• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

News Fuse
ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ପ୍ରତିବାଦ

ରାସ୍ତା ଉପରେ ବୁଲା ଗାଈଗୋରୁଙ୍କ ପ୍ରତିବାଦ

Superstition
ଛୁଇଁ ଦେଲେ ରୋଗ ଭଲ ହେଇଯାଉଥିବା ନେଇ ଅନ୍ଧବିଶ୍ୱାସ

ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..

Tomato Price
ହୋଟେଲରେ ମହଙ୍ଗା ହେଲାଣି ମେନ୍ୟୁ

ଲଗାମଛଡ଼ା ଟମାଟୋ ଦରର ହାଇଟ୍ରେଣ୍ଡ ଜାରି..ହୋଟେଲରେ ମହଙ୍ଗା ହେଲାଣି ମେନ୍ୟୁ..ଗୃହିଣୀଙ୍କ ଅଭ୍ୟାସ ପାଲଟିଲାଣି ବିନା ବିଲାତିରେ ତରକାରୀ..

Farmers Success Story
ଚର୍ଚ୍ଚାରେ ଦୁଇ ଡାକ୍ତରୀ ଛାତ୍ର

କଠିନ ପରିଶ୍ରମ ଓ ଦୃଢ ଇଛାଶକ୍ତି ସହ ଲକ୍ଷ୍ୟ ଠିକ୍ ଥିଲେ ନିଶ୍ଚୟ ସଫଳତା ମିଳେ। ଏହା ପ୍ରମାଣିତ କରିଛନ୍ତି କୃଷ୍ଣଚନ୍ଦ୍ର ଓ ଅଶ୍ରୁମୋଚନ। ଜଣେ ଅର୍ଥାଭାବରୁ ପାଠପଢାରେ ଡୋରି ବାନ୍ଧି ଦାଦନ ଘଟିବାକୁ ଯିବାକୁ ବାଧ୍ୟ ହୋଇଥିଲେ । ଆଉ ଜଣଙ୍କୁ ଚାଲିବା ବସିବାରେ ଅସୁବିଧା, ଅଣ୍ଟା ଆଉ ବେଗ ସବୁଥିରେ ଯନ୍ତ୍ରଣା । ତଥାପି ପରିଶ୍ରମର ଫଳ ପାଇଛନ୍ତି ଓ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଡାକ୍ତରୀ ପଢିବାକୁ ଯାଉଛନ୍ତି।

Banaka Lagi Of Lord Jagannath
ବିବାଦର ଅନ୍ତ, ବୁଧବାର ବନକଲାଗି

ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି। ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତମହାପାତ୍ର। ସନ୍ଧ୍ୟା ୬ଟାରୁ ରାତି ୧୧ ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ। ଏହପାରେ ଶ୍ରୀଜିଉଙ୍କ ଦିବ୍ୟ ସୁନ୍ଦର ମୁଖର ଦର୍ଶନ ପାଇବେ ଭକ୍ତ..

Tomato Price
ହୋଟେଲ୍‌ରେ ବଢ଼ିଲା ମିଲ୍ସ ରେଟ୍‌ ! ଟମାଟୋ ପଡ଼ିଲେ ରେଟ୍‌ ବଢ଼ିବ

ମେନୁରେ ଥରେ ରେଟ୍ ଲେଖାହେଲେ ତାକୁ ବଦଳାଇବା ମୁସକିଲ୍। ତେଣୁ ବିନା ଟମାଟୋ ନଚେତ୍ ଅଳ୍ପ ଟମାଟୋରେ ତିଆରି ହେଉଛି ଖାଦ୍ୟ।

  • Tuesday, 08 August 2023
Banaka Lagi Of Lord Jagannath
ଅପେକ୍ଷା କାଲି ସଂଧ୍ୟାକୁ; ଶ୍ରୀଜିଉଙ୍କ ସୁନ୍ଦର ମୁଖ ଦର୍ଶନର ସୁଯୋଗ ପାଇବେ ଭକ୍ତ

