• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

The story of the self-esteem of Indian Virnari
ଭାରତୀୟ ବୀର ନାରୀଙ୍କ ସ୍ୱାଭିମାନର କାହାଣୀ

କାର୍ଯ୍ୟକ୍ଷେତ୍ରରେ ନିଜର ଅଦମ୍ୟ ସାହସ, କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେନାରେ ନିଯୁକ୍ତ ବୀରନାରୀମାନେ ନିଜ ପାଇଁ ଅନେକ ପ୍ରଶଂସା ସାଉଁଟି ପାରିଛନ୍ତି। ଧୀରେଧୀରେ ସେନାର ସର୍ଟ ସର୍ଭିସ୍ କମିଶନ୍ ନିକଟରେ ଏଭଳି ଆବେଦନ ସଂଖ୍ୟାରେ ବୃଦ୍ଧି ଘଟୁଥିବାରୁ ଦିନକୁ ଦିନ ଏଇ ନିଯୁକ୍ତି ପ୍ରକ୍ରିୟା ଅଧିକ ପ୍ରତିଯୋଗିତାପୂର୍ଣ୍ଣ ହେବାରେ ଲାଗିଛି।

Punishment to child creates mental problem
ପିଲାକୁ ଦଣ୍ଡ ଦେବା କାହିଁକି ଜରୁରୀ ନୁହେଁ, ପଢନ୍ତୁ ଏହି ୨୪ଟି ପଏଣ୍ଟ୍‌

ଅନେକ ଲୋକ ଜୋର ଜବରଦସ୍ତ ନିଜର ବିଚାରକୁ ପିଲାଙ୍କ ଉପରେ ଲଦିଦେବା ନେଇ ସେମାନଙ୍କୁ ଦଣ୍ଡ ଦେଇଥାନ୍ତି। କିନ୍ତୁ ସେମାନେ ଜାଣି ନଥାନ୍ତି ଯେ ଏହା ସେମାନଙ୍କ ମାନସିକତାରେ କେତେ କ୍ଷତି ପହଞ୍ଚାଏ। ତେବେ ଆସନ୍ତୁ ଦଣ୍ଡ ପିଲାଙ୍କର କ’ଣ ସମସ୍ୟା କରେ ଜାଣିନେବା।

How to escape from health perfectionism
ହେଲ୍‌ଥ ପର୍‌ଫେକ୍‌ସନିଜିମ୍‌ରୁ ରକ୍ଷା ପାଇବେ କିପରି

ସ୍ୱାସ୍ଥ୍ୟ ସଚେତନ ହେବା ବା ସ୍ୱାସ୍ଥ୍ୟକୁ ନେଇ ଚିନ୍ତା କରିବା ଅତି ସାଧାରଣ କଥା। କିନ୍ତୁ ଏହାର ମାତ୍ରାଧିକ ହେବାକୁ ହେଲ୍‌ଥ ପର୍‌ଫେକ୍‌ସନିଜିମ୍ କୁହାଯାଏ। ଏ କ୍ଷେତ୍ରରେ ବ୍ୟକ୍ତି ଅତି ସାଧାରଣ ସ୍ୱାସ୍ଥ୍ୟଗତ ପରିବର୍ତ୍ତନ କିମ୍ବା ଶାରୀରିକ କଷ୍ଟକୁ ନେଇ ଚିନ୍ତାଗ୍ରସ୍ତ ହୋଇପଡେ।

An Uncommon Artist of Common man
ସାଧାରଣ ମଣିଷଙ୍କର ଜଣେ ଅସାଧାରଣ ଚିତ୍ରଶିଳ୍ପୀ

ଗୋବର୍ଦ୍ଧନ ମଣିଷକୁ ଭଲ ପାଉଥିବା ମଣିଷଟେ ଥିଲେ। ଆଖପାଖ ସମାଜରେ ଘଟୁଥିବା ଦୁଃଖ ଦୁର୍ଦ୍ଦଶା ତାଙ୍କୁ ସବୁବେଳେ ବିଚଳିତ କରୁଥିଲା। ସମାଜରେ ଅବହେଳିତ ମେହେନତି ଭୋକିଲା ଗରିବ ମଣିଷମାନଙ୍କର କଥାକୁ ସେ ମୁଖ୍ୟ ବିଷୟ କରି ନିଜ ଛବି ଭିତରକୁ ଆଣିଦେଲେ।

