• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Opinion Updates

How to take care Skin and hair in rainy season
ଜାଣନ୍ତୁ ବର୍ଷାଋତୁରେ କିପରି ନେବେ ଚର୍ମ ଓ କେଶର ଯତ୍ନ

ଋତୁ ପରିବର୍ତ୍ତନ ଆମ କେଶ ଓ ଚର୍ମ ଉପରେ ମଧ୍ୟ ପ୍ରଭାବ ପକାଏ। ସବୁ ଋତୁରେ ଚର୍ମ ଓ କେଶର ଯତ୍ନ ଅଲଗା ହୋଇଥାଏ। ତେବେ ଚାଲନ୍ତୁ ଜାଣିବା, ବର୍ଷା ଋତୁରେ ଚର୍ମ ଓ କେଶର ଯତ୍ନର ସହଜ ଉପାୟ କ'ଣ।

Is the carrier of Kohli going to end
କୋହଲିଙ୍କ କ୍ୟାରିଅର ଆଉ କେତେ ଦିନ

ପୂର୍ବତନ ଅଧିନାୟକ ବିରାଟ କୋହଲି ଅଢ଼େଇ ବର୍ଷରୁ ଊର୍ଦ୍ଧ୍ୱ କାଳ ଧରି ଆନ୍ତର୍ଜାତିକ କ୍ରିକେଟ୍‌ର କୌଣସି ଫର୍ମାଟ୍‌ରେ ଶତକ ଲଗାଇ ନାହାନ୍ତି। ଏବେ ଚାରିଆଡ଼େ ତାଙ୍କ ଦୁର୍ବଳ ପ୍ରଦର୍ଶନକୁ ନେଇ ଚର୍ଚ୍ଚା। ଟିମ୍ ଇଣ୍ଡିଆ ଏବେ ଇଂଲଣ୍ଡ ଗସ୍ତରେ ଅଛି। କୁହାଯାଇଛି, ଏହି ଗସ୍ତ କୋହଲିଙ୍କ ଭବିଷ୍ୟତ ନିର୍ଦ୍ଧାରଣ କରିବ।

Why BJD support Draupadi Murmu
ଦ୍ରୌପଦୀଙ୍କୁ ବିଜେଡିର ସମର୍ଥନ ପଛରେ ଅଛି କି ଭୋଟ୍ ବ୍ୟାଙ୍କ୍ ରାଜନୀତି

ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍?

Why Tunguru Bhola trend today
ଟୁଙ୍ଗୁରୁ ଭୋଳକୁ କିଏ କଲା ଫେମସ୍; ମିଡିଆ ନା ଜନତା

ଏବେ ସମସ୍ତଙ୍କ ମୁହଁରେ ଟୁଙ୍ଗୁରୁ ଭୋଳ ଆଉ ବର୍ଷାଙ୍କ ପ୍ରେମ କାହାଣୀ। ସୋସିଆଲ୍ ମିଡିଆ ଖୋଲୁ ଖୋଲୁ ଆଖି ସାମ୍ନାକୁ ଚାଲିଆସୁଛି ଟୁଙ୍ଗୁରୁ ଭୋଳ ଭିଡିଓ। ଏହାକୁ ନେଇ ତିଆରି ହେଉଛି କ୍ଷୁଦ୍ର ଚଳଚ୍ଚିତ୍ର ଏବଂ ଆଲବମ୍। ଅତି ସାଧାରଣ ବ୍ୟକ୍ତି ହୋଇଥିବା ବେଳେ କିଏ କଲା ଏମାନଙ୍କୁ ଏତେ ପ୍ରସିଦ୍ଧ। ସମସ୍ତେ ମିଡିଆକୁ ଦାୟୀ କରୁଥିବା ବେଳେ ପ୍ରକୃତ କଥା କ’ଣ ଆସନ୍ତୁ ଜାଣିବା।

Walking, Runnig, Jugging which one is important for health
ୱାକି°, ଜଗି°, ରନି° : ସ୍ୱାସ୍ଥ୍ୟ ପାଇଁ କ'ଣ ଜରୁରୀ

ଆପଣ ୱାକି°, ଜଗି°, ରନି°କୁ ନେଇ ବେଳେ ବେଳେ ଦ୍ୱନ୍ଦ୍ୱରେ ପଡୁଛନ୍ତି କି? କ’ଣ କରିବେ ଜାଣି ପାରୁନାହାନ୍ତି? ତେବେ ଜାଣିବା ପାଇଁ ପଢନ୍ତୁ…

