/odishatv-khabar/media/post_attachments/uploadimage/library/16_9/16_9_0/Panchanga_1703734850.jpg)
Panchanga
ସୌର ଧନୁ ମାସ ପୌଷ କୃଷ୍ଣପକ୍ଷ । ଇଂରାଜୀରେ ୨୮ ତାରିଖ ଗୁରୁବାର । ଚନ୍ଦ୍ର- ମିଥୁନ ସନ୍ଧ୍ୟା ୦୬.୩୮ ଗତେ କର୍କଟ । ତିଥ- ପ୍ରତିପଦ ପ୍ରାତଃ ୦୬.୪୬ ଗତେ ୨ୟା ।
Advertisment
ଘାତଚନ୍ଦ୍ର- କନ୍ୟା ରାଶିର ସନ୍ଧ୍ୟା ୦୬.୩୮ ପର୍ଯ୍ୟନ୍ତ
ଘାତବାର- ତୁଳା ଓ କୁମ୍ଭ ରାଶିର
ପୁଷ୍କର ଦୋଷ- ୧ ପାଦ-କୁଟୁମ୍ବହାନି-ତିଳକାଞ୍ଚନ ଦାନ ପ୍ରାତଃ ୦୬.୪୬ ଗତେ ୨ ପାଦ-ପଶୁ ଓ ବଂଶହାନି-ଅନ୍ନ ଓ ତିଳକାଞ୍ଚନ ଦାନ ରାତ୍ରି ୦୧.୦୫ ଗତେ ୧ ପାଦ-ପଶୁସମ୍ପଦ ନାଶ-ଅନ୍ନ ଦାନ ।
ଶୁଭ ସମୟ
ପ୍ରାତଃ- ୦୬.୨୩ ରୁ ୦୭.୫୦
ସନ୍ଧ୍ୟା- ୦୬.୦୫ ରୁ ୦୯.୩୬
ରାତ୍ରି- ୦୧.୨୭ ରୁ ୦୩.୪୫
ନିଶାନ୍ତ- ୦୪.୩୮ ରୁ ୦୬.୨୩
Advertisment
ଅଶୁଭ ସମୟ
ରାହୁକାଳ - ଦିବା ୦୧.୦୯ ରୁ ୦୨.୩୦
କାଳବେଳା- ଦିବା ୦୨.୩୦ ରୁ ୦୩.୫୧
ବାରବେଳା- ଦିବା ୦୩.୫୧ ରୁ ୦୫.୧୨
କାଳରାତ୍ରି- ରାତ୍ରି ୧୧.୪୮ ରୁ ୦୧.୨୭
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)