A female comedian in the partial behaviour
ପାତର ଅନ୍ତର ଜାଲରେ ମହିଳା କମେଡିଆନ୍

ପ୍ରାଚୀନ କାଳରେ କେବଳ ପୁରୁଷମାନେ ହିଁ ହାସ୍ୟ ଅଭିନୟ କରୁଥିଲେ କାରଣ ସେତେବେଳେ ଧାରଣା ଥିଲା ଯେ, ମହିଳାମାନଙ୍କର କେବଳ ପୁରୁଷମାନଙ୍କ ହାସ୍ୟାଭିନୟ ଉପରେ ହସିବାର ଅଧିକାର ଅଛି କିନ୍ତୁ ସେମାନେ ନିଜେ ସେ ପ୍ରକାର ଅଭିନୟ କରିବା ଉଚିତ ନୁହେଁ।

Some easy way to relax
ରିଲାକ୍ସ ହେବାର ସହଜ ବାଟ

ଆପଣ ଯଦି ଖୁବ ବେଶୀ ଉଦ୍‌ବେଗ ଓ ମାନସିକ ଚାପ ଭିତରେ ରହୁଛନ୍ତି ଏବଂ ସମାଧାନଟିଏ ଚାହୁଁଛନ୍ତି, ତେବେ ରିଲାକ୍ସ ହେବାର ସହଜ ଉପାୟ କେତୋଟି ଥରେ ଆପଣେଇ ଦେଖନ୍ତୁ। ଆପଣଙ୍କୁ ଯାହା ସବୁ ସହଜ ଲାଗିବ ଓ ଆପଣ ଯାହା ସତକୁ ସତ କରିପାରିବେ ସେଇ କଥା କୁହାଯାଇଛି।

How to save from UTI
ପବ୍ଲିକ୍ ଟଏଲେଟ୍ ଓ ୟୁଟିଆଇ

ଅତ୍ୟଧିକ ସମୟ ପାଇଁ ପରିସ୍ରା ଚାପି ରଖିବା ଦ୍ୱାରା ଅନେକ ସମସ୍ୟା ହୋଇଥାଏ। କିନ୍ତୁ ଏ ସବୁରୁ ଗୋଟିଏ ବିରଳ କିନ୍ତୁ ଘାତକ ପରିଣାମ ବ୍ଲାଡର ବଷ୍ଟିଂ ବା ମୂତ୍ରାଶୟ ଫାଟିବା ମଧ୍ୟ ହୋଇପାରେ। ହେଲେ ଏସବୁ ସମସ୍ୟା ଠାରୁ ସବୁଠୁ ସାଧାରଣ ବା କମନ୍ ସମସ୍ୟା ହେଉଛି ପରିସ୍ରା ନଳୀ ଶୈଳୀ ସଂକ୍ରମଣ ବା ୟୁରିନାରୀଟ୍ରାକ୍ଟ ଇନ୍‌ଫେକସନ୍।

NFT New Market  Painting
ଏନ୍.ଏଫ୍.ଟି: ଚିତ୍ର ପାଇଁ ନୂଆ ବଜାର

କଳାକୃତିର ବିକ୍ରିବଟାର ଅନେକ ନୂଆ ଓ ପୁରୁଣା ମାଧ୍ୟମ ମହଜୁଦ ଥିବାବେଳେ ଏବେ ଆଉ ଏକ ମାଧ୍ୟମ ଲୋକପ୍ରିୟ ହେବାକୁ ଲାଗିଲାଣି। ସେଇଟି ହେଲା ଏନ୍.ଏଫ୍.ଟି। ଆଜି ଉଭୟେ ଚିତ୍ରଶିଳ୍ପୀ ଓ ଚିତ୍ର ପାଇଁ ଏନ୍.ଏଫ୍.ଟି ସମ୍ଭାବନାର ନୂଆ ରାସ୍ତା ଖୋଲିଛି। ତେବେ ଆସନ୍ତୁ ଜାଣିବା କ’ଣ ଏହି ଏନ୍.ଏଫ୍.ଟି।

Screen Timing for children
ପିଲାଙ୍କର ସ୍କ୍ରିନ୍‌ ଟାଇମ୍ କମାଇବେ କିପରି?