The Specialty in the coaching of Chandrakanta Pandit
ଚର୍ଚ୍ଚାରେ ଘରୋଇ କ୍ରିକେଟ୍‌ର ଦ୍ରୋଣାଚାର୍ଯ୍ୟ

କୋଚ୍ ଚନ୍ଦ୍ରକାନ୍ତ ପଣ୍ଡିତ ଅତୀତରେ ମୁମ୍ବାଇକୁ ତିନି ଥର ଓ ବିଦର୍ଭକୁ ଦୁଇ ଥର ରଣଜୀ ବିଜେତା କରାଇଥିଲେ; ହେଲେ ମଧ୍ୟପ୍ରଦେଶର ମୁକୁଟ ବିଜୟ ତାଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ରଖେ। ତେବେ ଏହି ସଫଳତା ପଣ୍ଡିତଙ୍କ ପାଇଁ କାହିଁକି ସ୍ୱତନ୍ତ୍ର ଏବଂ ଏହା ପଛରେ କ’ଣ ଥିଲା ତାଙ୍କର ଗୁରୁମନ୍ତ୍ର?

Superfood Kinuaa, good for health
ଅନେକ ରୋଗରୁ ଦୂରେଇ ରଖୁଥିବା ଗୋଟିଏ ସୁପର୍‌ଫୁଡ୍ - କିନୁଆ

କେବେ ଖାଇଛନ୍ତି କି କିନୁଆ? ଅନେକ ଭାବୁଥିବେ ଯେ ଏ କିନୁଆଟା ଏମିତି କି ପ୍ରକାର ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଯେ ସେଇଟା ଜାଣିବା ଦରକାର। ତେବେ ଆସନ୍ତୁ ସେ ବିଷୟରେ ଆଲୋଚନା କରିବା।

Shivsena in the way of plight
ମହଙ୍ଗା ପଡିଲା କିଙ୍ଗ୍ ମେକରରୁ କିଙ୍ଗ୍ ହେବା

ମହଙ୍ଗା ପଡୁଛି କି ଠାକରେ ପରିବାର ପାଇଁ କିଙ୍ଗ୍ ମେକରରୁ କିଙ୍ଗ୍ ହେବା? ଆଗରୁ ବାଲା ସାହେବ ଠାକରେ କିଙ୍ଗ୍ ମେକର ହୋଇ ଅନେକ ସରକାର ଗଢିଛନ୍ତି ଆଉ ଭାଙ୍ଗିଛନ୍ତି। ହେଲେ ଉଦ୍ଧବ କିନ୍ତୁ ପୂରା ଓଲଟା। ମୁଖ୍ୟମନ୍ତ୍ରୀ ପଦ ପାଇଁ ଭିନ୍ନ ଭିନ୍ନ ବିଚାରଧାରା ଥିବା ଦଳ ସହ ମିଶି ଗଢିଥିଲେ ସରକାର। ଯାହା ଫଳରେ ଏବେ ଭଗ୍ନର ଦ୍ୱାରଦେଶରେ ଶିବସେନା।

Another Odia in president race
ଚର୍ଚ୍ଚାରେ ଜଣେ ଓଡିଆଙ୍କ ରାଷ୍ଟ୍ରପତି ନିର୍ବାଚନ

ଏକଦା ଦେଶରେ ସବୁଠାରୁ ଚର୍ଚ୍ଚିତ ରାଷ୍ଟ୍ରପତି ନିର୍ବାଚନ ଲଢିଥିଲେ ଜଣେ ଓଡିଆ ନେତା। ଏପରିକି ତାଙ୍କୁ ଦଳ ଚାହୁଁ ନଥିଲେ ମଧ୍ୟ ସେ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଗଲେ, ଆଉ ଏହି ବିଜୟର ଏମିତି ପ୍ରଭାବ ପଡ଼ିଲା ଯେ ସେତେବେଳେ ଦେଶର ସବୁଠାରୁ ଶକ୍ତିଶାଳୀ ଦଳ ଦୁଇ ଫାଳ ହୋଇଗଲା। ବର୍ତ୍ତମାନ ନିର୍ବାଚନ ଲଢୁଥିବା ଆଉ ଜଣେ ଓଡିଆଙ୍କ ଅବସ୍ଥା ସେମିତି ନାହିଁ। ଏନ୍‌ଡିଏ ସହିତ ଅନ୍ୟ ଦଳଗୁଡିକ ଦ୍ରୌପଦୀଙ୍କୁ ସମର୍ଥନ କରୁଥିବାରୁ ସେ ସହଜରେ ବିଜୟଲାଭ କରିପାରନ୍ତି ବୋଲି ଆଶା ରହିଛି।

