• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: New Dgp

New DGP
ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଭାବେ ପୋଲିସ ଡିଜି ଦାୟିତ୍ୱ

୧୯୯୦ ବ୍ୟାଚ୍‌ର IPS ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ ।

Senior IPS Officer Rashmi Ranjan Swain New DGP Of Jammu And Kashmir
ଓଡ଼ିଆ ପୁଅ ରଶ୍ମି ରଞ୍ଜନ ସ୍ୱାଇଁ ଜମ୍ମୁ ଓ କାଶ୍ମୀରର ନୂଆ ଡିଜିପି

ବରିଷ୍ଠ ଆଇପିଏସ୍‌ ଅଧିକାରୀ ରଶ୍ମି ରଞ୍ଜନ ସ୍ୱାଇଁ ଆଜି ଜମ୍ମୁ ଓ କାଶ୍ମୀରର ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ଗ୍ରହଣ ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । 

dgp sunil bansal
ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Sunil Bansal New Odisha DGP
ସୁନୀଲ ବଂଶଲ ନୂଆ DGP

ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।

IPS officer Sunil Kumar Vansal
ସୁନୀଲ ବଂଶଲ ନୂଆ ଡିଜିପି

ସୁନୀଲ ବଂଶଲ ହେବେ ନୂଆ ପୋଲିସ ମହାନିର୍ଦ୍ଦେଶକ। ଏନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ୧୯୮୭ ବ୍ୟାଚ୍‌ର ବରିଷ୍ଠ IPS ଅଫିସର ହେଉଛନ୍ତି ସୁନୀଲ ବଂଶଲ।

New Police DG Of Odisha
ଏଇ 5 ଜଣଙ୍କ ମଧ୍ୟରୁ ଜଣେ ହେବେ ନୂଆ DGP

ନୂଆ ବର୍ଷରେ ଆସିବେ ରାଜ୍ୟର ନୂଆ ଡିଜିପି । ବର୍ତ୍ତମାନର ଡିଜିପି ଅଭୟ ଅବସର ନେବେ । ରାଜ୍ୟର ଡିଜିପି ଚୟନ ବେଳେ ଅନେକ ବିଷୟକୁ ସରକାର ବିଚାରକୁ ନେଇଥାଆନ୍ତି । ଦକ୍ଷତା, ଅଭିଜ୍ଞତା ଓ ବିଶ୍ୱସନୀୟତାକୁ ପ୍ରାଧାନ୍ୟ ଦିଆଯାଇଥାଏ । କିନ୍ତୁ ଏଥର ସରକାର ବାଛିବେ କାହାକୁ ? ଜାଣନ୍ତୁ ।