଼ିବାକୁ ଯାଉଛି ବିଜେପି, ଗେହଲଟଙ୍କୁ ଲାଗିବ ଶକ୍ତ ଝଟ୍‌କା !

ଆରମ୍ଭରୁ ବିଜେପି ଟ୍ରେଣ୍ଡରେ ଆଗୁଆ ରହିଛି । ଦିନ ୧୧.୩୦ ସୁଦ୍ଧା ବିଜେପି ୧୧୨ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୭୦ ସିଟ୍‌ରେ ଆଗୁଆ ରହିଛି । 

BJP Ahead In 3 States
୩ ରାଜ୍ୟରେ ବିଜେପିକୁ ବହୁମତ ! ତେଲେଙ୍ଗାନାରେ କଂଗ୍ରେସର ଜବରଦସ୍ତ ପ୍ରଦର୍ଶନ...

ଗୋଟିଏପଟେ ଭୋଟ୍‌ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍‌ ଉତ୍ସାହିତ ଅଛନ୍ତି । 

  • Sunday, 03 December 2023
Madhyapradesh
‘ମଧ୍ୟପ୍ରଦେଶରେ ବିଜେପି ସମ୍ପୂର୍ଣ୍ଣ ବହୁମତ ସହ ସରକାର କରିବ’

ଅନ୍ୟପଟେ କଂଗ୍ରେସ ୭୧ଟି ଆସନରେ ଆଗୁଆ ରହିଛି । ଦଳକୁ ୪୩ଟି ଆସନର ଘାଟା ହେଉଥିବା ଦେଖାଯାଉଛି ।

BJP
୪ ରାଜ୍ୟରୁ ୨ ରାଜ୍ୟରେ ଲିଡ୍‌ କରୁଛି BJP, ତେଲେଙ୍ଗାନାରେ ପଛରେ ପଡ଼ିଲା BRS

ବିଆରଏସ୍‌ ୪୧ ସିଟ୍‌ରେ ଆଗୁଆ ରହିଛି । ଅନ୍ୟପଟେ ଛତିଶଗଡ଼ରେ ବିଜେପି ୩୫ ସିଟ୍‌ରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୫୩ ସିଟ୍‌ରେ ଆଗୁଆ ରହିଛି । 

Assembly Elections Results
ଆଜି ଆସିବ ୪ ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ, ଏବେଠୁ ଆରମ୍ଭ ହେଲାଣି ସେଲିବ୍ରେସନ୍...

୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ଏଥର ମଧ୍ୟ ବିଜେପି ଓ କଂଗ୍ରେସ ମଧ୍ୟରେ କଡ଼ା ଟକ୍କର ହେବ ବୋଲି ବିଭିନ୍ନ ସଂସ୍ଥାର ଏକଜିଟ୍ ପୋଲ୍ କହୁଛି ।

  • Sunday, 03 December 2023
4 State Election Results Today
କିଏ ମାରିବ ୪ ରାଜ୍ୟରେ ବାଜି ? ସତ ହେବ କି ଏକଜିଟ୍ ପୋଲ୍ ରିପୋର୍ଟ ?

ଏକଜିଟ୍ ପୋଲ୍ ଅନୁସାରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତା ହାସଲ କରିବାର ପୂର୍ବାନୁମାନ କରାଯାଇଥିବା ବେଳେ ଛତିଶଗଡ଼ ଓ ତେଲେଙ୍ଗାନାରେ କଂଗ୍ରେସ ଜିତିପାରେ ବୋଲି କୁହାଯାଉଛି ।

  • Sunday, 03 December 2023
Odisha Politics
ବିଜେଡି ତଣ୍ଟିରେ ଟିକଟ୍‌ କଣ୍ଟା; ମଇଦାନକୁ ଏକାସାଙ୍ଗେ ଓହ୍ଲାଇବେ ନବୀନ-ପାଣ୍ତିଆନ୍‌ !