ପନ୍ତ ନା ପାଣ୍ଡ୍ୟା - କିଏ ଅଧିକ ଯୋଗ୍ୟ
ପନ୍ତ ନା ପାଣ୍ଡ୍ୟା - କିଏ ଅଧିକ ଯୋଗ୍ୟ

ଆଇପିଏଲ୍‌ର ପଞ୍ଚଦଶ ସଂସ୍କରଣ ଓ ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ଶୃଙ୍ଖଳା ପରେ ପନ୍ତ ଓ ପାଣ୍ଡ୍ୟାଙ୍କ ମଧ୍ୟରେ କିଏ ସବୁ ଦୃଷ୍ଟିରୁ ଅଧିକ ଯୋଗ୍ୟ, ତାହାକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି।

Raimohan Parida Passes Away
ଅନାନି... ଆଉ ଡାକିଲେବି ଅନେଇବେନି !

କଥାରେ କଥାରେ ଉଦଣ୍ଡୀ ସୀତାକୁ ଲୁହ ଦେଉଥିବା ମଣିଷଟା ଆଜି ହଠାତ ଏମିତି କେମିତି ଚାଲିଗଲା।

The history of Sanatala Tribal where Draupadi Murmu belongs to
ରାଷ୍ଟ୍ରପତି ପ୍ରତ୍ୟାଶୀ ଚୟନ ଓ ଜନଜାତି ସଶକ୍ତିକରଣ

ଓଡିଆ ମହିଳା ହେବେ ରାଷ୍ଟ୍ରପତି! ଇତିହାସ ରଚିବେ ଆଦିବାସୀ ମହିଳା ଶ୍ରୀମତୀ ଦୌପଦୀ ମୁର୍ମୁ। ଆସନ୍ତୁ ଜାଣିବା ତାଙ୍କ ଜନଜାତି ବିଷୟରେ।

Draupadi Murmu
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ OTVକୁ ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ପ୍ରତିକ୍ରିୟା

ଏକ ପ୍ରେସମିଟ ଜରିଆରେ ଦ୍ରୌପଦୀଙ୍କ ନାଁ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ପ୍ରାର୍ଥୀ ଘୋଷଣା ପରେ OTVକୁ ଦ୍ରୌପଦୀ ମୁର୍ମୁ ଦେଇଥିଲେ ପ୍ରଥମ ପ୍ରତିକ୍ରିୟା ।

President election in India
ଭାରତରେ କିପରି ହୁଏ ରାଷ୍ଟ୍ରପତି ନିର୍ବାଚନ

ଆସୁଛି ରାଷ୍ଟ୍ରପତି ନିର୍ବାଚନ। ହୋଇଯାଇଛି ଦିନ ଧାର୍ଯ୍ୟ। ଭାରତରେ କିପରି ହୁଏ ରାଷ୍ଟ୍ରପତି ନିର୍ବାଚନ ଆସନ୍ତୁ ଜାଣିବା।

Fathers' Day
ରିଲ୍‌ରେ ବାପା ଚରିତ୍ରକୁ ନେଇ ଅନେକ କାହାଣୀ;ବଲିଉଡ୍‌ରେ ତିଆରି ହୋଇଛି ଅନେକ ଫିଲ୍ମ

ବାପା...ରିୟଲ୍ ହୁଅନ୍ତୁ ଅବା ରିଲ୍। ସବୁଠି ସେ ହିଟ୍ ଆଉ ଫିଟ୍। ହିନ୍ଦୀ ସନେମାରେ ମାଆଙ୍କୁ ଯେତେ ଗୁରୁତ୍ୱ ମିଳିଛି ସମୟ ସହ ବାପାଙ୍କ ଚରିତ୍ରକୁ ବି ସେତେ ଗୁରୁତ୍ୱ ଦିଆଯାଇଛି । ବାପା ଏମିତି ଜଣେ ବ୍ୟକ୍ତି ଯିଏ, ସ୍ୱପ୍ନ ଦେଖାନ୍ତି ଆଉ ତାକୁ ପୂରଣ କରିବା ରାସ୍ତା ବି ସେ ହିଁ ବତାନ୍ତି। ତେବେ ଆସନ୍ତୁ ନଜର ପକାଇବା ବଲିଉଡ୍‌ ଜଗତରେ ବାପାଙ୍କୁ ନେଇ ପ୍ରସ୍ତୁତ ହୋଇଥିବା କିଛି ମର୍ମସ୍ପଶୀ ସିନେମା ଉପରେ...

