• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

crocodile
ଅଜବ ବିଶ୍ୱାସ: ଏଇ ନଈରେ ହଳଦୀ ଲଗାଇ ଗାଧୋଇଲେ କୁମ୍ଭୀର ଟାଣିନେବ !

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଇଏ ଏମିତି ଏକ ନଦୀ ଯେଉଁଠି କେହି ବି ହଳଦୀ ଲଗାଇ ଗାଧାନ୍ତି ନାହିଁ କି ଲାଲ୍‌ବସ୍ତ୍ର ପିନ୍ଧି ନଈରେ ପଶନ୍ତି ନାହିଁ । ଯଦି ପୂର୍ବପୁରୁଷଙ୍କର ଏହି ପରମ୍ପରାକୁ କେହି ନମାନନ୍ତି କୁମ୍ଭୀର ତାଙ୍କୁ ଆକ୍ରମଣ କରେ, ଗାଁରେ ଝାଡାବାନ୍ତି ବ୍ୟାପେ।

Andhra Pradesh Police rescue puppies after dog seeks help
ବନ୍ୟାରେ ଫଶିଥିଲେ ଛୁଆ...ପୋଲିସ ପାଖରେ କାନ୍ଦି ପିଲାର ଜୀବନ ବଞ୍ଚାଇଲା ମା’ କୁକୁର

ଇଏ ବି ଜଣେ ମାଆ । ହଠାତ୍‌ ବନ୍ୟା ପାଣି ମାଡି ଆସିଲା ଆଉ ଫଶିଗଲେ କୁନିକୁନି ଛୁଆ । ବହୁତ ଚେଷ୍ଟା କରିବା ପରେ ବି ପିଲାଙ୍କୁ ଉଦ୍ଧାର ନକରିପାରିବାରୁ ପୋଲିସଙ୍କ ପାଖରେ ପହଞ୍ଚିଥିଲା ମାଆ । ଭୁକିଲା, ଉଦ୍ଧାର ପାଇଁ କାକୁତି ମୀନତି ହେଲା । ଶେଷରେ ଛୁଆମାନେ ଉଦ୍ଧାର ହେବା ପରେ...

  • Friday, 04 August 2023
Supreme Court On Motor Vehicle
ସୁପ୍ରିମ୍‌କୋର୍ଟଙ୍କ ଫୈସଲା, ଏଣିକି ଯେଉଁଠି ଆକ୍ସିଡେଣ୍ଟ ସେଇଠି କେସ୍‌ ଦେବା ଜରୁରୀ ନୁହେଁ

ଏଣିକି ଆଉ ଟେନ୍‌ସନ୍‌ ନାହିଁ । ଯେଉଁଠି ଆକ୍ସିଡେଣ୍ଟ ହେବ ସେଇଠି ମାମଲା ଚାଲିବ ବୋଲି କିଛି ମାନେ ନାହିଁ । ଆପଣ ନିଜ ସୁବିଧା ଅନୁସାରେ ଥାନାରେ ମାମଲା କରିପାରିବେ ।

  • Friday, 04 August 2023
High Court
ଏଣିକି ପ୍ରତି ଶନିବାର ହାଇକୋର୍ଟ ବୁଲିବେ ସାଧାରଣ ଜନତା

ପ୍ରତି ସିଫଟରେ ୪୦ ଜଣ ହାଇକୋର୍ଟ ଭିତରକୁ ଯାଇପାରିବେ।

Jharpada jail inmate becomes radio jockey
କଏଦୀ ହୋଇ ଆସିଥିଲେ...R.J Tusar ବନିଗଲେ

ଜୀବନ ବଦଳାଇ ଦେଲା ଜେଲ୍‌ । ଗିରଫ ହୋଇ ଝାରପଡା ଜେଲ୍‌ରେ ରହିଲେ...ଏବେ RJ ତୁଷାର କହିଲେ ସମସ୍ତେ ଜାଣୁଛନ୍ତି...ଆଙ୍କରିଂଙ୍କୁ ଭୂରିଭୂରି ପ୍ରଶଂସା କରୁଛନ୍ତି

  • Friday, 04 August 2023
Fast Food
ଯିଏ ଯାହା ପାଇଲା ରାସ୍ତାକଡ଼ରେ ବିକିଲା; ଖାଦ୍ୟର ମାନ ପରଖୁଛି କିଏ ?

ବାହାରେ ମିଳୁଥିବା ଚଟପଟା ଫାଷ୍ଟଫୁଡ୍ କେତେ ସ୍ୱାସ୍ଥ୍ୟକର ?

Crop Damage
ବୁଡାଇ ଦେଲା ବର୍ଷା : ଛାରଖାର ହେଲା ଚାଷୀର ସ୍ୱପ୍ନ, ଋଣ ଟଙ୍କା ସୁଝିବ କେମିତି ?

ରୁଆ ଧାନ ବିଲରେ ଲହଡି ଭାଙ୍ଗୁଛି ବନ୍ୟା ଜଳ..ବେକେ ପାଣିରେ ବୁଡି ରହିଛି ପରିବା ଫସଲ ।

Cuttack JICA Construction
ଜାଇକା ପ୍ରକଳ୍ପ ତୁରନ୍ତ ଶେଷ କରିବାକୁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା

୨୦୧୨ ମସିହାରେ ଆରମ୍ଭ ହୋଇଥିବା ଜାଇକା ପ୍ରକଳ୍ପ ନିର୍ମାଣ କାମ ୪ ବର୍ଷରେ ଶେଷ କରିବାକୁ ଚୁକ୍ତି ହୋଇଥିଲା। ଏହାମଧ୍ୟରେ ୧୨ ବର୍ଷ ବିତି ଯାଇଥିଲେ ମଧ୍ୟ ଏହା ସମ୍ପୂର୍ଣ୍ଣ ହେବାର ନାଁ ନେଉନାହିଁ ।

Seema Haider
ପ୍ରଥମେ ଫିଲ୍ମ ହିରୋଇନ୍‌ ଆଉ ଏବେ ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା !

ନିର୍ବାଚନ ମଇଦାନରେ ଏଣ୍ଟ୍ରି ମାରିବେ ସୀମା ! ପ୍ରଥମେ ଫିଲ୍ମ ସାଇନ୍‌ କରିବା ପରେ ଏବେ ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଫର୍‌ ମଧ୍ୟ ମିଳିଛି ।

Body In Lift
ଲିଫ୍ଟ ନେଇଗଲା ମହିଳାଙ୍କ ଜୀବନ ! ୯ ମହଲାରେ ରହିଗଲା, ୩ ଦିନ ପରେ ଖୋଲିଲା

ଜଣେ ମହିଳା ଲିଫ୍ଟରେ ଯାଉଥିବା ବେଳେ ହଠାତ୍ ଲିଫ୍ଟ ଖରାପ ହୋଇଥିଲା । ସେ ପାଖାପାଖି ତିନିଦିନ ପର୍ଯ୍ୟନ୍ତ ସେହି ଲିଫ୍ଟରେ ଫସିରହିଥିଲେ । କାରଣ ଲିଫ୍ଟ ଆଉ ଖୋଲିନଥିଲା ।

  • Thursday, 03 August 2023
Spices manufacturing unit helps Odisha man become self reliant
ବାପାଙ୍କ ୨୫ ହଜାର ଟଙ୍କା, ପୁଅକୁ କରିଦେଲା ଲକ୍ଷପତି

ସେଦିନ ହୁଏତ ସେ ଠିକ୍ ନିଷ୍ପତ୍ତି ନେଇଥିଲେ.. ପାଠପଢା ସରିବା ପରେ ଚାକିରି ନ କରି ଆରମ୍ଭ କଲେ ମସଲା କମ୍ପାନୀ.. ବାପା ଦେଇଥିଲେ ୨୫ ହଜାର ଟଙ୍କା..

  • Thursday, 03 August 2023
Teen Talaq
କଳଙ୍କ ! ଯୌତୁକ ପାଇଁ ଗର୍ଭବତୀ ପତ୍ନୀଙ୍କୁ ମାଡ଼ ମାରି ନଷ୍ଟ କଲେ ଛୁଆ

ମହିଳାଙ୍କ ଅଭିଯୋଗ ପାଇବା ପରେ ପୋଲିସ ସ୍ୱାମୀ ନାଁରେ ମାମଲା ରୁଜୁ କରିବା ସହ ଶ୍ୱଶୁର ଘରର ୬ ଜଣଙ୍କ ନାଁରେ ବି ମାମଲା ରୁଜୁ କରିଛି । ତଦନ୍ତ ପରେ ସମସ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Odisha Government New Scheme
ଦରଜୀ-ବାରିକ-କୁମ୍ଭାରଙ୍କ ସମେତ ୫୦ଟି ବର୍ଗ ପାଇଁ ଖୁସି ଖବର ! ମିଳିବ ଏହି ସୁବିଧା..

ବର୍ତ୍ତମାନ ବୁଲାବିକାଳୀ, ଛୋଟ ଦୋକାନୀ, ଘରୋଇ ସହାୟକ, ରିକ୍‌ସାବାଲା, ଅଟୋ ଡ୍ରାଇଭର, ମୋଚି, କୃଷି ଶ୍ରମିକ, ଜଙ୍ଗଲ ଶ୍ରମିକ, ସମ୍ବାଦପତ୍ର ହକର ଏବଂ ସଫେଇ କର୍ମଚାରୀଙ୍କ ପରି ୧୦ଟି ବର୍ଗର ଲୋକ ବୋର୍ଡର କଲ୍ୟାଣ ଯୋଜନାରେ ସୁବିଧା ପାଉଛନ୍ତି । ଏବେ ଆଉ ୫୦ ବର୍ଗର ଅଣସଂଗଠିତ କର୍ମଚାରୀଙ୍କୁ ଏହି ବୋର୍ଡର କଲ୍ୟାଣ ଯୋଜନାରେ ସାମିଲ କରାଯିବ ।

Chandrayaan 3
ଅସଲି ନ ଦେଖିଲେ ନକଲି ଚନ୍ଦ୍ରଯାନ-୩ ଦେଖନ୍ତୁ...

ବାଲେଶ୍ୱର ଜିଲ୍ଲା ସୋର ଥାନା ପାରମହଲା ଗାଁକୁ ନେଇ ଏବେ ଜୋରଦାର ଚର୍ଚ୍ଚା l ଚର୍ଚ୍ଚାର କାରଣ ଶୁଣିଲେ ଆପଣ ବି ତାଜୁବ ହୋଇଯିବେ l ଇତିହାସ ରଚିଥିବା ଚନ୍ଦ୍ରାୟନ-୩ର ଅବିକଳ ନକଲ କରିଛନ୍ତି ସୋର ଅଞ୍ଚଳର ଜଣେ ଯୁବକ ଏସ.କେ ସାହାରାଉଦ୍ଦିନ..

Special Story
ଦାଦନ ଖଟିବାକୁ ଦୁବାଇ ଯାଇଥିବା ପୁଅ ଏବେ କୋମାରେ

ଦୁବାଇରେ ବସ୍ ଦୁର୍ଘଟଣାରେ ଆହତ ଶ୍ରମିକ କୋମାରେ, ପୁଅର ଫଟୋ ଧରି ଘର ଦାଣ୍ଡ ପାହାଚରେ ବସିଛି ବୃଦ୍ଧ ବାପ, ଲାଗିଛି ଅଖଣ୍ଡ ଦୀପ, ପାଠ ହେଉଛି ଅନୁମାନ ଚାଳିଶା..

School Close
ଲଗାଣ ବର୍ଷା ପାଇଁ ଆଜି ୫ ଜିଲ୍ଲାରେ ସ୍କୁଲ ଛୁଟି

ବନ୍ଦ ରହିବ ସବୁ ସରକାରୀ ଓ ବେସରକାରୀ ସ୍କୁଲ ସହ ଅଙ୍ଗନବାଡ଼ି କେନ୍ଦ୍ର ।

Odisha Train Tragedy,
ଦୁଇମାସ ପରେ ବି ଶବର ମିଳୁନି ପରିଚୟ !

ଚଳିତ ସପ୍ତାହରେ ଶେଷ ପର୍ଯ୍ୟାୟ DNA ରିପୋର୍ଟ ଆସିବା ପରେ ସରକାର ନିଷ୍ପତ୍ତି ନେବା ନେଇ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ।

Inspiring story
ବିନା କୋଚିଂରେ OAS ଟପ୍ପର । ସୁଦେବ ପୃଷ୍ଟି ଲକ୍ଷ୍ୟ ଆଗରେ ବାଧକ ସାଜିନି ଅର୍ଥାଭାବ

ଅଭାବୀ ପରିବାରରୁ ଆସି ପ୍ରଶାସନିକ ପଦବୀରେ ବସିବାକୁ ଯାଉଥିବା କୃତିତ୍ୱଧାରୀଙ୍କୁ ନେଇ ରିପୋର୍ଟ ।

  • Tuesday, 01 August 2023
  • OAS
  • OCS
job scam
ଅଡୁଆରେ ସରକାର ଜବ୍ ସ୍କାମ ଅଭିଯୋଗକୁ ନେଇ ବଢ଼ୁଛି ସରକାରଙ୍କ ଅଡୁଆ

ବର୍ଷାରେ ଭିଜି ଭୁବନେଶ୍ୱର ଲୋୟର ପିଏମଜି ଓ OSSC ଅଫିସରେ ପରୀକ୍ଷାର୍ଥୀଙ୍କ ପ୍ରତିବାଦ, ଭେଟିବାକୁ ନଆସି ଭିଡିଓ କଲରେ ଅଭିଯୋଗ ଶୁଣିଲେ OSSC ଅଧ୍ୟକ୍ଷ ।

Ratna Bhandar
ରତ୍ନଭଣ୍ଡାର ଖୋଲିବାକୁ ଚାହୁଁନାହାନ୍ତି କି ରାଜ୍ୟ ସରକାର ?

ଏଣେ ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଭକ୍ତ-ସେବାୟତ ଓ ବୁଦ୍ଧିଜୀବୀଙ୍କ ଅସନ୍ତୋଷ ।

Ratna Bhandar
ରତ୍ନଭଣ୍ଡାରରେ ମାତ୍ର ୧୪୯ କେଜି ସୁନା ! କୁଆଡ଼େ ଗଲା ହୀରା-ନୀଳା-ମୋତି-ମାଣିକ୍ୟ..?

ଠାକୁରଙ୍କ ସବୁ ଅଳଙ୍କାର ସୁରକ୍ଷିତ ଥିବା ନେଇ ସତ୍ୟପାଠ । ଅସ୍ପଷ୍ଟ ତାଲିକା ଓ ସୁନା-ରୁପା ପରିମାଣକୁ ନେଇ ଅସନ୍ତୋଷ ।

Huge Shivling
ବରଫରେ ବିରାଟ ଶିବଲିଙ୍ଗ, ଗୋଶାଳା ପାଲଟିଲା ଶୈବପୀଠ

ବରଫରେ ପ୍ରସ୍ତୁତ ହେଲା ବିରାଟ ଶିବଲିଙ୍ଗ । ଗୋଶାଳା ପାଲଟିଲା ଶୈବପୀଠ । ସ୍ଥାପନା ହେଲା ୧୨ ଜ୍ୟୋର୍ତିଲିଙ୍ଗ ।

Photo Journalist
ଶହେ ବର୍ଷରେ ବି ଚଳଚଞ୍ଚଳ ପୂର୍ଣ୍ଣଚନ୍ଦ୍ର; ଫଟୋଗ୍ରାଫି ସହ ଛଉ ନୃତ୍ୟ ଓ ଅଭିନୟର ସଉକ

କଥା କହୁଛି ଇତିହାସର କଳା ଧଳା ଫଟୋ । ରାଜା ମହାରାଜା ଓ ଇଂରେଜଙ୍କ ଠାରୁ ତତକାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଯାଏଁ । ଅମୂଲ୍ୟ ସମ୍ପଦ ହୋଇ ରହିଛି ସବୁକିଛି । କଥାକୁହା ଫଟୋର ଶିଳ୍ପୀ ହେଉଛନ୍ତି ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ ।

Scanty Rain In Odisha
ବର୍ଷା ହେଉଛି ହେଲେ ବିଲକୁ ପାଉନି; ମାଟି ଫାଟି ଆଁ କଲାଣି

ଉପକୂଳରୁ ଦକ୍ଷିଣ ଓଡିଶା ସବୁଠି ସ୍ଥିତି ସମାନ । ଚଳିତ ମୌସୁମୀ ଋତୁରେ ରାଜ୍ୟରେ ୧୨ ପ୍ରତିଶତ କମ୍ ବର୍ଷା ରେକର୍ଡ ହୋଇଛି ।