ନିର୍ବାଚନୀ ବର୍ଷରେ ବଢ଼ିଲା ରାଜ୍ୟ ମୁଖ୍ୟଶାସନ ସଚିବଙ୍କ କାର୍ଯ୍ୟକାଳ। ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଛନ୍ତି ରାଜ୍ୟ ସରକାର। ୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ ପ୍ରଦୀପଙ୍କ କାର୍ଯ୍ୟକାଳ ବଢ଼ାଯାଇଛି । ଆସନ୍ତା ୩୧ ତାରିଖରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ସରିବାର ଥିଲା। ତେବେ ଏଯାଏଁ ସରକାର କାହା ନାଁ ଘୋଷଣା କରି ନ ଥିବାରୁ ବଢିିଥିଲା କଳ୍ପନାଜଳ୍ପନା । ଏବେ ଏହା ଉପରୁ ସସପେନ୍ସ ହଟାଇ ସରକାର ପ୍ରଦୀପଙ୍କ କାର୍ଯ୍ୟକାଳ ଆଉ ୬ ମାସ ବଢାଇ ଦେଇଛନ୍ତି ।
Also Read
#ପ୍ରଦୀପ_ଜେନାଙ୍କ_କାର୍ଯ୍ୟକାଳ_ବଢ଼ିଲା
— ଓଟିଭି (@otvkhabar) December 29, 2023
-ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ବଢ଼ିଲା
-ପ୍ରଦୀପ ଜେନାଙ୍କ କାର୍ଯ୍ୟକାଳ ୬ ମାସ ବଢ଼ାଇଲେ ରାଜ୍ୟ ସରକାର
-୨୦୨୪ ଜୁନ୍ ୩୦ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ାଇଲେ ସରକାର#Odisha #ChiefSecretary #PradeepJena #OTV pic.twitter.com/udbSOjrwpr