• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

Hifu: Makes the face smooth and glow
ହିଫୁ : ନିରାପଦରେ କରିଥାଏ ମୁହଁକୁ ଚିକ୍କଣ ଓ ମସୃଣ

ଆଜିକାଲି ସମସ୍ତେ ଚିକ୍କଣ ଓ ମସୃଣ ଚର୍ମ ପାଇବାକୁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ‘ହିଫୁ’ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍‌ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍‌ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି।

Article by Pabitra Mohan Kar
‘ଆଜାଦି କା ଅମୃତ ମହୋତ୍ସବ’ ରେ ମହାପୁରୁଷଙ୍କୁ ଅବହେଳା

ଚଳିତବର୍ଷ ଭାରତୀୟ ସ୍ଵାଧୀନତା ପ୍ରାପ୍ତିର ପ୍ଲାଟିନମ୍‌ ଜୁବିଲି ପାଳନ ହେଉଛି। ସରକାର "ଆଜାଦି କା ଅମୃତ ମହୋତ୍ସବ" ଶୀର୍ଷକରେ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିପାଇଁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଛବି ସମ୍ବଳିତ ଏକ ସ୍ମାରକୀ ପୋଷ୍ଟର୍‌ ମଧ୍ୟ ପ୍ରକାଶ କରିଛନ୍ତ। ବିଡମ୍ବନା ହେଲା, ଏଥିରେ ଦେଶର ମହାପୁରୁଷଙ୍କୁ ଅବହେଳା କରାଯାଇଛି।

Increase the quality of quality education
କେବଳ ଚାକଚକ୍ୟ କରିଦେଲେ ପିଲାମାନେ ବିଦ୍ୟାଳୟ ମୁହାଁ ହେବେ ନାହିଁ

ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ।

2022 is a year of hope and potential for Pakistan cricket
ପାକିସ୍ତାନ କ୍ରିକେଟ୍ ପାଇଁ ୨୦୨୨ ଆଶା ଏବଂ ସମ୍ଭାବନାର ବର୍ଷ

ବିଶ୍ୱ କ୍ରିକେଟ୍‌ରେ ପାକିସ୍ତାନ ନିଜର ହଜିଯାଇଥିବା ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ଏଥିପାଇଁ ଇସ୍‌ଲାମାବାଦରେ ଏକ ସ୍ୱତନ୍ତ୍ର ହାଇଟେକ୍ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ରହିଛି। ତେବେ ଏସବୁ ନିର୍ଭର କରେ ପାକିସ୍ତାନର ରାଜନୈତିକ ଇଚ୍ଛାଶକ୍ତି ଉପରେ। ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା କୌଣସି ସରକାର କେବେ ବି ନିଜର କାର୍ଯ୍ୟକାଳ ପୂରା କରିପାରି ନାହିଁ।