Orthorexia is an unhealthy focus on eating in a healthy way
ଆପଣ ସବୁବେଳେ ନିଜ ଖାଦ୍ୟ ତାଲିକାକୁ ନେଇ ଚିନ୍ତିତ କି; ହୁସିଆର୍!

ପୌଷ୍ଟିକ ଖାଦ୍ୟ ଖାଇବାକୁ ନ ମିଳିଲେ ଆପଣ ଅତ୍ୟଧିକ ବ୍ୟତିବ୍ୟସ୍ତ ଓ ବିବ୍ରତ ହୋଇପଡୁଛନ୍ତି କି? ପତ୍ରିକା ଓ ସୋସିଆଲ୍ ମିଡିଆରେ ସୁସ୍ଥ ଖାଦ୍ୟ ସମ୍ପର୍କିତ ଲେଖା ଓ ପୋଷ୍ଟ୍‌କୁ ପଢିବାକୁ ବ୍ୟାକୁଳ ହେଉଛନ୍ତି କି? ତେବେ ସାବଧାନ!

Who will be the heir of Rohit Sharma
ରୋହିତଙ୍କ ଉତ୍ତରାଧିକାରୀ ଖୋଜିବାର ବେଳ

ବିସିସିଆଇ ପକ୍ଷରୁ ଖୋଜାଚାଲିଛି କି ରୋହିତଙ୍କ ପ୍ରକୃଷ୍ଟ ଉତ୍ତରାଧିକାରୀ? କିଏ ନେବେ ଏହି ସ୍ଥାନ? ଜାଣିବା ପାଇଁ ପଢନ୍ତୁ…

Why people avoiding the communist
କାହିଁକି ଅଲୋଡା ବାମପନ୍ଥୀ ଚିନ୍ତାଧାରା

ଯେଉଁ ବାମପନ୍ଥୀମାନଙ୍କୁ ଲୋକେ ଅନେକବାର ଶାସନ ପାଇଁ ସୁଯୋଗ ଦେଇ ବିଭିନ୍ନ ରାଜ୍ୟରେ ସରକାର ଗଠନ କରିବାକୁ ଭୋଟ୍‌ ଦେଇଥିଲେ, ଏବେ ସେଇ ସାଧାରଣ ଲୋକେ ବାମପନ୍ଥୀମାନଙ୍କୁ ଅଗ୍ରାହ୍ୟ କରିଦେଉଛନ୍ତି। କାହିଁକି ଆସନ୍ତୁ ଜାଣିବା…

Flood of faith on ganga dussehra
ପୃଥିବୀକୁ କିପରି ଆସିଲେ ମା’ ଗଙ୍ଗା

ପୂର୍ବ ପୁରୁଷଙ୍କୁ ଉଦ୍ଧାର କରିବା ନେଇ ଭଗୀରଥ ମା’ ଗଙ୍ଗାଙ୍କୁ ଧରାପୃଷ୍ଠକୁ ଆଣିଥିଲେ। ଏହା ପୂର୍ବରୁ ତାଙ୍କ ବାପା ଅଜାଙ୍କ ଚେଷ୍ଟା ବିଫଳ ହୋଇଥିଲେ ମଧ୍ୟ ଭଗୀରଥ କିପରି ଏହାକୁ ସଫଳ କରି ଦେଖେଇଲେ ଆସନ୍ତୁ ଜାଣିବା।

birsha munda
ଆଜି ବିର୍ସା ମୁଣ୍ଡାଙ୍କ ବଳିଦାନ ଦିବସ: ଯାହାଙ୍କ ପାଇଁ ପ୍ରମାଦ ଗଣୁଥିଲେ ଇଂରେଜ ଶାସକ ..

