• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Tomato Price Odisha

Tamato
ଟମାଟୋ ୨ଟଙ୍କା

ଦିନେ କେଜି ପିଛା ୨୦୦ ଥିଲା। ହେଲେ ଆଜି ୨ଟଙ୍କାରେ ବି କିଣୁ ନାହାନ୍ତି। ଟମାଟୋ ବିକ୍ରିକୁ ନେଇ ଚିନ୍ତାରେ ଚାଷୀ। କେଉଁଠି ଟଙ୍କାଟେ କେଉଁଠି ଦୁଇ ଟଙ୍କା ବି ଦେବାକୁ କୁନ୍ଥୁ କୁନ୍ଥୁ ହେଉଛନ୍ତି ବେପାରୀ। ଅଭାବୀ ବିକ୍ରି ସ୍ଥିତିରେ ବିକିବ ନା ରଖିବ। ଶୀତଳ ଭଣ୍ଡାର ବି ନାହିଁ। ଏମିତି ସ୍ଥିତିରେ ହନ୍ତସନ୍ତ ହେଉଛନ୍ତି ଟମାଟୋ ଚାଷୀ।

Tomato Price
ହୋଟେଲରେ ମହଙ୍ଗା ହେଲାଣି ମେନ୍ୟୁ

ଲଗାମଛଡ଼ା ଟମାଟୋ ଦରର ହାଇଟ୍ରେଣ୍ଡ ଜାରି..ହୋଟେଲରେ ମହଙ୍ଗା ହେଲାଣି ମେନ୍ୟୁ..ଗୃହିଣୀଙ୍କ ଅଭ୍ୟାସ ପାଲଟିଲାଣି ବିନା ବିଲାତିରେ ତରକାରୀ..

Prices of tomatoes down
ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି; ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍

ବଢ଼ୁଥିବା ଟମାଟୋ ଦରରେ ଲାଗିଲା ବ୍ରେକ୍...ଏବେ ଭୁବନେଶ୍ୱର, ବାଲେଶ୍ୱର, କଟକରେ ଏତିକି ଟଙ୍କାରେ ବିକ୍ରି ହେଉଛି ଟମାଟୋ ...