ଆସନ୍ତାକାଲି ହେବ ମହାପ୍ରଭୁଙ୍କ ବନକଲାଗି ନୀତି । ଦ୍ୱିତୀୟ ଭୋଗମଣ୍ଡପ ଉଠିବା ପରେ ଶ୍ରୀଜିଉମାନଙ୍କ ଶ୍ରୀମୁଖ ଶିଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ ।

Lord Jagannath's special ritual Banakalagi Niti
ଆସନ୍ତାକାଲି ମହାପ୍ରଭୁଙ୍କ ବନକଲାଗି, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା

ଅନେକ ବାଦବିବାଦ ପରେ ଆସନ୍ତାକାଲି ହେବ ବନକଲାଗି ନୀତି ।

Handloom
ବିଦ୍ୟାବାଲାନ ଶାଢି ବୁଣୁଛନ୍ତି, ତଥାପି ଅବହେଳିତ ରହୁଛନ୍ତି

ବଜାର ସୁବିଧା ଭଲରେ ନାହିଁ । ଯଦି ବ୍ୟବସାୟ ପାଇଁ ସବୁ ସୁବିଧା କରାଯିବ ତାହାଲେ ଲାଭ ପାଇବେ ବୁଣାକାର ପରିବାର।

Ratna Bhandar
ରକ୍ଷଣାବେକ୍ଷଣ ଦୃଷ୍ଟିରୁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ମରାମତି ନିହାତି ଆବଶ୍ୟକ

ଏଭଳି ସତ୍ୟପାଠ ଦାଖଲ କରି ମରାମତି କାର୍ଯ୍ୟରେ ବହୁ ବିଳମ୍ବ ହୋଇଥିବା ଦର୍ଶାଇଛି ASI ।

College Admission & Voter I Card Form
କଲେଜରେ ନାମ ଲେଖା ଫର୍ମ ସହିତ ମିଳିବ ଭୋଟର ଲିଷ୍ଟରେ ସାମିଲ ଲାଗି ଫର୍ମ

ପ୍ରଥମ ଥର ଲାଗି ଏପରି ଅଭିନବ ଢଙ୍ଗରେ ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବଢ଼ାଇବାକୁ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ ।

Coastal Highway Project In Odisha
କଣ ହେବ ପ୍ରତିକ୍ଷୀତ କୋଷ୍ଟାଲ ହାଇ ୱେ'ର ଭାଗ୍ୟ

ଯାହାକୁ ନେଇ ଆରମ୍ଭ ହୋଇଛି ବିବାଦ, ତେଜିଛି ରାଜନୀତି ।

  • Monday, 07 August 2023
Weavers In Odisha
ଆଜି ଜାତୀୟ ହସ୍ତତନ୍ତ ଦିବସ

ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା ।

  • Monday, 07 August 2023
Weavers In Odisha
ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି ବୁଣାକାର

ଆଜି ଜାତୀୟ ହସ୍ତତନ୍ତ ଦିବସ। ଦେଶର ସାମାଜିକ ଆର୍ଥିକ ଉନ୍ନତିରେ ହସ୍ତତନ୍ତ ଶିଳ୍ପର ଗୁରୁତ୍ୱ ପ୍ରତି ସଚେତନତା ସୃଷ୍ଟି ଲକ୍ଷ୍ୟରେ ଜାତୀୟ ସ୍ତରରେ ଏହି ଦିବସ ପାଳନ ହୋଇ ଆସୁଛି।ତେବେ ହସ୍ତତନ୍ତକୁ ପେଶା କରି ଚଳୁଥିବା ଆମ ରାଜ୍ୟର ବୁଣାକାର ପରିବାର ଆଜିର ଦିନରେ କିଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି, ଆସନ୍ତୁ ଜାଣିବା..

