• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Offbeat Updates

witchcraft
ଆଶ୍ଚର୍ଯ୍ୟ !! ଗାଁରେ ଖଟ ବୁଲିଲେ ଭଲ ହେବ କୁନି ଝିଅ ?

ଝିଅର ଦେହ ଖରାପ, ବାରମ୍ବାର ମେଡିକାଲ ଯିବା ପରେ ବି ଭଲ ହେଲାନି । ଗୁଣିଆର ଆଶ୍ରା ନେଲେ ପରିବାର ଲୋକେ । ବାଜା ବଜାଇ ବୁଲାଇଲେ ଖଟ...ହେଲେ ପୋଲିସ ପହଞ୍ଚି...

This government’s Dakabangala in Narasinghpur is now is den of alcoholics
ଡାକବଙ୍ଗଳାରେ ରହୁଛି ଭୂତ !

ଦିନେ ଏଇ ଡାକ ବଙ୍ଗଳାରେ ରହିବା ବାବୁଙ୍କ ସ୍ନପ୍ନ ଥିଲା । ଛୁଟି ହେବା ମାତ୍ରେ ପୁରା ପରିବାର ସହ ଦୌଡୁଥିଲେ ଏଠାରେ ରହିବାକୁ । ହେଲେ ଏବେ ଏଠାକୁ ଆସିବାକୁ କେହି ରାଜି ହେଉ ନାହାନ୍ତି । ମଦୁଆ ଘର କଲେଣି ଡାକ ବଙ୍ଗଳାରେ...

  • Thursday, 21 September 2023
scrub typhus
Scrub Typhus : ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ ଟପିଲା ପଜିଟିଭ ସଂଖ୍ୟା

ଆଉ ୬ ସ୍କ୍ରବ୍ ଟାଇଫସ୍ ପଜିଟିଭ ଚିହ୍ନଟ, ସୂଚନା ଦେଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଜିଲ୍ଲାରେ ସ୍କ୍ରବ୍ ଟାଇଫସ୍ ପଜିଟିଭ ସଂଖ୍ୟା ୨୦୬

  • Thursday, 21 September 2023
Over 50 people fall sick after consuming Puja ‘bhog’
ବାସି ଭୋଗ ଖାଇବା ହେଲା କାଳ, ୫୫ରୁ ଅଧିକ ଲୋକ ଗୁରୁତର

ଅସୁସ୍ଥଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୩୭ରୁ ଅଧିକଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ସେମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା

Tunel
ଛ' ଥାକିଆ ରାସ୍ତାରେ ଦ୍ରୁତଗତିରେ ଚାଲିଛି ଟନେଲ୍ କାମ

ଦ୍ରୁତ ଗତିରେ ଆଗେଇ ଚାଲିଛି ରାଜ୍ୟର ପ୍ରଥମ ଟନେଲ ବା ସୁଡ଼ଙ୍ଗ ରାସ୍ତା। ହଁ ଆପଣ ଠିକ୍ ଶୁଣିଛନ୍ତି। ଭାରତମାଳା ପ୍ରକଳ୍ପ ଅଧିନରେ କୋରାପୁଟ ଜିଲ୍ଲା ସୀମା ସୁଙ୍କି ଘାଟିରେ ନିର୍ମାଣ ଚାଲିଛି ଦୁଇ ଦୁଇଟି ଟନେଲ

Teacher Protest
ସଂଘରେ ଫାଟ ସତ୍ତ୍ୱେ ଥମିନି ଶିକ୍ଷକ ଆନ୍ଦୋଳନ !

୩ଦଫା ଦାବି ପୂରଣ ନହେବା ଯାଏଁ ସ୍କୁଲ ନଫେରିବାକୁ ଚେତାବନୀ ।

  • Tuesday, 19 September 2023
With no government aid in sight, 80-year-old left to fend for self
ଛିଡା ହେବାକୁ ବଳ ନାହିଁ, ମନୋବଳ ଦୌଡାଉଛି

ବୟସ ୮୦ ପାର୍‌ । ଅଣ୍ଟାରେ ଆଉ ବଳ ନାହିଁ ହେଲେ ମନୋବଳ ପାଇଁ ଆଜି ବି ସେ ଦୌଡୁଛନ୍ତି । ଚାରି ଚାରୋଟି ପୁଅଙ୍କର ମୃତ୍ୟୁ ପରେ ଏବେ ବଡ଼ କଷ୍ଟରେ କଟୁଛି ଦିନ...

