ପଦ୍ମଶ୍ରୀ ସଚ୍ଚି ରାଉତରାୟ କେବଳ ମାଟିର ମହାକବି ନଥିଲେ, ସେ ଥିଲେ ଜଣେ ବିପ୍ଲବୀ। ରଣପୁରରେ ବେଜଲ୍ଗେଟ୍ ହତ୍ୟାକାଣ୍ଡ ପରେ ପ୍ରଜାମଣ୍ଡଳର କର୍ମିମାନଙ୍କୁ ମୁକ୍ତ କରିବାକୁ ରଣପୁର ଧାଇଁ ଯାଇଥିଲେ। ଆଜି ତାଙ୍କର ଜନ୍ମ ଦିବସରେ ଆସନ୍ତୁ ଜାଣିନେବା ଏହି ମହାନ ଆତ୍ମାଙ୍କ ବିଷୟରେ।
‘ଲୁପସ୍’ ହେଉଛି ଏମିତି ଏକ ରୋଗ, ଯେଉଁଥିରେ ରୋଗ ପ୍ରତିରୋଧକାରୀ ଶକ୍ତି ମଣିଷ ଶରୀରକୁ ସୁରକ୍ଷା ଦେବା ପରିବର୍ତ୍ତେ ବିଭିନ୍ନ ଅଙ୍ଗପ୍ରତ୍ୟେଙ୍ଗକୁ ଭୁଲବଶତଃ ଆକ୍ରମଣ କରି ପ୍ରଦାହ ଘଟାଏ ଏବଂ କ୍ଷତି କରେ।
ଯେତେବେଳେ ଏକ ନାରୀ ନିଜ ସନ୍ତାନକୁ ଜନ୍ମଦିଏ ସେତେବେଳେ ତା’ର ଶରୀର ଭିନ୍ନ ହର୍ମୋନ୍ର କ୍ଷରଣ ହେତୁ ବହୁ ପ୍ରକାର ପରିବର୍ତ୍ତନର ସାମ୍ନା କରେ। ତେଣୁ ପ୍ରସବ ପରେ ସେ ନିଜର ମୋଟା ପଣ, କ୍ଲାନ୍ତପଣ, ଖାଦ୍ୟାଭ୍ୟାସ ସହ ଶିଶୁର ସ୍ତନ୍ୟପାନ ଆଦିକୁ ନେଇ ଚିନ୍ତିତ ରୁହେ। ତେବେ ଆସନ୍ତୁ ସ୍ତନ୍ୟପାନ କରାଉଥିବା ଏକ ନୂଆ ମା’ର ଖାଦ୍ୟ ବିଷୟରେ ଜାଣିବା।
ଏସିଡିଟି ବା ଗ୍ୟାଷ୍ଟ୍ରିକ୍ ସମସ୍ୟାର ମୁଖ୍ୟ କାରଣ ହେଉଛି ଖାଦ୍ୟ ଖାଇବାର ସମୟ ଠିକ୍ ନ ରହିବା ବା ଅଧିକାଂଶ ସମୟ ପେଟ ଖାଲି ରହିବା। ଆଜିକାଲି ଏହି ସମସ୍ୟା ପ୍ରାୟ ଘରେ ଘରେ। ତେବେ ଏଥିରୁ କିପରି ମୁକ୍ତି ପାଇବା ଆସନ୍ତୁ ଜାଣିବା।
ନର୍ଲ୍ୟାଣ୍ଡ୍ କଲେଜରେ ଶିକ୍ଷାର୍ଥୀମାନଙ୍କୁ ଶିଶୁ ପାଳନ ଓ ଶିଶୁର ସାମଗ୍ରିକ ବିକାଶ ସମ୍ପର୍କିତ ବ୍ୟାପକ ପ୍ରଶିକ୍ଷଣ ଦିଆଯାଇଥାଏ। ସେମାନେ ଭବିଷ୍ୟତରେ ଯେଉଁ ପିଲାମାନଙ୍କର ଦାୟିତ୍ଵ ନେବେ, ସେମାନଙ୍କ ପାଇଁ କିଭଳି ଯଥାସମ୍ଭବ ଉପଯୋଗୀ ସାବ୍ୟସ୍ତ ହୋଇପାରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯାଏ।
