ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ବ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି। ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା ।
Published By: Satyendu Shekher Mishra
Last updated: 07 August 2023, 09:59 PM IST
୧. ରାଜସ୍ଥାନ : ସର୍ଭେ କହୁଛି ରାଜସ୍ଥାନ ଜନସଂଖ୍ୟାରେ ସର୍ବାଧିକ ୭୪.୯ ପ୍ରତିଶତ ଲୋକ ସାଧା ଖାଦ୍ୟ ଅର୍ଥାତ ନିରାମିଷ ଖାଇଥାନ୍ତି।