  • Tuesday, 19 September 2023
medical college
ଏଇଠି ଜୋର ଧରିଲା ମେଡିକାଲ କଲେଜ ଦାବି,୧୩ ଦିନରେ କ୍ରିୟାନୁଷ୍ଠାନ କମିଟିର ଧାରଣା

ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ଅହୋରାତ୍ର ଧାରଣା..ସେପ୍ଟେମ୍ବର ୨୩ରେ ଅର୍ଥନୈତିକ ଅବରୋଧ ପାଇଁ ଚେତାବନୀ

 lack of teachers in Kalahandi
ପିଲା ଅଣ୍ଡା ଖାଇବେ, ଭଲ ପୋଷାକ ପିନ୍ଧିବେ! ହେଲେ ଏଠାରେ ୨୦୦ ପିଲାଙ୍କୁ ୨ ଶିକ୍ଷୟିତ୍ରୀ, ଯାହା ହେବ ପାଠପଢ଼ା

ସତରେ ସରକାର କି ପ୍ରହସନ ଚଳାଇଛନ୍ତି ! ଏଠାରେ ୨୦୦ ପିଲାଙ୍କୁ ଅଛନ୍ତି ୨ ଜଣ ଶିକ୍ଷୟିତ୍ରୀ, ଶିକ୍ଷକ ନଥିବାରୁ ସାନ ପିଲାଙ୍କୁ ପାଠ ପଢ଼ାଉଛନ୍ତି ବଡ଼ ଶ୍ରେଣୀର ପିଲାମାନେ..କ’ଣ ଯେ ହେବ ଏମାନଙ୍କ ଭବିଷ୍ୟତ

Gita Mehta
ପଞ୍ଚଭୂତରେ ଲୀନ ହେଲେ ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟା

ଦିଲ୍ଲୀ ଲୋଧି ରୋଡ୍ ଶ୍ମଶାନରେ ହେଲା ଶେଷକୃତ୍ୟ..ମୁଖାଗ୍ନି ଦେଲେ ପୁଅ ଆଦିତ୍ୟ ସିଂ ମେହେଟ୍ଟା..ପରିବାର ସଦସ୍ୟଙ୍କ ଉପସ୍ଥିତିରେ ଅନ୍ତିମ ସଂସ୍କାର ସମ୍ପନ୍ନ

Jojana Naa Re Hariloot
କେତେ ହେଲେ ଆଉ ପେଟ ପୂରିବ ? ଦଲାଲ୍ ସହ ସରକାରୀ ବାବୁ ବାଣ୍ଟିକୁଣ୍ଟି ଖାଇଗଲେ ଗରିବ ଖଟିଖିଆଙ୍କ ଟଙ୍କା

ଜିଲ୍ଲା ଶ୍ରମ ଅଧିକାରୀଙ୍କ ଦଲାଲ୍ ପ୍ରୀତି। ତମର ଅଧେକୁ ଆମର ଅଧେ। ଜଣେ ପଞ୍ଜୀକୃତ ଶ୍ରମିକଙ୍କ ଝିଅ ବାହାଘର ପ୍ରୋତ୍ସାହନ ରାଶି ଆତ୍ମସାତ୍ ଅଭିଯୋଗ ।

  • Monday, 18 September 2023
Gita Mehta's Funeral
ପ୍ରଖ୍ୟାତ ଲେଖିକା ଗୀତା ମେହେଟ୍ଟାଙ୍କ ଆଜି ଶେଷକୃତ୍ୟ

ଶନିବାର ରାତିରେ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ମେହେଟ୍ଟାଙ୍କ ବିୟୋଗ ହୋଇଥିଲା । ସାମ୍ବାଦିକତାଠାରୁ ପ୍ରାମାଣିକ ଚଳଚ୍ଚିତ୍ର ନିର୍ମାଣ ଯାଏଁ, ସିଦ୍ଧହସ୍ତ ଥିବା ଗୀତା ମେହେଟ୍ଟାଙ୍କୁ ସାରା ବିଶ୍ୱ ଭିନ୍ନ ଭିନ୍ନ ପରିଚୟରେ ଜାଣେ ।

Gita Mehta
୨୦୧୯ରେ ପଦ୍ମ ସମ୍ମାନ ଗ୍ରହଣ କରିବାକୁ କାହିଁକି ମନା କରିଥିଲେ ଗୀତା ମେହଟା ?