ହାତରେ ମାତ୍ର କିଛି ମାସର ସମୟ। ଭୋଟରଙ୍କ ପାଖକୁ ଯିବାକୁ ଅଣ୍ଟା ଭିଡ଼ିଲେଣି ରାଜନୈତିକ ଦଳ । ଚାଲିଛି ସଂଗଠନ ସମୀକ୍ଷା। ସରକାର ବିରୋଧୀ ପ୍ରସଙ୍ଗ ସଜାଡ଼ିବାରେ ବ୍ୟସ୍ତ ବିଜେପି ଓ କଂଗ୍ରେସ ।

Jayram Pangi Joins Congress
ଶେଷରେ ହାତ ଧରିଲେ ବରିଷ୍ଠ ନେତା ଜୟରାମ ପାଙ୍ଗୀ

କଂଗ୍ରେସ ଭବନରେ ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ପାଙ୍ଗି ଦଲର ହାତ ଧରିଛନ୍ତି ।

Election Commission
ଆସନ୍ତା ବର୍ଷ ସାଧାରଣ ନିର୍ବାଚନ, ୫ ଲକ୍ଷରୁ ଅଧିକ ଭୋଟର ହେଲେ ସାମିଲ୍

ନୂଆ ଭୋଟରଙ୍କୁ ଯୋଡ଼ିବା ଅଭିଯାନରେ ସାମିଲ ହୋଇଛନ୍ତି ୫ ଲକ୍ଷରୁ ଅଧିକ ଭୋଟର । ୩୦ ଜିଲ୍ଲାରେ ଅକ୍ଟୋବର ୨୭ରୁ ଗତ ମାସ ୩୦ ତାରିଖ ଯାଏଁ ଭୋଟର୍ ତାଲିକାରେ ସଂକ୍ଷିପ୍ତ ସଂଶୋଧନ କରାଯାଇଛି ।

Exit Poll
ଏକଜିଟ୍ ପୋଲରେ କଂଗ୍ରେସ-ବିଜେପି କଡ଼ା ଟକ୍କର, ୩ରେ ବାହାରିବ ସେମିଫାଇନାଲ ରେଜଲ୍ଟ

୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି ।

Bee Attack In BJP Rally
ବିଜେପିର ବ୍ଲକ ଘେରାଉ ବେଳେ ମହୁମାଛି ଆକ୍ରମଣ, ୫୦ରୁ ଅଧିକ କର୍ମୀ ଆହତ

ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ଓ ସମର୍ଥକ ଏକ ରାଲି ମାଧ୍ୟମରେ ସହର ପରିକ୍ରମା କରି ବ୍ଲକ୍ କାର୍ଯ୍ୟାଳୟ ସମ୍ମୁଖରେ ପହଂଚିଥିଲେ । ସେଠାରେ ବ୍ଲକ୍ ଘେରାଓ କାର୍ଯ୍ୟକ୍ରମ ଜାରି ରହିଥିବାବେଳେ ହଠାତ୍ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ ।

Odisha Politics
୩ ଦିନରେ ୩ କେନ୍ଦ୍ରମନ୍ତ୍ରୀଙ୍କ ଆଟାକ୍‌ ! ଆଟାକିଂ ମୁଡ୍‌କୁ ଆସିଗଲା କି କେନ୍ଦ୍ର ବିଜେପି ? 

କେନ୍ଦ୍ରକୁ ରାଜ୍ୟର ଅସହଯୋଗ ନେଇ ଅସନ୍ତୋଷ ଝାଡିଲେ କେନ୍ଦ୍ରମନ୍ତ୍ରୀ । ୫ ରାଜ୍ୟର ଫଳାଫଳ ପରେ ସ୍ବର ଆହୁରି ଶାଣିତ ହେବା ଅନୁମାନ ।

Telangana Assembly Elections
ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ

ମାଓ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସୁଦ୍ଧା ସରିବ ଭୋଟିଂ, ଭାରତ ରାଷ୍ଟ୍ରୀୟ ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ଜୋରଦାର ଟକ୍କର...

The hope of the tribals is breaking from the government system
ସରକାରୀ ବ୍ୟବସ୍ଥା ଉପରୁ ତୁଟୁଛି କି ଆଦିବାସୀଙ୍କ ଭରସା ?