ଆଜିକାଲି ପିଲାମାନେ ପ୍ରାୟ ସମୟ ନିଜକୁ ମୋବାଇଲ୍ ବା ଟିଭି ସ୍କ୍ରିନ୍‌ରେ ବ୍ୟସ୍ତ ରଖୁଛନ୍ତି, ଯାହା ସେମାନଙ୍କ ବିଭିନ୍ନ ମସ୍ତିଷ୍କଜନିତ ସମସ୍ୟାର କାରଣ ହେଉଛି। ଏନେଇ ଆମେରିକାନ୍ ଏକାଡେମୀ ଅଫ୍ ପେଡିଆଟ୍ରିକ୍ସ ବିଭିନ୍ନ ବୟସର ପିଲା ଓ ବଡ଼ଙ୍କ ପାଇଁ ନିର୍ଦ୍ଦିଷ୍ଟ ସ୍କ୍ରିନ୍‌ ଟାଇମ୍ ନିର୍ଦ୍ଧାରଣ କରିଛି ।

Story Sea and We
ଜୀବନ ଠିକ ସମୁଦ୍ର ଭଳି

ସମୁଦ୍ର ଆଜି ପୁଣି ଥରେ ଫେରେଇଦେଲା ସବୁ ଅଭୁଲା ଅତୀତ ଆଉ କହିଲା ତୋ ସ୍ଵପ୍ନ କଥା ବି ମୁଁ ଶୁଣିଛି। ସମୁଦ୍ର ଆଗପରି ସେମିତି ଦୁଷ୍ଟ ଚପଳା ଶିଶୁ ହେଇ ଅଛି ତା’ର ବୟସ ସ୍ଥିର ଆଉ ମୁଁ ବୁଢୀ ହେଇଗଲିଣି। ଆଉ, ସେ କ’ଣ ବୁଢା, ଚମକି ପଡିଲି ସମୁଦ୍ର କଥାରେ। ତାଙ୍କ କଥା କେମିତି କହିବି ଯାହାଙ୍କୁ ଶେଷଥର ପାଇଁ ଭେଟିଥିଲି ଏଇ ସମୁଦ୍ର କୂଳରେ।

  • Wednesday, 26 January 2022
  • Story
Women insecure in India
ଆମ ଦେଶ ମହିଳାଙ୍କ ପାଇଁ କେତେ ସୁରକ୍ଷିତ!

ମହିଳାମାନଙ୍କ ପାଇଁ ସୁବଠାରୁ ଅସୁରକ୍ଷିତ ହୋଇପଡୁଛି ଭାରତ। ଆଫଗାନିସ୍ଥାନ, ସିରିୟା ଓ ସାଉଦି ଆରବଠାରୁ ବି ବଳି ପଡୁଛି। ଏନେଇ କିଏ ଦାୟୀ?

Book review by Dr Mamata Priyadarshini Sahu
ଆର୍ତ୍ତ ମାନବାତ୍ମାର ରୂପକାର କଥା ଶିଳ୍ପୀ ହୃଷୀକେଶ ପଣ୍ଡାଙ୍କ "ସୁନାପୁଟର ଲୋକେ"

"ସୁନାପୁଟର ଲୋକେ" ଉପନ୍ୟାସରେ ଅତ୍ୟାଚାର ଓ ଶୋଷଣକୁ ନିର୍ବିକାର ଚିତ୍ତରେ ସହିଯିବାକୁ ଗ୍ରହଣ ନ କରି ଶୋଷିତ ଓ ନିର୍ଯାତିତମାନଙ୍କ ଭିତରେ ସୁପ୍ତ ଶକ୍ତିର ଜାଗ୍ରତ କରିଛନ୍ତି କଥାକାର। ତାଙ୍କ ମନ ଚୈତନ୍ୟ ବିଦ୍ରୋହୀ ହୋଇ ଶୋଷକର ବିନାଶ ଚାହିଁଛି।