ଦିନେ ଏମିତି କଛି କହି ଚର୍ଚ୍ଚାରେ ଥିଲେ ଅନ୍ତଜାତୀୟ ସ୍ତରରେ କ୍ଷାତି ଅର୍ଜନ କରିଥିବା ଲେଖିକା, ପ୍ରକାଶିକା ଗୀତା ମେହଟା ।

Jojanara Na Hariloot
ଖର୍ଚ୍ଚ ହେଲା ୧ କୋଟିରୁ ଅଧିକ ଟଙ୍କା,ହେଲେ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି ବସଷ୍ଟାଣ୍ଡ

ଯୋଗଧାରିରୁ କେବେ ଗଡିବ ବସ ? କେବେ କାର୍ଯ୍ୟକ୍ଷମ ହେବ ବସଷ୍ଟାଣ୍ଡ ?

Scrub Typhus
ସ୍କ୍ରବ ଟାଇଫସ ଆତଙ୍କ, ଦିନକରେ ସୁନ୍ଦରଗଡ଼ ଜିଲ୍ଲାରେ ଆଉ ୧୧ ରୋଗୀ ଚିହ୍ନଟ

ଜିଲ୍ଲାରେ ବଢୁଛି ସ୍କ୍ରବ ଟାଇଫସ ଆକ୍ରାନ୍ତ ସଂଖ୍ୟା..ଜିଲ୍ଲାରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୮୦କୁ ବୃଦ୍ଧି

  • Sunday, 17 September 2023
Netaji Bus Terminal
କଟକ ନେତାଜୀ ବସ୍ ଟର୍ମିନାଲ ଲୋକାର୍ପିତ

୯୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ରାଜ୍ୟର ଏହି ଅତ୍ୟାଧୁନିକ ବସ୍‌ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିଛନ୍ତି ।

Former President Ramnath Kovind
ଜଗା ଦର୍ଶନ ପାଇଁ ପୁରୀ ଯିବେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ

ଶ୍ରୀମନ୍ଦିରରେ ଅଧ ଘଣ୍ଟା ମହାପ୍ରଭୁଙ୍କୁ ଦର୍ଶନ କରିବେ..ପାର୍ଶ୍ୱ ଦେବାଦେବୀଙ୍କୁ ଦର୍ଶନ ପରେ ରାଜଭବନ ଫେରିବେ..ରାଜଭବନରୁ ସିଧା ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ

Lord Jagannath
୭ ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ

ସେବାନିବୃତ୍ତ ସେବକ ଶଙ୍ଖମିତ୍ର ସିଂହାରୀ । ଯାହାଙ୍କ ଜିଦ୍‌ ପାଇଁ ୯ ଘଂଟା ଉପବାସରେ ରହିଲେ ମହାପ୍ରଭୁ

Lord Jagannath
ସେବାୟତଙ୍କ ଜିଦ୍‌ ! ୯ ଘଣ୍ଟା ଖାଡା ଉପବାସରେ ରହିଲେ ମହାପ୍ରଭୁ

ଶ୍ରୀମନ୍ଦିରେ ପୁଣି ବଡ଼ ଧରଣର ନୀତି ବିଭ୍ରାଟ । ୯ଘଣ୍ଟା ଉପାସରେ ରହିଲେ ମହାପ୍ରଭୁ । ଜଣେ ସେବାନିବୃତ ସେବକ ରତ୍ନ ସିଂହାସନ ଉପରକୁ ଉଠି ଜୋରଜବରଦସ୍ତି ସେବା କରିବାରୁ ଠାକୁର ମହାସ୍ନାନ ହେଲେ, ଭକ୍ତ କ୍ଷୋଭ କଲେ ।

Sarpanch Protests
ଅଫିସର ରାଜ୍‌ରେ ଅତିଷ୍ଠ ସରପଂଚ : ଜିଲ୍ଲାପାଳ ଅଧିକାର ଦେଇ ଏବେ ପଙ୍ଗୁ କରାଗଲା କାହିଁକି ?

