• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

PM KISAN Scheme
ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ୱନ୍ଦ୍ୱ ତୁଟୁନି

ପିଏମ୍ କିଷାନ ସ୍କିମ୍ ଲାଗୁ ହେବାର ୫ ବର୍ଷ ପରେ ବି ହିତାଧିକାରୀ ତଥ୍ୟକୁ ନେଇ ଦ୍ବନ୍ଦ୍ବ ତୁଟୁନି । ୟା ଭିତରେ ରାଜ୍ୟର ଚାଷୀଙ୍କୁ ୧୪ ଥର ସହାୟତା ଦିଆଯାଇଥିବା ବେଳେ ହିତାଧିକାରୀଙ୍କ ସଂଖ୍ୟାରେ କେତେବେଳେ ବି ତାଳମେଳ ରହୁନି ।

Odisha Politics
ବିଜେଡି ଫୋକସରେ ୯ ଲୋକସଭା ସିଟ୍

ଜାତୀୟ ରାଜନୀତିରେ ମୂଲଚାଲ ପାଇଁ ଲୋକସଭା ସିଟ୍ ଉପରେ ବିଜେଡିର ସ୍ୱତନ୍ତ୍ର ଫୋକସ । ହାରିଥିବା ୯ ଲୋକସଭା ସିଟରେ ଦଳର ବିଜୟ ସୁନିଶ୍ଚିତ କରିବାକୁ ପ୍ରସ୍ତୁତ ହୋଇଛି ରଣନୀତି ।

Jawaharlal Nehru Indoor Stadium
ତେଜୁଛି ଜରିପାଲ ଢଙ୍କା ବିବାଦ

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ଶାସନ ମୁଖ୍ୟ ତଥା ପ୍ରଥମ ନାଗରିକଙ୍କ ଅଭିଭାଷଣକୁ ନେଇ ତେଜିଲା ବିବାଦ । ମହାମହିମଙ୍କ ପ୍ରତି ଜାଣିଶୁଣି ନିନ୍ଦନୀୟ କାର୍ଯ୍ୟ କରିଥିବା ଅଭିଯୋଗ ଆଣି ରାଜ୍ୟ ସରକାରଙ୍କୁ ନିଶାନା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି ।

Jawaharlal Nehru Indoor Stadium
ଷ୍ଟାଡିୟମରେ ପାଲ ଢାଙ୍ଗିବା ପଛରେ ସରକାରଙ୍କ ମନ୍ଦ ଉଦ୍ଦେଶ୍ୟକୁ ଦାୟୀ କଲା ବିଜେପି

ଜରିପାଲ ଢଙ୍କା ଷ୍ଟାଡ଼ିୟମରେ ମହାମହିମ୍ ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ବିତିଗଲାଣି ୨୪ ଘଣ୍ଟା । ଆଇନଜୀବୀ ଓ କଟକ ବାସିନ୍ଦାଙ୍କ ତୀବ୍ର ଅସନ୍ତୋଷ ଆଉ ସମାଲୋଚନା ପରେ ବି ଷ୍ଟାଡ଼ିୟମ ଛାତର ଅବସ୍ଥା ଯଥା ପୂର୍ବଂ ତଥା ପରଂ ।

PM KISAN Scheme
ରାଜ୍ୟରେ ପିଏମ୍ -କିଷାନ୍ ହିତାଧିକାରୀଙ୍କ ପ୍ରକୃତ ସଂଖ୍ୟା କେତେ ?

ଯୋଜନାରେ ଚାଷୀଙ୍କୁ ଆଜି ୨ ହଜାର ଟଙ୍କା ଲେଖାଁଏ ସହାୟତା ମିଳିଥିବା ବେଳେ ଏହାକୁ ନେଇ ତେଜିଛି ରାଜନୀତି ।

Odisha Politics
BJDକୁ ଲୋକସଭା ସିଟ୍ ଚିନ୍ତା ! ଅଡୁଆରେ ପକାଉଥିବା ସାଂସଦଙ୍କୁ ମାତ୍ ଦେବାକୁ ପ୍ଲାନ୍

ଏସବୁ ଭିତରେ କିନ୍ତୁ ସାଂସଦ ପ୍ରାର୍ଥୀ ହେବା ପାଇଁ ବିଜେଡିରେ ନେତାମାନେ ଅମଙ୍ଗ ହେଉଥିବାରୁ ବଢିଛି ଦଳର ଚିନ୍ତା ।