In political strategy BJD is in front
ଯୋଜନା ବିଗାଡିବ ବିଜେପି ଓ କଂଗ୍ରେସର ଗଣିତ

- ଆଗୁଆ ରଣନୀତିରେ ଆଗରେ ବିଜେଡି - ଦଳୀୟ କନ୍ଦଳ ପାଇଁ ଦଳୀୟ ନେତାଙ୍କୁ ବାନ୍ଧି ରଖିପାରୁନି ବିଜେପି - ଦଳୀୟ ସଙ୍ଗଠନ ସୁଦୃଢ଼ କରିବାରେ ପଛରେ କଂଗ୍ରେସ

Hair and Sun Protection
ସୁସ୍ଥ କେଶ ପାଇଁ ଜରୁରୀ ସନ୍ ପ୍ରୋଟେକ୍ସନ୍‌

ଆପଣଙ୍କ ଶରୀରର ମୁହଁ, ବେକ, ହାତ ଓ ପାଦର ଚମଡା ପରି ଖପୁରି ତ୍ୱଚା ଓ କେଶ ମଧ୍ୟ ସୂର୍ଯ୍ୟକିରଣରୁ ରକ୍ଷାକାରୀ ଉପାୟ ଦରକାର କରିଥାଏ। କେଶକୁ ସୂର୍ଯ୍ୟକିରଣ ବା ଅଲଟ୍ରାଭାଓଲେଟ୍‌ ରଶ୍ମୀରୁ ରକ୍ଷା କରିପାରିଲେ ହିଁ ସୁସ୍ଥ କେଶ ପାଇଁ କରୁଥିବା ଅନ୍ୟ ଉପାୟ ଓ ଚିକିତ୍ସା ଫଳପ୍ରଦ ହୋଇଥାଏ।

The story of my chapal
ବାଟା କମ୍ପାନୀର ଚପଲ ଆଉ ମୋ ପିଲା ବେଳ

କୋନ୍‌ନଗରକୁ ଏବେ ବାଟା ନଗର ବୋଲି କୁହାଯାଉଛି। ଭାରତରେ ବାଟା ତା’ର କାରଖାନା ୧୯୩୧ରେ ଖୋଲିଲା। ସେତେବେଳକୁ ଭାରତର ଜୋତା ବଜାରରେ ଜାପାନରେ ତିଆରି ହେଇଥିବା ଜୋତାର ଏକଚାଟିଆ କାଟ୍‌ତି ଚାଲିଥାଏ। ବାଟା କମ୍ପାନୀ ପ୍ରାଥମିକ ଭାବରେ ଭାରତରେ କେବଳ କପଡ଼ା ଓ ରବର ଚପଲ ତିଆରି ଆରମ୍ଭ କଲା।

information technology
ସୂଚନା ପ୍ରଯୁକ୍ତିର ଯୁବଶକ୍ତି

କିଶୋର ଅବସ୍ଥାରୁ ମସ୍ତିଷ୍କରେ ଭରିଦିଆଯାଉଛି ଡିଜିଟାଲ ବିଶ୍ବର ଚମକ ,କୋଡିଙ୍ଗ ଶିଖ,ଆପ୍ ତିଆରି କର । ତାହେଲେ ପରିଗଣିତ ହେବ ବିଶ୍ୱମାନବ । ସଭ୍ୟ,ଶିକ୍ଷିତ ବୋଲାଇବାର ଏହିପରି ମନ୍ତ୍ରସଵୁ କି ଯେ ଭବିଷ୍ୟତ ଯୁବଶକ୍ତି ଗଠନ କରିବ ତାହା ମଧ୍ୟ ବିଚାର୍ଯ୍ୟ । ତେବେ ଇଣ୍ଟରନେଟ,ଇ-ମେଲ ଓ ଗୁଗଲୁ ସମେତ ଅନେକ ଆପ  ଆଜିର ଯୁବପିଢିର ଯେପରି‌ ଦୀକ୍ଷାଗୁରୁ ପାଲଟି ଯାଇଛି

