ବିଶ୍ୱର ପ୍ରାୟ ଅଧିକାଂଶ ଅଞ୍ଚଳର ଲୋକେ ସ୍ୱାସ୍ଥ୍ୟ ଦୃଷ୍ଟିରୁ ନିଜ ଓଜନ ନିୟନ୍ତ୍ରଣରେ ରଖିବା ପାଇଁ ଚେଷ୍ଟା କରିଥା'ନ୍ତି। ଖାସ୍ କରି ମହିଳା ମାନେ ଏ ଦିଗରେ ଅଧିକ ସକ୍ରିୟ ହୋଇଥିବା ଦେଖାଯାଇଥାଏ। ତେବେ ଆଫ୍ରିକା ମହାଦେଶର ଉତ୍ତର-ପଶ୍ଚିମ ଦିଗରେ ଅବସ୍ଥିତ ଏକ ଛୋଟ ଦେଶ ମୋରିଟେନିଆରେ ପ୍ରଚଳିତ ରହିଛି ଏକ ଅଜବ ପରମ୍ପରା