Odisha Politics, BJD
ବିଜେଡି ବନାମ ବିଜେଡି ଲଢେଇକୁ ନେଇ ଦଳରେ ଟେନସନ୍

ବିଜେଡି ବିଧାୟକ ପ୍ରଶାନ୍ତ ମୁଦୁଲି ଓ ପୂର୍ବତନ ଜିଲ୍ଲା ବିଜେଡି ସଭାପତି ଅମରେନ୍ଦ୍ର ଦାସଙ୍କ ମଧ୍ୟରେ ଛକାପଞ୍ଝା ସ୍ଥିତି । ପ୍ରଶାନ୍ତ ମୁଦୁଲିଙ୍କ ବିରୋଧରେ ଗର୍ଜିବା ସହ ପରଦେଶୀ ବିଦେଶୀ ବୋଲି ଅଭିଯୋଗ ଆଣିଛନ୍ତି ଅମରେନ୍ଦ୍ର ।

Question paper leak
ଜେଇ ସିଭିଲ୍ ପ୍ରଶ୍ନପତ୍ର ଲିକ୍ ମାମଲା: OSSCକୁ ଖସାଇବାକୁ ଉଦ୍ୟମ କରୁଛି କି ପୋଲିସ୍ ?

ପରୀକ୍ଷାର୍ଥୀଙ୍କ ଅଭିଯୋଗ, ପୋଲିସ ହାତରେ ଲିକ ହୋଇଥିବା ପ୍ରଶ୍ନପତ୍ର ଲାଗିଥିଲେ ବି ତାହା ଜେଇ ସିଭିଲର ପ୍ରଶ୍ନପତ୍ର ବୋଲି ଜାଣିବାକୁ ୭ ଦିନ ଲାଗିବା ପଛର କାରଣ କଣ। ଯଦି ପୋଲିସକୁ ଜଣାଥିଲା, ତାହେଲେ ପରୀକ୍ଷା ପୂର୍ବରୁ ଓଏସଏସସିକୁ କାହିଁକି ଅବଗତ କରାଯାଇ ନଥିଲା।

  • Wednesday, 26 July 2023
  • OSSC
Odisha Politics, BJD
ପ୍ରାୟ ସବୁ ଜିଲ୍ଲାରେ ବିଜେଡି-ବିଜେଡି ଲଢ଼େଇ, ନେତା କରୁଛନ୍ତି ସମାନ୍ତରାଳ ସଂଗଠନ !

ସାଧାରଣ ନିର୍ବାଚନକୁ ଆଉ କମ୍ ସମୟ ଥିବାରୁ ବିଜେଡି ପାଇଁ ଦଳରେ ବିଦ୍ରୋହ ଏବେ ସବୁଠାରୁ ବଡ଼ ଚିନ୍ତା ହୋଇଛି। ଏହାକୁ ଠିକ୍  ରେ ମ୍ୟାନେଜ୍ କରିନପାରିଲେ ଦଳ ପାଇଁ ବଡ଼ ସମସ୍ୟା ଦେଖାଦେବ।

No Confidence Motion
ମୋଦି ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ, ଫେଲ ମାରିବେ ବିରୋଧୀ ! ଜାଣନ୍ତୁ ସଂଖ୍ୟା ଖେଳ

ନୀତିନିୟମ ଅନୁସାରେ, ଆଲୋଚନା ପାଇଁ ନିର୍ଦ୍ଧାରଣ କରାଯାଇଥିବା ସମୟ ବିଷୟରେ ସୂଚନା ଦେବି ବୋଲି ବାଚସ୍ପତି କହିଛନ୍ତି।

Naba Das murder case
ନବ ଦାସ ହତ୍ୟା ମାମଲା: ଗୋପାଳ କହିଲା- ‘ମୁଁ ଦୋଷ ସ୍ୱୀକାର କରିବାକୁ ରେଡ୍ଡି’

ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଝାରସୁଗୁଡ଼ା ଜିଲ୍ଲା ଦୌରା ଜଜ୍ କୋର୍ଟରେ ହାଜର କରାଯାଇଥିଲା। ଗୋପାଳ ଦୋଷ ସ୍ୱୀକାର କରିବି ବୋଲି କହିବା ସହ ମୁଣ୍ଡିଆ ମାରି କୋର୍ଟ ଭିତରକୁ ଯାଇଥିବା ଆଇନଜୀବୀ ସତ୍ୟ ବହିଦାର କହିଛନ୍ତି।

Naveen Odisha Scheme
ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।

Naveen Odisha Scheme
ନବୀନ ଓଡ଼ିଶା ସ୍କିମ୍‌କୁ ନେଇ ଗାଁ ଗାଁରେ ଝାମେଲା, ବଢ଼ିଲାଣି ଦଳୀୟ କନ୍ଦଳ

