• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Padampur

New ADM for Padampur
ପଦ୍ମପୁର ଲାଗି ନୂଆ ADM ପଦବୀକୁ ମଂଜୁରୀ, ଚଭନ କୁନାଲ ମୋତିରାମ ହେଲେ ନୂଆ ADM

ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।

HC puts stay order on new district
ପଦ୍ମପୁର ଜିଲ୍ଲା ଗଠନକୁ ହାଇକୋର୍ଟ ଝଟ୍‌କା, କାଠଗଡ଼ାରେ ରାଜ୍ୟ ସରକାର

ତେବେ ଏଠି ପ୍ରଶ୍ନ ବିନା ଗାଇଡ୍ ଲାଇନ କିମ୍ବା କମିଟି ବିନା ଜିଲ୍ଲା ଗଠନ ସମ୍ଭବ ନୁହେଁ ବୋଲି ଅବଗତ ନ ଥିଲେ କି ସରକାର ? ନା ସବୁ ଜାଣି କେବଳ ଭୋଟ୍ ଭେଳିକି ପାଇଁ ତରବରିଆ ଘୋଷଣା ହୋଇଥିଲା।

Padampur
ପଦ୍ମପୁରରେ ପ୍ରତିଶ୍ରୁତି ରଖିବେ ତ ନବୀନ?

ପଦ୍ମପୁର ନିର୍ବାଚନ ମଣ୍ଡଳିର ଝାରବନ୍ଧ, ପାଇକମାଳ ତଥା ପଦ୍ମପୁରର ତିନୋଟି ସ୍ଥାନରେ ସାଧାରଣ ସଭାରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିବର୍ଷ ଧରି ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଜୋରଧରିଥିଲା । ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନରେ ବିଭିନ୍ନ ସଂଗଠନ ଏକଜୁଟ ବି ହେଲେ। ଖାଲି ଏକଜୁଟ ହେଲେନି ବରଂ ନବୀନଙ୍କୁ ବି ଭେଟିଲେ। ନିର୍ବାଚନ ଆଚରଣବିଧି ଲାଗିଥିବାରୁ ଦଳର ସୁପ୍ରିମୋ ହିସାବରେ ଜିଲ୍ଲା ଦାବିକୁ ନିର୍ବାଚନୀ ଏଜେଣ୍ଡାରେ ସ୍ଥାନ ଦେବେ ବୋଲି ପ୍ରତିଶୃତି ଦେଇଥିଲେ। ଆଉ ଆଜି ଗସ୍ତ ଥିବାରୁ ନବୀନ କଣ କହିହେ ତାହା ଉପରେ ସମସ୍ତଙ୍କ ନଜର।

Padampur
ରାଜଧାନୀରେ ପଦ୍ମପୁର ତାତି

ବର୍ଷାଙ୍କୁ ଅସମ୍ମାନ ନେଇ ବିଜେଡି ଆଣିଲା ଅଭିଯୋଗ। ମହିଳା ଅସୁରକ୍ଷିତ ଆରୋପ ପ୍ରତ୍ୟାରୋପକୁ ନେଇ ମୁହାଁମୁହିଁ । ଭୋଟର ଦିନକ ପୂର୍ବରୁ କାହିଁକି ଏମିତି ମହିଳା କାର୍ଡ ତାକୁ ନେଇ ଚର୍ଚ୍ଚା.....

Padmapur Bypoll
ଉପନାର୍ବଚନ ପାଇଁ ଉଠୁଛି ପଡୁଛି ପଦ୍ମପୁର ହେଲେ ପାଇକମାଣ ଗାଁ ଖାଁ ଖାଁ...

ଲବଙ୍ଗ ଚାକଙ୍କ ଘର ଅଗଣାରେ ଥିବା ଚଉରାରେ ପୂଜା ପାଉଥିବା ତୁଳସୀ ଗଛଟି ପାଣି ନପାଇ କେବେଠୁ ଶୁଖି ମରିଗଲାଣି । ଘରେ ତ ମଣିଷ ନାହାନ୍ତି, ପାଣି ଦେବ କିଏ ?

water problem
ନୂଆପଡା ଜିଲ୍ଲାରୁ ପାଣି ଆସିଲେ ବରଗଡ଼ ଜିଲ୍ଲାର ପଦ୍ମପୁରରେ ଚାଷବାସ ହେବ !

ଆଶ୍ଚର୍ଯ୍ୟ ଓ ବିଚିତ୍ର ସ୍ଥିତି !! ନୂଆପଡା ଜିଲ୍ଲାରୁ ପାଣି ଆସିଲେ ବରଗଡ଼ ଜିଲ୍ଲା ପଦ୍ମପୁରର ଚାଷୀଙ୍କ ମୁହଁରେ ହସ ଫୁଟିବ। ନହେଲେ ବର୍ଷକର ଫସଲ ନଷ୍ଟ। ଦେଖନ୍ତୁ ବାସ୍ତବ ସ୍ଥିତି।