ଅତିବାଇଗଣି ରଶ୍ମିର ସ୍ତର ୯-୧୧ ରହିବ ବୋଲି ଯେବେଠୁ ରିପୋର୍ଟ ଆସିଲାଣି, ସେବେଠୁ ପ୍ରାୟ ପ୍ରତ୍ୟେକ ନ୍ୟୁଜ୍ ଚ୍ୟାନେଲ୍ ଏନେଇ ସ୍ପେସାଲ୍ ଷ୍ଟୋରୀ ଓ ବିଶେଷଜ୍ଞଙ୍କ ମତ ପ୍ରଚାର କରୁଛନ୍ତି। ତେବେ ଆସନ୍ତୁ ଏହି UV rays କ’ଣ ଆଉ ସେଥିରୁ କିପରି ରକ୍ଷା ପାଇବା ସେ ବିଷୟରେ ଜାଣିବା।
ଆଜିର ନାରୀମାନେ ପଛରେ ନାହାନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ଭଳି ବଡ ବଡ କାମ କରିବାରେ ସକ୍ଷମ ହୋଇଛନ୍ତି। ଆଜିର ନାରୀ ଆଉ ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ। ସେ ନିଜ ଉଦ୍ୟମରେ ସ୍ୱାବଲମ୍ବୀ ହୋଇପାରିଛି। ତେବେ ଆସନ୍ତୁ ସେମିତି ୨ ନାରୀଙ୍କ ବିଷୟରେ ଜାଣିନେବା।
ଏଇ ଅଳ୍ପ ଦିନ ଭିତରେ କିଶୋର ଓ ଯୁବକ-ଯୁବତୀଙ୍କ ପ୍ରେମଜନିତ ଆତ୍ମହତ୍ୟାର ଖବର ଆମେ ପ୍ରାୟ ସବୁଦିନ ଦେଖୁଛେ। ହେଲେ ବାପା-ମା'ମାନେ ନିଜ କିଶୋର ସନ୍ତାନର ଏଇ ପ୍ରଥମ ବ୍ରେକ୍-ଅପ୍କୁ ଗୋଟିଏ ସୁଯୋଗ ହିସାବରେ ବ୍ୟବହାର କରି ତାକୁ ତା’ର ଭବିଷ୍ୟତରେ ଏମିତି emotional traumaକୁ ସାମ୍ନା କରିବା ଓ ଅନ୍ୟ ଅପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିପାରିବେ।
ମହତାବଜୀ ଓ ଜାନକୀ ବଲ୍ଲଭ ପଟ୍ଟନାୟକ ମହୋଦୟ ରାଜନୈତିକ ସଂପର୍କରେ ଗୁରୁ-ଶିଷ୍ୟ ହେଲେ ହେଁ ବାସ୍ତବରେ ସେମାନେ ଥିଲେ ବିଚକ୍ଷଣ ରାଜନୀତିଜ୍ଞ। ସେମାନଙ୍କ ରାଜନୈତିକ ଜୀବନରେ ବହୁ ସାମଞ୍ଜସ୍ୟ ଥିବାରୁ ଜାନକୀବାବୁଙ୍କୁ ‘ଓଡ଼ିଶାର ଦ୍ୱିତୀୟ ମହତାବ’ ବୋଲି କୁହାଯାଏ।
NDA ବା ନ୍ୟାସ୍ନାଲ୍ ଡିଫେନ୍ସ ଏକାଡେମୀର ଇତିହାସରେ ଯୋଡ଼ି ହେବାକୁ ଯାଉଛି ଏକ ନୂଆ ଅଧ୍ୟାୟ। ଚଳିତ ବର୍ଷ ଜୁନ୍ ମାସରେ ପ୍ରଥମ ଥର ପାଇଁ ଏକାଡେମୀ ସ୍ୱାଗତ କରିବାକୁ ଯାଉଛି ତା'ର ମହିଳା କ୍ୟାଡେଟ୍ମାନଙ୍କୁ। ଅଧିକ ଜାଣିବା ପାଇଁ ପଢନ୍ତୁ…
