ଚଳିତ ବର୍ଷ ୨୦୨୨ ପାଇଁ World Health Day ପାଇଁ WHOର theme ହେଉଛି "Our Planet, Our Health"। ଯେତେବେଳେ ଆମର ସମ୍ପୂର୍ଣ୍ଣ ପୃଥିବୀ କରୋନା ମହାମାରୀ, ଜଳବାୟୁ ପରିବର୍ତ୍ତନ, ଗ୍ଲୋବାଲ ୱାର୍ମିଙ୍ଗ, ଜୈବ-ବିଭିଧତା ନଷ୍ଟ, ଭୀଷଣ ଜଳ ସଙ୍କଟ ଓ ଯୁଦ୍ଧ- ପରମାଣୁ ସମସ୍ୟା ମଧ୍ୟରେ ଅଛି ଏବଂ ସମ୍ପୂର୍ଣ୍ଣ ମାନବଜାତିର ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ସ୍ପଷ୍ଟ ଦେଖାଯାଉଛି ସେତେବେଳେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଇଁ ଏପରି ଗୋଟିଏ theme ବାଛିବା ଯେତିକି ଆବଶ୍ୟକ ସେତିକି ପ୍ରଶ°ସନୀୟ ମଧ୍ୟ।
ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ବାଲୁକା ଶିଳ୍ପୀ ମାନସ ସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି ।
ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।