How to make decision
ନିଷ୍ପତ୍ତି ନେବେ କିପରି; ଜାଣନ୍ତୁ କେତେକ ଟିପ୍ସ

ବେଳେବେଳେ ଲୋକେ ନିଷ୍ପତ୍ତି ନେବାରେ ଅସୁବିଧାରେ ପଡନ୍ତି। କ’ଣ କରିବେ ବା ନ କରିବେ ତାହା ବୁଝି ପାରନ୍ତି ନାହିଁ। ତେବେ ଆସନ୍ତୁ ଜାଣିନେବା କୌଣସି ନିଷ୍ପତ୍ତି ନେବା ପୂର୍ବରୁ କ’ଣ କରିବାକୁ ହେବ।

Book Review:Dear Zari
ଡିୟର ଜ୍ଜରି: ଏକ ଦୃଷ୍ଟିପାତ

ଆଫ୍‌ଗାନିସ୍ଥାନର ଅନେଷା ଓ ୱଜ୍‌ମା ଦୁଇ ମହିଳାଙ୍କ କାହାଣୀ ସ୍ଥାନ ପାଇଛି ଜ୍ଜରଗୁନା କାରଗର ଲିଖିତ ‘ଡିୟର ଜ୍ଜରି’ ବହିରେ। ୨୦୦୫ ମସିହାରେ ବିବିସି (ବ୍ରିଟିଶ୍ ବ୍ରଡ୍କାଷ୍ଟିଂ କର୍ପୋରେସନ)ରେଡିଓ-୪ର ‘ଆଫଗାନ୍ ଓମ୍ୟାନ୍ସ ଆଓ୍ୱାର୍’ ନାମକ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରିବା ସମୟରେ ଅନେଷା ଆଉ ଓ୍ୱାଜ୍‌ମାଙ୍କ ଭଳି ଆହୁରି ଅନେକ ମହିଳାଙ୍କୁ ଭେଟିଛନ୍ତି ଲେଖିକା।

These information below get rid from diabetes
ଡାଇବେଟିସ୍‌ରୁ ମୁକ୍ତି ଚାହୁଁଛନ୍ତି କି? ପଢ଼ନ୍ତୁ ନିମ୍ନରେ ଦିଆଯାଇଥିବା କିଛି ତଥ୍ୟ

ସାଧାରଣତଃ ରକ୍ତରେ ସୁଗାର ଅଧିକ ବାହାରିବା ମାତ୍ରେ ଲୋକେ ପାରମ୍ପରିକ ଖାଦ୍ୟ ଛାଡି କଞ୍ଚା ପରିବା, ଫଳ ଆଦି ଖାଇବା ଆରମ୍ଭ କରିଦିଅନ୍ତି। କିଛି ଲୋକ ତ ଅନ୍ୟମାନଙ୍କଠୁ ଶୁଣି କଲରା ଜୁସ୍, ନିମ ପିତା ଆଦି ଖାଇବା ଆରମ୍ଭ କରିଦିଅନ୍ତି, ଯାହାକି ପରେ ଅନ୍ୟ ଶାରୀରିକ ଅସୁବିଧାକୁ ଡାକିଆଣେ। ଏବେ ଆସନ୍ତୁ ଜାଣିନେବା ଜଣେ ଡାଇବେଟିକ୍ ରୋଗୀର ଦିନସାରାର ଖାଦ୍ୟ ତାଲିକା।