ଯେତେବେଳେ ଆମ ଶରୀରର ପାଣି ଗ୍ରହଣ କରିବାର ମାତ୍ରା ଶରୀରରୁ ନଷ୍ଟ ହେଉଥିବା ଜଳୀୟ ଅ°ଶଠୁ କମ୍ ହେବା ଦ୍ୱାରା ପରିସ୍ରା ହେବାର ମାତ୍ରାକୁ ପ୍ରଭାବିତ କରେ ସେଇ ଅବସ୍ଥାକୁ ଡିହାଇଡ୍ରେସନ୍ କୁହାଯାଏ। ଅନେକ ଏହାକୁ ଅତି ସାଧାରଣ ସମସ୍ୟା ଭାବିଥାଆନ୍ତି କିନ୍ତୁ ବହୁତ ସମୟରେ ଶିଶୁ ଓ ବୟସ୍କମାନଙ୍କ କ୍ଷେତ୍ରରେ ଏହା ମାରାତ୍ମକ ମଧ୍ୟ ହୋଇପାରେ।
କ୍ୟାନ୍ସର୍କୁ ଅଧିକ ସ୍ପ୍ରେଡ୍ ହେବାକୁ ନ ଦେବା ପାଇଁ ବ୍ରେଷ୍ଟ୍ କ୍ୟାନ୍ସର ଭୋଗୁଥିବା ବହୁ ମହିଳାଙ୍କର ମାଷ୍ଟେକ୍ଟୋମି ଆବଶ୍ୟକ ପଡ଼ିଥାଏ। ପ୍ରଥମତଃ ରୋଗ ଓ ଅସ୍ତ୍ରୋପଚାରଜନୀତ ଶାରୀରିକ ଯନ୍ତ୍ରଣା, ତା' ଉପରେ ପୁଣି ସୌନ୍ଦର୍ଯ୍ୟର ପରିମାପକ ଭାବେ ପରିଗଣିତ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବାର ଦୁଃଖ ମହିଳାମାନଙ୍କୁ ମାନସିକ ଅବସାଦର ଶିକାର କରାଇଥାଏ।
ଛେନା ପାଣିକୁ ବିଭିନ୍ନ ପ୍ରକ୍ରିୟାକରଣ କରି ଏହାର ଜଳୀୟ ଅଂଶ ନିର୍ଗତ କଲା ପରେ ଏହାକୁ ହ୍ୱେ ପ୍ରୋଟିନ୍ ପାଉଡର୍ ଭାବେ ବ୍ୟବହାର କରାଯାଏ। ବଜାରରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବିଭିନ୍ନ କମ୍ପାନୀ ଦ୍ୱାରା ଏହି ପ୍ରୋଟିନ୍ ପ୍ରସ୍ତୁତ ହୋଇ ବିକ୍ରି ହେଉଛି। ତେବେ ଆମେ ଆଜି ଜାଣିବା ଏହି ପ୍ରୋଟିନ୍କୁ ଆମେ ଘରେ କିପରି ବ୍ୟବହାର କରିପାରିବା।
ଚଳିତ ବର୍ଷ ୨୦୨୨ ପାଇଁ World Health Day ପାଇଁ WHOର theme ହେଉଛି "Our Planet, Our Health"। ଯେତେବେଳେ ଆମର ସମ୍ପୂର୍ଣ୍ଣ ପୃଥିବୀ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଙ୍ଗ, ଜୈବ-ବିଭିଧତା ନଷ୍ଟ, ଭୀଷଣ ଜଳ ସଙ୍କଟ ଓ ଯୁଦ୍ଧ- ପରମାଣୁ ସମସ୍ୟା ମଧ୍ୟରେ ଅଛି ଏବଂ ସମ୍ପୂର୍ଣ୍ଣ ମାନବଜାତିର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ସ୍ପଷ୍ଟ ଦେଖାଯାଉଛି ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଇଁ ଏପରି ଗୋଟିଏ theme ବାଛିବା ଯେତିକି ଆବଶ୍ୟକ ସେତିକି ପ୍ରଶ°ସନୀୟ ମଧ୍ୟ।
