ଓଡ଼ିଶା ଦଖଲ ପ୍ଲାନର କାର୍ଯ୍ୟକାରିତା ପାଇଁ ଭୁବନେଶ୍ବରରେ ବିଜେପିର ତିନି କେନ୍ଦ୍ରୀୟ ନେତା। କ୍ଷେତ୍ରୀୟ ପ୍ରଭାରୀ ଓ ସହ ପ୍ରଭାରୀଙ୍କ ସହ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବି.ଏଲ୍. ସନ୍ତୋଷ। ଏଇ ତିନି ନେତା ରାଷ୍ଟ୍ରୀୟ ପଦାଧିକାରୀ ବୈଠକରେ ହୋଇଥିବା ନିଷ୍ପତ୍ତିର ଗ୍ରାଉଣ୍ଡରେ ପ୍ରତିଫଳନ ନେଇ ରାଜ୍ୟ ନେତୃତ୍ବଙ୍କ ସହ ମାନସମନ୍ଥନ କରିବେ।
Published By: Manoranjan Behera
Last updated: 29 December 2023, 10:13 PM IST
ସଜେଇ ହେଉଛି ଅଯୋଧ୍ୟା । ଜାନୁଆରୀ ୨୨ରେ ନବନିର୍ମିତ ଭବ୍ୟ ଓ ଦିବ୍ୟ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣପ୍ରତିଷ୍ଠା ହେବାକୁ ଥିବା ବେଳେ, ଆସନ୍ତାକାଲି ସମସ୍ତ ପ୍ରସ୍ତୁତିର ସମୀକ୍ଷା ପାଇଁ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।