ରାଜ୍ୟରେ ଅସହ୍ୟ ହେଲାଣି ବାବୁଗିରି । ପୂର୍ବରୁ କେବଳ ରାଜ୍ୟ ଶାସନରେ ଅଫିସରଙ୍କ ଦବଦବା ରହୁଥିଲା ବେଳେ ଏବେ ଏହା ଗାଁରେ ବି ପହଞ୍ଚିଲାଣି । ସରପଞ୍ଚଙ୍କ କାମରେ ହସ୍ତକ୍ଷେପ କରୁଛନ୍ତି ବିଡିଓ । ଯାହାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ସରପଞ୍ଚ ।

Lipa Sipa
ଦିନେ ବୁଲା କୁକୁରଙ୍କ ହାବୁଡ଼ରେ ପଡ଼ିଥିଲେ, ଏବେ ରାଜ୍ୟ ବାହାରକୁ ଯାଇ ନୂଆ ଜୀବନ ଗଢ଼ିବେ...

କିଏ ତାଙ୍କୁ ଜୀବନ ଜିଇଁବାର ମନ୍ତ୍ର ପଢ଼ାଇବ । ଏକଥା ସେମାନେ କେବେ ଭାବି ପାରୁନଥିଲେ । ଏମିତି ଦୁଃଖ କଷ୍ଟରେ ଅଭାବ ଅନଟନରେ କଟୁଥିଲା ସେମାନଙ୍କର ଦିନ ।

Teacher Protest
ସ୍କୁଲକୁ ଯାଉନାହାନ୍ତି ଶିକ୍ଷକ ! ଶ୍ରେଣୀରେ ବିଧାୟକ ପଢ଼ାଇଲେ ପାଠ...

ଅପରପକ୍ଷେ ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

News Fuse
ଫାଇଭ୍‌-ଟି ସଚିବଙ୍କ ରିୟଲ ନା କ’ଣ?

ମୋ ବୋଉଲୋ..ପୂରା ଓଡ଼ିଶାରେ ଚହଳ ପକାଇଦେଲେ । ନାରଣ ପଚାରୁଛି ପ୍ରକୃତରେ ଫାଇଭ୍‌-ଟି ସଚିବଙ୍କ ନାଁ କଣ? ମତେ ଯେ ମରଣ ହେଉନି

Awas Yojna
ଭୟଙ୍କର ସ୍ଥିତି ! ଯେଉଁଠି ମଣିଷ ରହୁଛି ସେଇଠି ଛେଳି ଶୋଉଛି

ଓଃ କି ଦୁଃଖ !! ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଟଙ୍କା ନାହିଁ । ବଡ ହିନସ୍ତାରେ ଚଳୁଛନ୍ତି ଏମାନେ । ଗୁହାରି କରି କରି ଥକିପଡିଲେଣି ସତ ହେଲେ ଦୁଃଖ ଶୁଣିବାକୁ କେହି ନାହାନ୍ତି । ସ୍ଥିତି ଏମିତି ହେଲାଣି ଯେଉଁ ମଣିଷ ଶୋଉଛି ସେଇଠି ଛେଳି

Teacher Protest
ପ୍ରାଥମିକ ଶିକ୍ଷାରେ ବଡ଼ ଅଚଳାବସ୍ଥା ! ଛୁଟିରେ ପଳେଇଲେ ୫୬ ହଜାର ପ୍ରାଥମିକ ସ୍କୁଲର ଶିକ୍ଷକ

୪ ଦିନ ବ୍ଲକ୍ ଅଫିସରେ ବସିବା ସତ୍ତ୍ବେ ପୂରଣ ହେଲାନି ଦାବି । ଶେଷରେ ଚରମ ପଦକ୍ଷେପ ନେଇଛନ୍ତି ପ୍ରାଥମିକ ଶିକ୍ଷକ ।