ଅର୍ଥନୀତି କ୍ଷେତ୍ରରେ ବିଦାୟୀ ବର୍ଷ ଦେଇଛି ଅନେକ ତିକ୍ତ ଓ ମିଠା ଅନୁଭୂତି। ଅଭିବୃଦ୍ଧି କ୍ଷେତ୍ରରେ ଆମେରିକା ଓ ଚୀନ୍ ଭଳି ବିଶ୍ୱ ମହାଶକ୍ତିଙ୍କୁ ମାତ୍ ଦେଇଛି ଭାରତ। ଏଥିସହ ବିଦୀୟ ବର୍ଷରେ ସେୟାର ବଜାରଠାରୁ ଆରମ୍ଭ କରି ସୁନା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ପ୍ରବଳ ଉତ୍ସାହ।