ନବୀନ ଓଡ଼ିଶା ସ୍କିମକୁ ନେଇ ଗାଁ ଗାଁରେ ଝମେଲା । ସରପଞ୍ଚରୁ ବିଧାୟକ ଯାଏଁ ଦେଉଛନ୍ତି ଭିନ୍ନ ଭିନ୍ନ ପ୍ରକଳ୍ପ ତାଲିକା ।

Parliament
ସଂସଦରେ ଥମୁନି ମଣିପୁର ତାତି, ସଦନ ଭିତରେ ଓ ବାହାରେ ବିରୋଧୀଙ୍କ ପ୍ରତିବାଦ

ମଣିପୁର ପ୍ରସଙ୍ଗକୁ ନେଇ ସଂସଦର ଉଭୟ ଗୃହ ରାଜ୍ୟସଭା ଓ ଲୋକସଭାରେ ପ୍ରବଳ ହୋହଲ୍ଲା ପରେ ସଂସଦ ବାହାରେ ସାରା ରାତି ଧାରଣାରେ ବସିଲେ ବିରୋଧୀ ।

Odisha Politics
ପୁଞ୍ଜିନିବେଶ ନାଁରେ ପାୱାରଫୁଲ୍ ଅଫିସର୍ ଗୋଷ୍ଠୀଙ୍କ ବିଦେଶ ଗସ୍ତ: ଜିଲ୍ଲାଗସ୍ତ ପରେ ଆମେରିକାରେ ସିଏମଓ ଟିମ୍

ରାଜ୍ୟ ସରକାରଙ୍କ ପାୱାରଫୁଲ୍ ଅଫିସର ଟିମର ଆମେରିକାର ଗସ୍ତକୁ ନେଇ ଚର୍ଚ୍ଚା। 5T ସଚିବଙ୍କ ବିଭିନ୍ନ ଜିଲ୍ଲା ଗସ୍ତ ପରେ ଏବେ ଆମେରିକା ଯିବାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ।

BJD
‘ନବୀନଙ୍କ ହାତରେ ନାହିଁ ଶାସନ କ୍ଷମତା, ସଚିବ ସର୍ବେସର୍ବା’

୨୦୨୪ ଭୋଟ୍ ପାଇଁ ମୁଖ୍ୟ ମୁଦ୍ଦା କରିଛନ୍ତି ବିଜେପି-କଂଗ୍ରେସ । ସଚିବ ଶାସନକୁ ଅଗଣତାନ୍ତ୍ରିକ କହି ଟାର୍ଗେ କରିଛି ବିଜେପି ।

bjd
ବିଜେଡିକୁ ଅଡୁଆ ସରକାର ବିରୋଧୀ ହାୱା! କାଉଣ୍ଟର କରିବାକୁ ମହିଳା କାର୍ଡ ହିଁ ଶେଷ ଅସ୍ତ୍ର !

ମହିଳା କାର୍ଡ ଖେଳୁଛି ବିଜେଡି, ୩୩ ପ୍ରତିଶତ ସିଟ୍ ସଂରକ୍ଷଣ ପାଇଁ ଲଢେଇ କରିବ ଶଙ୍ଖ ଦଳ

  • Sunday, 23 July 2023
  • BJD
Odisha’s Naveen Patnaik now second-longest-serving CM
ମୁଖ୍ୟମନ୍ତ୍ରୀ ଭାବେ ନବୀନଙ୍କ ଆଉ ଏକ ରେକର୍ଡ: ଜ୍ୟୋତି ବସୁଙ୍କୁ କାଟି ପାଲଟିଲେ ଦ୍ୱିତୀୟ ସର୍ବାଧିକ ଅବଧିର ସିଏମ୍

ଆଗରେ ଥିବା ପୱନ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗିବାକୁ ଆଉ ଦରକାର ମାତ୍ର ୧୩ ମାସର ସମୟ। ହେଲେ ଆଗକୁ 24 ନିର୍ବାଚନ। କିନ୍ତୁ ବିଜେଡିର ଆଶା, ଷଷ୍ଠ ଥର ପାଇଁ ବି ନବୀନଙ୍କ ନେତୃତ୍ୱରେ ବିଜେଡି କ୍ଷମତାକୁ ଆସିବ। ଆଉ ଚାମଲିଙ୍ଗଙ୍କ ରେକର୍ଡ ଭାଙ୍ଗି ସର୍ବକାଳୀନ ନବୀନ ରେକର୍ଡ କରିବେ ନବୀନ।

Odisha Congress
ପୁଣି ଏକ ହେବ ନା ଦି ଫାଳ ହୋଇଯିବ ରାଜ୍ୟ କଂଗ୍ରେସ ?

