ଏଇ ଅଳ୍ପ ଦିନ ଭିତରେ କିଶୋର ଓ ଯୁବକ-ଯୁବତୀଙ୍କ ପ୍ରେମଜନିତ ଆତ୍ମହତ୍ୟାର ଖବର ଆମେ ପ୍ରାୟ ସବୁଦିନ ଦେଖୁଛେ। ହେଲେ ବାପା-ମା'ମାନେ ନିଜ କିଶୋର ସନ୍ତାନର ଏଇ ପ୍ରଥମ ବ୍ରେକ୍-ଅପ୍କୁ ଗୋଟିଏ ସୁଯୋଗ ହିସାବରେ ବ୍ୟବହାର କରି ତାକୁ ତା’ର ଭବିଷ୍ୟତରେ ଏମିତି emotional traumaକୁ ସାମ୍ନା କରିବା ଓ ଅନ୍ୟ ଅପରିସ୍ଥିତିର ମୁକାବିଲା କରିବା ପାଇଁ ପ୍ରସ୍ତୁତ କରିପାରିବେ।