ସରକାର ଆଦିବାସୀଙ୍କ ଜମି ପାଇଁ ଡହଳ ବିକଳ। ହେଲେ ଆଦିବାସୀଙ୍କ ବିକାଶକୁ ଅଣଦେଖା। ୫ ମାସରେ ୯ ଜୁଆଙ୍ଗ ଆଦିବାସୀଙ୍କର ମୃତ୍ୟୁକୁ ନେଇ ଜାତୀୟ ମାନବାଧିକାର କମିସନ ରିପୋର୍ଟ ମାଗିଛି।

PM MODI
କେନ୍ଦ୍ର କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି, ଲୋକଙ୍କୁ ଆଉ ୫ ବର୍ଷ ମାଗଣା ଚାଉଳ

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ଅବଧି ବଢ଼ିଲା । ଉପକୃତ ହେବେ ପ୍ରାୟ ୮୧ କୋଟି ହିତାଧିକାରୀ ।

Odisha BJP alleges BJD link with tainted cop Sushant Satpathy
IICଙ୍କ ଘରୁ ୩୭ ଲକ୍ଷ ଜବତ ହେବା ଘଟଣା: ବିଜେଡି ନେତା, ମନ୍ତ୍ରୀଙ୍କୁ ଟାର୍ଗେଟ୍‌ କଲା ବିଜେପି

ଓଡ଼ିଶା ପୋଲିସ ଆଜି ଏତେ ତଳସ୍ତରକୁ ଖସି ଯାଇଛି ଯେ ଜଣେ ପୋଲିସ କର୍ମୀଙ୍କ ଗିରଫ ହେବା ପରେ ସାଧାରଣ ଲୋକେ ବାଣ ଫୁଟାଉଛନ୍ତି ବୋଲି ବିଜେପି କହିଛି । 

  • Wednesday, 29 November 2023
Paradeep Port
କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ, ରାଜ୍ୟ ସରକାରଙ୍କ ଯୋଗୁଁ ୧ ନମ୍ବର ହୋଇପାରୁନି ପାରାଦୀପ ପୋର୍ଟ

ପାରାଦୀପ ପୋର୍ଟ ବିକାଶ ନେଇ କେନ୍ଦ୍ର-ରାଜ୍ୟ ମୁହାଁମୁହିଁ । କେନ୍ଦ୍ର ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀଙ୍କ ସାଂଘାତିକ ଅଭିଯୋଗ ।

BJD Logo
୨୪ ଭୋଟ୍ ପୂର୍ବରୁ ନିଇତି ନୂଆ ନୂଆ ଯୋଜନା, 'ଆମ ବ୍ୟାଙ୍କ' ବିଜ୍ଞାପନରେ ବି ଲାଗିଲା ଶଙ୍ଖ ଚିହ୍ନ

ଗୋଟିଏ ପଟେ ନୂଆ ଭୋଟରଙ୍କୁ ଆକୃଷ୍ଟ ଲକ୍ଷ୍ୟ ତ ଅନ୍ୟପଟେ ଯୋଜନା ମାଧ୍ୟମରେ ମାଇଲେଜ୍ ନେବା ଚକ୍କରରେ କେଉଁ ବାଟ ବି ବିଜେଡି ଛାଡୁନଥିବା ଅଭିଯୋଗ କରିଛନ୍ତି ବିରୋଧୀ ।

Dumping Yard
କି ଦୁର୍ଗନ୍ଧରେ ! ସହର ଭିତରୁ ଡମ୍ପିଂୟାର୍ଡ ହଟାଇବାକୁ ବିଜେପିର ସତ୍ୟାଗ୍ରହ

ଭୁବନେଶ୍ବର ସୈନିକ ସ୍କୁଲ ସାମ୍ନାରେ ବିଜେପିର ସତ୍ୟାଗ୍ରହ । ଅଳିଆ ଆବର୍ଜନା ସଂପୂର୍ଣ୍ଣ ଉଚ୍ଛେଦ ଦାବିରେ ସତ୍ୟାଗ୍ରହ ।

Sambit Routray On Paradeep Port
ଧମକ ଦେଲେ ସମ୍ବିତ, ରାଷ୍ଟ୍ରପତିଙ୍କୁ ବି ବାଦ୍‌ ଦେଲେନି..!

ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍‌ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।