ମୋକିମ-ଚିରଞ୍ଜୀବ ନିଲମ୍ବନ ପ୍ରସଙ୍ଗକୁ ଥମୁନି ଝଡ଼ । କାର୍ଯ୍ୟକାରିଣୀରେ ସପକ୍ଷ-ବିପକ୍ଷ ମନ୍ତବ୍ୟକୁ ନେଇ ଝଡ଼ । କଟକରେ ମୋକିମ୍-ଚିରଞ୍ଜୀବ ନିଲମ୍ବନକୁ ବିରୋଧ ।

Police stops BJD leader Sanjukta Mahala
ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଦୁଃଖ ଶୁଣିଲେନି ସୁପ୍ରିମୋ

ଗତ ଏପ୍ରିଲ ୧୩ରେ ପ୍ରଥମ ଥର ପାଇଁ ମହିଳା ଥାନାକୁ ଯାଇ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଫେରାଦ ହୋଇଥିଲେ ସଂଯୁକ୍ତା। ତାଙ୍କର ମେଡିକାଲ ଟେଷ୍ଟ କରାଯାଇଥିଲେ ବି ସେତେବେଳେ ମାମଲା ରୁଜୁ ହୋଇନଥିଲା। ଏମିତି କି ଏପ୍ରିଲ ୨୩ରେ ଶଂଖ ଭବନ ଉଦଘାଟନ ଦିନ ବି ସଂଯୁକ୍ତାଙ୍କୁ ଦେଖିବାକୁ ମିଳିଥିଲା।

Sanjukta Mahala
ବିଜେଡି ନେତ୍ରୀଙ୍କ ଗାଡ଼ି ଅଟକାଇଲା ପୋଲିସ, ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଯାଉଥିଲେ...

ନବୀନ ନିବାସ ଯିବା ବାଟରେ ଟ୍ରାଫିକ ଛକରେ ଅଟକାଇଲା ପୋଲିସ।

  • Saturday, 22 July 2023
  • BJD
Ambulance stuck in traffic restrictions put for VK Pandian’s visit to Nayagarh
ପାଣ୍ଡିଆନ୍‌ଙ୍କ ଗସ୍ତ ପାଇଁ ୩୦ ମିନିଟ୍‌ ଫସିଲା ଆମ୍ବୁଲାନ୍ସ...ଅସନ୍ତୋଷ ଝାଡିଲେ ଲୋକେ

5T ସଚିବଙ୍କ ଗସ୍ତ ପାଇଁ ବନ୍ଦ ହୋଇଗଲା ଗାଡ଼ି । ଏତିକିବେଳେ ସାଇରନ୍‌ ଦେଇ ମାଡି ଆସିଲା ୧୦୮ ଆମ୍ବୁଲାନ୍ସ...ଯେତେ ଚେଷ୍ଟା କଲେ ବି ଆଗକୁ ବଢିପାରୁନଥିଲା ଗାଡ଼ି। ଲୋକେ କହିଲେ, ସଚିବଙ୍କ ଲାଗି କାହିଁକି ବନ୍ଦ ହେବ ଟ୍ରାଫିକ୍‌ ?

  • Saturday, 22 July 2023
Naveen Patnaik - Jyoti Basu
ମୁଖ୍ୟମନ୍ତ୍ରୀ ଭାବେ ନବୀନ ଭାଙ୍ଗିଲେ ଜ୍ୟୋତି ବସୁଙ୍କ ରେକର୍ଡ, ଏବେ ଦେଶରେ ଦ୍ୱିତୀୟ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ଜ୍ୟୋତି ବସୁଙ୍କ ରେକର୍ଡ ଭାଙ୍ଗିଲେ ନବୀନ । ବନିଛନ୍ତି ଦେଶର ଦ୍ୱିତୀୟ ସର୍ବାଧିକ ଅବଧିର ମୁଖ୍ୟମନ୍ତ୍ରୀ ।

Bahanaga Train Tragedy
ସଂସଦରେ ଉଠିଲା ବାହାନଗା ଟ୍ରେନ ଟ୍ରାଜେଡି କଥା, ଉତ୍ତର ରଖିଲେ ରେଳମନ୍ତ୍ରୀ ଅଶ୍ୱିନୀ

‘ସିଗନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟିରୁ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମୃତ ୨୯୫ରୁ ଚିହ୍ନଟ ଅପେକ୍ଷାରେ ୪୧ ମୃତଦେହ’, କହିଲେ ଅଶ୍ୱିନୀ

OPCC General secretary expelled from party
ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସରୁ ବିଦା ହେଲେ PCCର ସାଧାରଣ ସଂପାଦକ

ଆଜି ସନ୍ଧ୍ୟାରେ ବସିଥିବା PCC ଶୃଙ୍ଖଳା କମିଟି ବୈଠକ ବସିଥିଲା।