Hifu: Makes the face smooth and glow
ହିଫୁ : ନିରାପଦରେ କରିଥାଏ ମୁହଁକୁ ଚିକ୍କଣ ଓ ମସୃଣ

ଆଜିକାଲି ସମସ୍ତେ ଚିକ୍କଣ ଓ ମସୃଣ ଚର୍ମ ପାଇବାକୁ କେତେ କ’ଣ ଉପାୟ ଅବଲମ୍ବନ କରୁଛନ୍ତି। ଚର୍ମକୁ ମସୃଣ କରିବା ବା ଚର୍ମ ନବୀକରଣ ପାଇଁ ‘ହିଫୁ’ ଏକ ଅପେକ୍ଷାକୃତ ନୂତନ ଅଣ-ଇନ୍‌ଭେସିଭ ପଦ୍ଧତି, ଯାହାକି ଆଜି ଫେସ୍‌ଲିଫ୍ଟ ପାଇଁ ବ୍ୟବହାର କରାଯାଉଥିବା ଅନେକ ସର୍ଜିକାଲ୍ ଓ ଯନ୍ତ୍ରଣାଦାୟକ ପଦ୍ଧତି ବଦଳରେ ବ୍ୟବହାରରେ ଆସୁଛି।

Article by Pabitra Mohan Kar
‘ଆଜାଦି କା ଅମୃତ ମହୋତ୍ସବ’ ରେ ମହାପୁରୁଷଙ୍କୁ ଅବହେଳା

ଚଳିତବର୍ଷ ଭାରତୀୟ ସ୍ଵାଧୀନତା ପ୍ରାପ୍ତିର ପ୍ଲାଟିନମ୍‌ ଜୁବିଲି ପାଳନ ହେଉଛି। ସରକାର "ଆଜାଦି କା ଅମୃତ ମହୋତ୍ସବ" ଶୀର୍ଷକରେ ବର୍ଷେ ବ୍ୟାପୀ କାର୍ଯ୍ୟକ୍ରମର ଘୋଷଣା କରିଛନ୍ତି। ଏଥିପାଇଁ ପ୍ରମୁଖ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଛବି ସମ୍ବଳିତ ଏକ ସ୍ମାରକୀ ପୋଷ୍ଟର୍‌ ମଧ୍ୟ ପ୍ରକାଶ କରିଛନ୍ତ। ବିଡମ୍ବନା ହେଲା, ଏଥିରେ ଦେଶର ମହାପୁରୁଷଙ୍କୁ ଅବହେଳା କରାଯାଇଛି।

Increase the quality of quality education
କେବଳ ଚାକଚକ୍ୟ କରିଦେଲେ ପିଲାମାନେ ବିଦ୍ୟାଳୟ ମୁହାଁ ହେବେ ନାହିଁ

ସରକାରୀ ବିଦ୍ୟାଳୟଗୁଡିକର ଅଧୋଗତି କାହିଁକି ହୋଇଛି ସେ ସମ୍ପର୍କରେ ତର୍ଜମାର ଆବଶ୍ୟକତା ରହିଛି। ଏନେଇ ସରକାର ତତ୍ପରତା ପ୍ରକାଶ କରିବା ଉଚିତ। ସରକାର ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧିକରିବା ପାଇଁ ବିଶେଷଭାବେ ଯୋଜନା ପ୍ରଣୟନ କରିବା ଆବଶ୍ୟକ।

2022 is a year of hope and potential for Pakistan cricket
ପାକିସ୍ତାନ କ୍ରିକେଟ୍ ପାଇଁ ୨୦୨୨ ଆଶା ଏବଂ ସମ୍ଭାବନାର ବର୍ଷ

ବିଶ୍ୱ କ୍ରିକେଟ୍‌ରେ ପାକିସ୍ତାନ ନିଜର ହଜିଯାଇଥିବା ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ଏଥିପାଇଁ ଇସ୍‌ଲାମାବାଦରେ ଏକ ସ୍ୱତନ୍ତ୍ର ହାଇଟେକ୍ ଷ୍ଟାଡିୟମ ନିର୍ମାଣ କରାଯିବାର ଯୋଜନା ରହିଛି। ତେବେ ଏସବୁ ନିର୍ଭର କରେ ପାକିସ୍ତାନର ରାଜନୈତିକ ଇଚ୍ଛାଶକ୍ତି ଉପରେ। ପାକିସ୍ତାନରେ ଗଣତାନ୍ତ୍ରିକ ଉପାୟରେ ନିର୍ବାଚିତ ହୋଇଥିବା କୌଣସି ସରକାର କେବେ ବି ନିଜର କାର୍ଯ୍ୟକାଳ ପୂରା କରିପାରି ନାହିଁ।