Ratna Bhandar
ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି, କହିଲା ASI

ସଂରକ୍ଷଣ ଦୃଷ୍ଟିରୁ ମରାମତି ନିହାତି ଦରକାର । ଯେତେଶୀଘ୍ର ନିର୍ଦ୍ଦେଶ ଆସିବ ସେତେଶୀଘ୍ର କାମ ହେବ କହିଲା ASI

College Admission & Voter I Card Form
ସରକାରଙ୍କ ଫୋକସ୍‌ରେ ଯୁବପିଢି ! ଭୋଟ୍‌ ହାତେଇବାକୁ କଲେଜ୍‌ରେ ସ୍ପେଶାଲ ଡ୍ରାଇଭ୍‌ ଫନ୍ଦି?

ପ୍ରଥମ ଥର ଲାଗି ଅଭିନବ ପଦକ୍ଷେପ ନେଇଛି ଉଚ୍ଚଶିକ୍ଷା ବିଭାଗ । ରାଜ୍ୟରେ ଯୁବ ଭୋଟରଙ୍କ ସଂଖ୍ୟା ବୃଦ୍ଧି ପାଇଁ ପଦକ୍ଷେପ ନିଆଯାଇଛି ।

Manipur Violence
ଓଡ଼ିଶାରେ ମଣିପୁର ହିଂସା ଇଫେକ୍ଟ; କଲେଜ୍‌ ଫି ଦାଖଲ କରିପାରୁନାହାନ୍ତି ମଣିପୁରୀ ଛାତ୍ରଛାତ୍ରୀ

ଘରଠୁ ଦୂରରେ ରହିଲେ ମନେପଡ଼େ ପରିବାର । କିନ୍ତୁ ପରିବାର ଯେତେବେଳେ ଥାଏ ବିପଦରେ ସେତେବେଳେ ମନ ଆନ୍ଦୋଳିତ ହୁଏ । ଝୁରେ ଭିଟାମାଟିକୁ । ଠିକ୍ ଏଭଳି ସ୍ଥିତି ଏବେ ପ୍ରବାସୀ ମଣିପୁର ଛାତ୍ରଛାତ୍ରୀଙ୍କର ।

Snake Bite
ଆତଙ୍କ ଖେଳାଉଛି ସାପ; ୫ ବର୍ଷରେ ଗଲାଣି ୪୪୭୭ ଜୀବନ

ବର୍ଷା ଦିନ, ବଢ଼ି ପାଣିରେ ମାଳ ମାଳ ହୋଇ ବୁଲୁଛନ୍ତି ସାପ । ଲୋକଙ୍କୁ ଦଂଶୁଛନ୍ତି, ଅକାଳରେ ପ୍ରାଣ ନାଶୁଛନ୍ତି ।

Friendship Day
ଏମାନେ ବି ସାଙ୍ଗ..ଏ ସମ୍ପର୍କ ଅତୁଟ..ଯୁଗ ଯୁଗର

ଦୁନିଆର ସବୁଠୁ ଅମୂଲ୍ୟ, ସବୁଠୁ ଆପଣର ସମ୍ପର୍କ ହେଉଛି ବନ୍ଧୁ। ଫ୍ରେଣ୍ଡସିପ୍ ନା ଧର୍ମ ମାନେ ନା ଜାତି ଦେଖୋ ବାସ୍, ସାଙ୍ଗ ପାଇଁ ସବୁ କିଛି କରି ଦିଏ ସଙ୍ଗେ ।

ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?
ମୁହଁ ଖୋଲିଲେ ବୋଲି...ଦୋକାନରେ ପଶିଲା ଡ୍ରେନ୍‌ ପାଣି?