ବିର୍ସା ମୁଣ୍ଡା, ଯାହାଙ୍କୁ ଅନେକ ଭଗବାନ ବିର୍ସା ମୁଣ୍ଡା ବୋଲି କୁହନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମର ଜଣେ ଅଗ୍ରଗଣ୍ୟ ତଥା ମହାନ୍ ସ୍ୱତନ୍ତ୍ରତା ସେନାନୀ ।

Hybrid Terrorist
ହାଇବ୍ରିଡ୍‌ ଆତଙ୍କବାଦର ବିଭତ୍ସ ରୂପ

ଆପଣ ଜାଣିଛନ୍ତି କି ହ୍ରାଇବ୍ରିଡ୍ ଆତଙ୍କବାଦ କ’ଣ? ଜାଣିବା ପାଇଁ ପଢନ୍ତୁ…

Vikram Movie
'ବିକ୍ରମ'କୁ ଦେଖିଲେ 'KGF'କୁ ଭୁଲିଯିବେ

ଗୋଟିଏ ବି ସିନ୍, ଗୋଟିଏ ବି ଡାଇଲଗ୍ ମିସ୍ କରିବା ବେଶ୍ ମହଙ୍ଗା ପଡ଼ିବ।

Article on Basanta Manjari Devi
ଓଡ଼ିଶାର ପ୍ରଥମ ମହିଳାମନ୍ତ୍ରୀ ବସନ୍ତମଞ୍ଜରୀ ଦେବୀ

୧୯୫୭ ମସିହାରେ ଅନୁଷ୍ଠିତ ଦ୍ୱିତୀୟ ସାଧାରଣ ନିର୍ବାଚନରେ ବସନ୍ତ ମଞ୍ଜରୀ ଦେବୀ ରଣପୁରରୁ ନିର୍ବାଚିତ ହୋଇ ଓଡ଼ିଶା ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍ ମନ୍ତ୍ରୀଭାବେ ସ୍ୱାସ୍ଥ୍ୟ ବିଭାଗ ଦାୟିତ୍ୱ ନେଇଥିଲେ। କ୍ୟାବିନେଟ୍ ମନ୍ତ୍ରୀ ହେବାରେ ସେ ମଧ୍ୟ ପ୍ରଥମ ଓଡିଆ ମହିଳା ଥିଲେ। ଦ୍ୱିତୀୟ ଥର ମନ୍ତ୍ରୀ ହେବା ପରେ ସେ ଦେଖିଲେ ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ପାଇଁ ଓଡ଼ିଶାରେ ସ୍ୱତନ୍ତ୍ର ଚିକିତ୍ସାଳୟ ନାହିଁ। ଫଳରେ ବହୁ ରୋଗୀଙ୍କର ଅକାଳ ଦାରୁଣ ବିୟୋଗ...

sitala sasthi Festival
କାହିଁକି ଜନ୍ମ ଜନ୍ମର ସାଥୀ ହେଲେ ଶିବ-ପାର୍ବତୀ ?

ଭଗବାନ ଓ ଶିବ ଏକ ଓ ଅଭିନ୍ନ। ଶ୍ରୀମନ୍ଦିରରେ ହରିହର ଉପାସନା ପଦ୍ଧତି ରହିଛି।

To take care in humidity climate
ଗୁଳୁଗୁଳି ବେଳେ କିପରି ଚର୍ମ ଓ କେଶର ଯତ୍ନ ନେବେ

ଜଳବାୟୁର ଆପେକ୍ଷିକ ଆର୍ଦ୍ରତା ଅଧିକ ରହିଲେ ଚର୍ମରୁ ଅଧିକ ସେବମ୍‌ ସିକ୍ରେସନ୍ ହୁଏ, ଯାହା ଚର୍ମକୁ ତେଲିଆ କରିଦିଏ ଓ ଅଧିକ ବ୍ରଣ ସୃଷ୍ଟି ହେବାରେ ସହାୟକ ହୁଏ। କେବଳ ଚର୍ମ ନୁହେଁ ଆର୍ଦ୍ର ଜଳବାୟୁ ଆମ କେଶ ଉପରେ ମଧ୍ୟ ପ୍ରଭାବ ପକାଇଥାଏ। ଏହି ସମୟରେ ଚର୍ମ ଓ କେଶର ଯତ୍ନ ନେବେ କେମିତି ଆସନ୍ତୁ ଜାଣିବା।