Advertisment

ଛୁଇଁ ଦେଲେ ରୋଗ ଭଲ ହେଇଯାଉଥିବା ନେଇ ଅନ୍ଧବିଶ୍ୱାସ

ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..

author-image
Manoranjan Behera
ଅଦ୍ୟତନ ହୋଇଛି

ସମୟ ବଦଳିଛି କିନ୍ତୁ ବଦଳିନି ଲୋକଙ୍କ ମାନସିକତା । ଚିକିତ୍ସା ବିଜ୍ଞାନର ଢେର ଅଗ୍ରଗତି ସତ୍ତ୍ୱେ ଆଜି ବି ସଭ୍ୟ ସମାଜର ଲୋକମାନେ ହେଉଛନ୍ତି ଅନ୍ଧ ବିଶ୍ୱାସର ବଶବର୍ତ୍ତୀ । ଛୁଇଁ ଦେବା ସହ ଲାତ ମାରିଦେଲେ ରୋଗ ଭଲ ହେଇଯାଉଥିବା ବିଶ୍ୱାସ କରି ଜମୁଛି ଲୋକଙ୍କ ଗହଳି..

Advertisment
Superstition In Odisha
Advertisment
Advertisment