ମୁହଁ ଖୋଲିଲେ ଦଣ୍ଡ ! ଦିବ୍ୟାଙ୍ଗଙ୍କ ଦୋକାନ ମୁହଁରେ ଜମୁଛି ଆଣ୍ଠୁଏ ପାଣି । ବନ୍ୟା ପାଣି ଯେଉଁ ନାଳରେ ଯିବା କଥା ତାକୁ ବନ୍ଦ କରିଦେଲେ, ପ୍ରଶାସନ ପାଖରେ ଗୁହାରି କରିବା ପରେ ବି ଦିନ ଗଡୁଛି ହେଲେ ସମସ୍ୟାର ସମାଧାନ ହେଉନି

Flood Situation
ପ୍ରତିବର୍ଷ କାହିଁକି ଜଳବନ୍ଦୀ ଜୀବନ ବିତାଉଛନ୍ତି ରାଜଧାନୀବାସୀ?

ଅକଥନୀୟ, ଅକଳ୍ପନୀୟ ଦୁର୍ଦ୍ଦଶାରେ ଦିନ ଦିନ ଧରି ଘାଣ୍ଟି ହେଉଛି ସହରୀଜୀବନ ।

Bhadrak Flood
ମହାନଦୀରୁ ଦେବୀ, ବୈତରଣୀରୁ ବ୍ରାହ୍ମଣୀ ନଦୀ: ନଈରେ ପାଣି କମୁଥିଲେ ବି ବଢ଼ି ଘେରରେ ଶହ ଶହ ଗାଁ 

ଭଦ୍ରକ ଆଖୁଆପଦାରେ ବୈତରଣୀ ନଦୀର ଜଳସ୍ତର ଖସିଥିଲେ ବି ଅନେକ ସ୍ଥାନରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ପ୍ରଭାବିତ ହୋଇଛି ଧାମନଗର, ଭଣ୍ଡାରୀପୋଖରୀ, ତିହିଡ଼ି, ଚାନ୍ଦବାଲି ବ୍ଲକ। ବନ୍ୟାରେ ନିଖୋଜ ଧାମନଗର ବ୍ଲକର ଜଣେ ନାବାଳକ ଓ ଜଣେ ବୃଦ୍ଧାଙ୍କ ମୃତଦେହ ମିଳିଥିବାବେଳେ ଭଣ୍ଡାରୀପୋଖରୀ ବ୍ଲକରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।

  • Friday, 04 August 2023
Floodwater enters village
ହଠାତ ମାଡ଼ିଆସିଲା ବନ୍ୟାଜଳ: ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଉଛନ୍ତି ବନ୍ୟା ଦୁର୍ଗତ

ସକାଳେ ହଠାତ ବନ୍ୟାଜଳ ମାଡ଼ି ଆସିବାରୁ ଘର ଦ୍ୱାର ଛାଡ଼ି ଜୀବନ ବିକଳରେ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ବନ୍ୟା ଦୁର୍ଗତ। ତେରମାଣପୁର ଗାଁର ମୁଖ୍ୟ ରାସ୍ତାରେ ଏବେ କେଉଁଠି ଅଣ୍ଟାଏ ତ ଆଉ କେଉଁଠି ଛାତିଏ ପାଣି।

Ratna Bhandar
ପଡ଼ିଲା ମୂଳଦୁଆ; ଖୋଲିବ ମହାପ୍ରଭୁ ଜଗନ୍ନାଥଙ୍କ ରହସ୍ୟମୟ ରତ୍ନଭଣ୍ଡାର !

ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ ପାଇଁ ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ଅଧ୍ୟକ୍ଷତାରେ ଏକ ହାଇଲେବଲ ଟିମ୍ ଗଠନ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟିରେ ରାଜ୍ୟ ସରକାରଙ୍କୁ ସୁପାରିସ କରାଯାଇଛି ।

Floodwater
ବର୍ଷକର ଦାନା ଭସେଇ ନେଲା ବଢ଼ିଲା ନଈ: ଗଛରେ ଥାଇ ସଢ଼ୁଛି କଞ୍ଚା ପରିବା

ବୁଡ଼ି ଯାଇଛି ଚାଷ ଜମି, ଚାରିଆଡ଼େ ଏବେ ଖାଲି ପାଣି ଆଉ ପାଣି। ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀ।