କଲେଜରେ ନାମ ଲେଖା ଫର୍ମ ସହିତ ମିଳିବ ଭୋଟର ଲିଷ୍ଟରେ ସାମିଲ ଲାଗି ଫର୍ମ । ପ୍ରଥମ ଥର ଲାଗି ଏପରି ଅଭିନବ ଢଙ୍ଗରେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ ।
Published By: Satyendu Shekher Mishra
Last updated: 07 August 2023, 10:01 PM IST
ବର୍ତ୍ତମାନ ଚାଲିଛି ଏଆଇ ଆଉ ଡିଜିଟାଲ ଜମାନା । ଏହାକୁ ବ୍ୟବହାର କରି ବିକଳ୍ପ ସମାଧାନର ଉପାୟ ଆଣିଛନ୍ତି ଏହି ଯୁବକ । ଏହି ଯୁବକ ଆଣିଛନ୍ତି ଅଜବ ସେବା । ସେ ଏହାର ନାମ ଡିଜିଟାଲ୍ ଫଟୋ ସ୍ନାନ (ଫଟୋ ପାଇଁ ପବିତ୍ର ବୁଡ଼) ରଖିଛନ୍ତି ।