ବିଜେଡିର ଦୁଇ ଗୋଷ୍ଠୀଙ୍କ ମଧ୍ୟରେ କନ୍ଦଳର ଫାଇଦା ବିଜେପି ନେଇଥିବା ଜଣାଯାଇଛି। ବିଜେଡି ନେତା ହର ସାହୁ ବନାମ ଲତିକା ପ୍ରଧାନଙ୍କ ମଧ୍ୟରେ ଜାରି ରହିଥିବା ଶୀତଳ ଯୁଦ୍ଧର ଫାଇଦା ମିଳିଛି ବିରୋଧୀଙ୍କୁ। ସେହିପରି ଟିକେଟ୍ ବଣ୍ଟନରେ ମଧ୍ୟ ଅନେକ ପୁରୁଖା ନେତାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ପ୍ରାର୍ଥୀ କରାଗଲା।
ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିଜ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥା'ନ୍ତି। ଖାସ୍ କରି ମହିଳା ମାନେ ଏ ଦିଗରେ ଅଧିକ ସକ୍ରିୟ ହୋଇଥିବା ଦେଖାଯାଇଥାଏ। ତେବେ ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ଛୋଟ ଦେଶ ମୋରିଟେନିଆରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା
ଆଜି ଦେଶ ପାଳନ କରୁଛି ୮୨ତମ ଶଦୀଦ ଦିବସ। କିଏ ଏହି ରଘୁ-ଦିବାକର। ସେମାଙ୍କୁ କାହିଁକି ଦିଆଗଲା ଫାଶି। ଏସବୁ ଜାଣିବା ପାଇଁ ପଢନ୍ତୁ…
କେବଳ ଭାରତ କାହିଁକି, United Nationsର ବିଶ୍ୱ Infertility Statisticsକୁ ଲକ୍ଷ୍ୟ କଲେ ଭଲଭାବରେ ସ୍ପଷ୍ଟ ହୋଇଯାଏ ଯେ ସମଗ୍ର ବିଶ୍ୱର ମାନବଜାତିର ପ୍ରଜନନ କ୍ଷମତା ହ୍ରାସ ପାଇବାରେ ବା ବନ୍ଧ୍ୟାତ୍ୱ ବଢିବାରେ ଲାଗିଛି। ବିଶ୍ୱରେ ବନ୍ଧ୍ୟାତ୍ୱର ସବୁ ମାମଲାର ୩୦% କେବଳ ମହିଳାମାନଙ୍କ କାରଣରୁ ହେଉଥିବା ବେଳେ ଆଉ ୩୦% କେବଳ ପୁରୁଷଙ୍କ ପାଇଁ ହୋଇଥାଏ।
ସମଗ୍ର ବିଶ୍ୱରେ ଚାଲିଛି ମହାଜନୀ କାରବାର। ଏଠି ଚୀନ୍ ସାଜିଛି ଜମିଦାର। ଛୋଟ ଛୋଟ ଦେଶଗୁଡିକ ଚୀନ୍ଠୁ ଋଣ ନେଇ ପରିଶୋଧ କରି ନପାରି ଶେଷରେ ସେମାନଙ୍କ ରାଷ୍ଟ୍ର ସଂପତ୍ତି ଚୀନ୍ ହାତକୁ ଟେକି ଦେବାକୁ ବାଧ୍ୟ ହେଉଛନ୍ତି ।
ଭାରତ ସ୍ଵାଧୀନତାର ବହୁ ବର୍ଷ ପୂର୍ବରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ନେଇ ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଗଠନ କରାଯାଇଥିଲା। ୧୮୬୬ରେ ଆରମ୍ଭ ହୋଇଥିବା ଆନ୍ଦୋଳନ ୧୯୦୩ରେ ବିଶାଳ ରୂପ ନେଇଥିଲା। ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ବ୍ୟକ୍ତିବିଶେଷମାନେ ଏହି ଜାତୀୟତାବାଦ ଅନ୍ଦୋଳନକୁ ଆଗେଇ ନେଉଥିଲେ।
ଦଳ ଗୁଡିକ ଆଶାୟୀଙ୍କୁ ମନାଇବା ବଦଳରେ ସମସ୍ତଙ୍କୁ ଲଢିବା ପାଇଁ ପ୍ରୋତ୍ସାହିତ କରିଥିଲେ । ଏପରକି କେତେକ ନେତା ଉଭୟ ପ୍ରାର୍ଥୀଙ୍କୁ ଟଙ୍କା ଦେଇଥିବା ଚର୍ଚ୍ଚା ହୁଏ ।
ଗଭୀର ଚିନ୍ତନ ଯୋଗୁଁ ଆମର ପୂର୍ବଜମାନେ ଓଡିଆ ଭାଷା ଭିତ୍ତିରେ ଓଡିଶା ରାଜ୍ୟ ଗଠନର ଦାବି ଉପସ୍ଥାପିତ କଲେ ଏବଂ ଆମର ଓଡିଶା ପ୍ରଦେଶ ଗଠନ ହେଲା । କାରଣ ଏହି ଗଭୀର ଚିନ୍ତା ଆବଶ୍ୟକ କରେ ଯାହାସବୁ ତଥ୍ୟ ରହିଛି ତାକୁ ଧାରାବାହିକ ଓ ପର୍ଯ୍ୟାୟକ୍ରମେ ଆଲୋଚନା କରିବା, ମୂଲ୍ୟାଙ୍କନ କରିବା ଓ ତାକୁ ପୂର୍ଣ୍ଣାଙ୍ଗ ରୂପ ଦେବା।
ଶ୍ରୀଜଗନ୍ନାଥଙ୍କ ପାଖକୁ ଇନ୍ଦ୍ରଙ୍କ ଠାରୁ ଆସିଥିଲା ଚିଠି। ଲେଖାଥିଲା ସଂସ୍କୃତରେ। ଏହାର ଉତ୍ତର ଓଡିଆରେ ରଖିଥିଲେ ପ୍ରଭୁ ଜଗନ୍ନାଥ। ଏଥିରୁ ଜଣାଯାଏ ଓଡିଆ ଭାଷାକୁ ଜଗନ୍ନାଥ କେତେ ଭଲ ପାଆନ୍ତି।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନରେ ଅନେକ ମନୀଷିଙ୍କ ହାତ ରହିଛି। ସେମାନଙ୍କ ମଧ୍ୟରୁ କୁଳବୃଦ୍ଧ ମଧୁସୂଦନ ଦାସ ଅନ୍ୟତମ। ତେବେ ଆସନ୍ତୁ ଜାଣିନେବା ତାଙ୍କ ଜୀବନର କିଛି ନିଚ୍ଛକ ଜଳଛବି।
ଖରାଦିନେ ଦେହର ଜଳୀୟ ଅଂଶକୁ ନିୟନ୍ତ୍ରିତ କରିବାକୁ ବଜାରରେ ମିଳୁଥିବା ପାନୀୟଗୁଡ଼ିକ ପ୍ରକୃତରେ ଆମ ଶରୀରର ଜଳୀୟ ପରିମାଣକୁ କମ୍ କରିଦେଇଥାଏ। ଏସବୁ ପାନୀୟ ନ ପିଇ କିଛି ଉପକାରୀ ଖାଦ୍ୟ ପଦାର୍ଥ ଖାଇଲେ ଆମ ଶରୀରର ଜଳୀୟ ଅଂଶର ଆବଶ୍ୟକତାକୁ ନିୟନ୍ତ୍ରଣରେ ରଖିପାରିବା। ଏବେ ଚାଲନ୍ତୁ ଏହି ବିଷୟରେ ଜାଣିବା।